Latest Odisha News

BREAKING NEWS

ବିପଦରେ ଶ୍ରୀମନ୍ଦିର; ସିଂହଦ୍ୱାର ଗୁମୁଟରେ ଫାଟ

ପୁରୀ:ବିପଦରେ ଶ୍ରୀମନ୍ଦିର । ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଦେଖା ଦେଲାଣି ଫାଟ । ପ୍ରବେଶ ପଥର ବାମପଟ ପଥରରେ ଏହି ଫାଟ ଦେଖିବାକୁ ମିଳିଛି । ଛୋଟ ଛୋଟ ନୁହେଁ ବଡ ଫାଟ ଯାହା ଶ୍ରୀମନ୍ଦିର ପାଇଁ ଯେ କୌଣସି ମୁହୂର୍ତ୍ତରେ ବିପଦ ହୋଇ ଛିଡା ହୋଇପାରେ । ଖାଲି ଫାଟ ନୁହେଁ, ଏଠାରେ ଲାଗିଥିବା…

‘ଗୋ ଆଲିଙ୍ଗନ’ ଦିବସ ପାଳିବାକୁ ପ୍ରଥମେ କିଏ ଆଇଡିଆ ଦେଇଥିଲେ ?

ନୂଆଦିଲ୍ଲୀ: ଫେବୃଆରୀ ୧୪ ଭାଲେନଟାଇନ୍ ଡେ ବା ପ୍ରେମ ଦିବସ। ଏହି ଦିନ ଗୋ ଆଲିଙ୍ଗନ ଦିବସ ରୂପେ ପାଳନ କରିବାକୁ ଏକ ନୋଟିସ୍ ଜାରି ହୋଇଥିଲା ଦେଶର ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ। ଯାହାକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ସମର୍ଥନ କରିଥିଲେ। ଏହାପରେ ବିବାଦ ଦେଖାଦେବା ପରେ ନୋଟିସ…

କୋର୍ଟରେ ମୁହାଁମୁହିଁ ହେବେ ଆଦାନୀ- ହିଣ୍ଡେନବର୍ଗ: ପ୍ରତିଷ୍ଠିତ ଲ’ କମ୍ପାନୀ ରଖିବ ଆଦାନୀଙ୍କ ପକ୍ଷ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଏବଂ ଆମେରିକାର  ହିଣ୍ଡେନବର୍ଗ ଏବେ ଆହୁରି ମୁହାଁମୁହିଁ ହେବାକୁ ଯାଉଛନ୍ତି। ଆଦାନୀ ଗ୍ରୁପ୍ ହିଣ୍ଡେନବର୍ଗ ବିରୋଧରେ କୋର୍ଟରେ ଜୋରଦାର ଲଢ଼େଇ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଗ୍ରୁପ୍ ଆମେରିକାର ଅନ୍ୟତମ ବଡ଼ ତଥା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆଚ୍ଛା, ଛାଡ଼ ସେ କଥା, ତୁ କେତେବେଳୁ ଆସି ଏଠି କ’ଣ କରୁଥିଲୁ ? ଚପା ହସ ହସିଲା ପଦ୍ମିନୀ- କ’ଣ ଆଉ କରିବି ? ତତେ ଅପେକ୍ଷା କରି କରି, ତୋ ସାଙ୍ଗରେ ଟିକେ ଫାଜିଲାମି କରିବି ଭାବି ଏମିତି ଛଟାଗାଳି ଏଇ ପଥର…

କବିତା : ଅଭିମାନ

ବିଜୟିନୀ ଜେନା ସଖା ମୋର, ମୋ ଦୁଃଖ ବାନ୍ଧବ ବୋଲାଇଲ କହି ପାରିବ କାହିଁକି ମତେ ବସ୍ତ୍ରହୀନା କରିବାର ସବୁ ବନ୍ଦୋବସ୍ତ କରି ପୁଣି ଅଜସ୍ର ବସ୍ତ୍ରରେ ପୋତିପକାଇଲ ? ସବୁ ଫନ୍ଦିଫିକରକୁ ଜାଣି ବି ଅଜଣା ହେଲ ଆଖିରେ ଆଖିଏ ଲୁହ ଛାତିରେ ଛାତିଏ କୋହ ଦେଇ... ଅପମାନର ବିଷ ପିଆଇ....…

