Latest Odisha News

BREAKING NEWS

ୱେବସାଇଟରେ ଅପଲୋଡ ହେଲା ମାଟ୍ରିକ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ

କଟକ:ୱେବ ସାଇଟରେ ମିଳିଲା ମାଟ୍ରିକ ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ୱେବସାଇଟରେ ଅପଲୋଡ କରାଯାଇଛି । ବୋର୍ଡ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ୨ୟ ସବମେଟିଭ ଆସେସମେଣ୍ଟ  (ଏସଏ-୨)ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଏଣିକି ୱେବ…

ବ୍ରିଟେନ ସଂସଦରେ ଜେଲେନସ୍କିଙ୍କ ଦମ୍ଭୋକ୍ତି: ଯୁଦ୍ଧରେ ରୁଷ ହାରିବ

ଲଣ୍ଡନ:ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମାର ଜେଲେନସ୍କି ବୁଧବାର ବିସ୍ଫୋରକ ବୟାନ ଦେଇ କହିଛନ୍ତି ରୁଷ ତାଙ୍କ ଦେଶ ସହ ଯୁଦ୍ଧ କରି ହାରି ଯାଇଛି । ମସ୍କୋ ସୈନ୍ୟ ଆକ୍ରମଣ କରିବାର ପ୍ରଥମ ଦିନରୁ ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନକୁ ବ୍ରିଟେନ ସମର୍ଥନ କରିଥିବାରୁ ଜେଲେନସ୍କି କୃତଜ୍ଞତା ପ୍ରକାଶ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜା ଉତ୍ସବ ଆରମ୍ଭ ହୋଇ ସାରିଛି । ମା ବିମଳାଙ୍କ ମନ୍ଦିର ହୋଇଛି ଉତ୍ସବ ମୁଖର। ଠିକ ଷୋଳ ଦିନ ଗଣତି ହୋଇ ଅଶ୍ୱିନ ମାସ କୃଷ୍ଣ ପକ୍ଷ…

ପୋଲିସ୍ ହେପାଜତରେ କେତେ ଜଣଙ୍କ ମୃତ୍ୟୁ ଘଟିଛି, ସଂସଦକୁ ଉତ୍ତର ଦେଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଗତ ପାଞ୍ଚ ବର୍ଷ ମଧ୍ୟରେ ପୋଲିସ୍ ହେପାଜତରେ ୬୫୦ ରୁ ଅଧିକ ମୃତ୍ୟୁ ଘଟିଛି। ସଂସଦକୁ ଲିଖିତ ଉତ୍ତରରେ ଗୃହ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାକୁ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୬୬୯ ଟି ପୋଲିସ ହେପାଜତରେ…

ଗୁଜରାଟ ଯିବା ବେଳେ ବିମାନ ବନ୍ଦରରେ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କ ମନ ଖୋଲା ହସ

ଝାରସୁଗୁଡା (କେ ରୋଷନ ପୃଷ୍ଟି): ନିଜ ଖବର ଯେକେହି ଯେତେବେଳେ ଟିଭି କିମ୍ବା ଖବରକାଗଜରେ ଦେଖନ୍ତି ସେତେବେଳେ ଖୁସି ହେବା ସ୍ବାଭାବିକ। କିନ୍ତୁ ଯଦି ସଂପୃକ୍ତ ବ୍ୟକ୍ତି ସେ କରିଥିବା ଅପରାଧ ବାବଦରେ ଖବରକାଗଜରେ ପଢୁଥିବେ କିମ୍ବା ଟିଭିରେ ଦେଖୁଥିବେ ତାହେଲେ କିପରି ଲାଗିବ? ମାନବୀୟ…

ଡିଜିଟାଲ ମାର୍କେଟିଂ ଜରିଆରେ ରୋଜଗାର ଆଶା ଦେଖାଇ ଯୁବତୀଙ୍କଠୁ ୨୭ ଲକ୍ଷ ଲୁଟ୍

ଭୁବନେଶ୍ୱର: ଡିଜିଟାଲ ମାର୍କେଟିଂ ବାହାନାରେ ଭୁବନେଶ୍ୱରର ଜଣେ ମହିଳାଙ୍କ ଠାରୁ ବିଭିନ୍ନ କିସ୍ତିରେ ୨୭ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକମାନେ। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଚାକିରି ପାଇଁ ନକରି ଡଟ୍ କମ ଓ୍ବେବସାଇଟରେ ନାମ ପଞ୍ଜିକରଣ କରିଥିଲେ। କିନ୍ତୁ ଦୀର୍ଘ ଦିନ ଧରି…

୨୦୦୪-୨୦୧୪ ବିଫଳ ଦଶନ୍ଧୀ ଥିଲା: ସବୁ ସୁଯୋଗକୁ କଂଗ୍ରେସ ବିପଦରେ ପରିଣତ କରିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସଂସଦରେ ଭାଷଣ ବେଳେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ୨୦୦୪ ଠାରୁ ୨୦୧୪ ପର୍ଯ୍ୟନ୍ତ ବିଫଳତାର ଦଶନ୍ଧୀ ଥିଲା ବୋଲି ମୋଦୀ କହିଛନ୍ତି। କଂଗ୍ରେସ ସରକାର ସମୟରେ ଆସିଥିବା ପ୍ରତି ସୁଯୋଗକୁ ଦଳ ବିପଦରେ ପରିଣତକ କରିଦେଇଛି। ହେଲେ ଆଜି ସାରା ବିଶ୍ୱ ଭାରତର…

ଜମଜ ସନ୍ତାନଙ୍କ ଗାଁ କୋଡ଼ିନ୍ନି

ଡ଼ାକ୍ତରୀ ଗବେଷଣା ଅନୁସାରେ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରେ ୪ଟି ଜମଜ ସନ୍ତାନ ଜନ୍ମ ହୋଇଥାନ୍ତି । ଏହା ପ୍ରକୃତିର ବୈଚିତ୍ର । ହେଲେ କେରଳରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ରତି ୧ ହଜାରରେ ୪୫ଟି ଜମଜ ସନ୍ତାନ ଜନ୍ମ ହୋଇଥାନ୍ତି । ସ୍ଥଳବିଶେଷରେ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ । ଏହାର…

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି: ବିଜେଡି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତରୁ ଧିରେ ଧିରେ ସତ ପଦାକୁ ଆସୁଥିବା ବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।…

ସମ୍ଭାବୀ ପୁରସ୍କାର ପାଇବେ ଡ. ଏମଡି ଇମ୍ରାନ ଅଲ୍ଲୀ

ଭୁବନେଶ୍ୱର: ବଂଶୀଧର ଆଣ୍ଡ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ୨୦୨୩ ବର୍ଷ ଲାଗି ସମ୍ଭାବୀ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ ସମାଜସେବୀ ତଥା ଗୁଟଖା ମୁକ୍ତ ଅଭିଯାନ ଚଳାଇଥିବା ଡ. ଏମଡି ଇମ୍ରାନ ଅଲ୍ଲୀଙ୍କୁ ସମ୍ଭାବୀ ପୁରସ୍କାର ମିଳିବ । ଇମ୍ରାନ ଅଲ୍ଲୀ ଦୀର୍ଘ ଦିନ ଧରି ଗୁଟଖା ମୁକ୍ତ…