ଭାଷା ଭାଗବତ : ବାପା ଓ ପୁଅ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କାହାର ବାପା ଅଗ୍ରପୂଜ୍ୟ କାହାର ବାପା ଅନିବାର୍ଯ୍ୟ କାହାର ବାପା ହୁଏ ତ୍ୟାଜ୍ୟ ଏମିତି ଚଳେ ଦେଶ, ରାଜ୍ୟ ବାପା ଓ ପୁଅ କେତେ ଭଳି ସଂସାରେ ରହୁଛଂତି ଚଳି ନିଜର କୁଟୁଂବ ସଂଭାଳି କିଏ କି ପାରିଲାଣି କଳି ? ଅଳପ ଜାଣି, କହି ବେଶି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ୟ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀକ୍ଷେତ୍ର ରେ ପବିତ୍ର ଶାରଦୀୟ ଦୁର୍ଗା ପୂଜା (ଷୋଳ ପୂଜା )ପାଇଁ ଆଚାର୍ଯ୍ୟ, ପୂଜକ ବ୍ରlହ୍ମଣ ବରଣ ହୋଇ ମା ବିମଳାଙ୍କ ଷୋଳପୂଜା ସହ ଅନ୍ୟାନ୍ୟ ସାହି ଓ…

ଆଦାନୀ-ହିଣ୍ଡେନବର୍ଗ ମାମଲା: ଚିନ୍ତାବ୍ୟକ୍ତ କରିବା ସହିତ ସେବିର ମତାମତା ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଚିନ୍ତାବ୍ୟକ୍ତ କରିଛନ୍ତି ସୁୁପ୍ରିମକୋର୍ଟ। ନିବେଶକଙ୍କ କ୍ଷତିକୁ ନେଇ ଦେଶର ସର୍ବୋଚ୍ଚ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଶୁକ୍ରବାର ଏହି ମାମଲାରେ ଦାୟର ହୋଇଥିବା ପିଆଇଲର ଶୁଣାଣି କରିବା ବେଳେ ସେୟାର ବଜାର ନିୟାମକ ବ୍ୟବସ୍ଥାରେ କିଛି…

ଅପରେସନ ହେବା ପରେ ପନ୍ତଙ୍କ ଆବେଗଭରା ଫଟୋ ଟ୍ବିଟ୍

ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ଏକ ଆବେଗଭରା ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି। ସେୟାର ହୋଇଥିବା ଏହି ଦୁଇଟି ଫଟୋରେ ପନ୍ତ ଆଶାବାଡ଼ି ସାହାଯ୍ୟରେ ବୁଲୁଥିବାର ନଜର ଆସିଛନ୍ତି। ପନ୍ତଙ୍କ ପାଦରେ ପ୍ଲାଷ୍ଟର ହୋଇଥିବା ଦେଖିବାକୁ ମିଳିଛି। ସେ ତାଙ୍କର…

କରୋନା ବେଳେ ବ୍ୟବହାର ହେଉଥିବା ଆରୋଗ୍ୟ ସେତୁ ଆପର ଡାଟା କୁଆଡ଼େ ଗଲା?

ନୂଆଦିଲ୍ଲୀ: ମହାମାରୀ ସମୟରେ କୋଭିଡର ସମ୍ଭାବ୍ୟ ମାମଲା ଚିହ୍ନଟ କରିବା ପାଇଁ ୨୦୨୦ରେ ଆରୋଗ୍ୟ ସେତୁ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ କରାଯାଇଥିଲା। ଏହି ଆପ୍ ମାଧ୍ୟମରେ ସଂଗୃହୀତ ସମସ୍ତ କଣ୍ଟାକ୍ଟ ଟ୍ରେସିଂ ତଥ୍ୟକୁ ହଟାଇ ଦିଆଯାଇଛି ବୋଲି ସରକାର ବୁଧବାର ସଂସଦରେ ସୂଚନା ଦେଇଛନ୍ତି। ଏହି…