Latest Odisha News

BREAKING NEWS

ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ୫ ନୂଆ ବିଚାରପତି ଆଜି ଶପଥ ନେଇଛନ୍ତି । ଏହି ୫ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଲା ।  ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪  । ରାଜସ୍ଥାନ, ପାଟନା, ମଣିପୁର ଉଚ୍ଚନ୍ୟାୟାଳୟର ତିନି ମୁଖ୍ୟ ବିଚାରପତି…

ପୃଥିବୀ ପରି ଅନ୍ୟ ଏକ ଗ୍ରହର ସନ୍ଧାନ ପାଇଛି ନାସା

ନୂଆଦିଲ୍ଲୀ : ପୃଥିବୀ ପରି ଅନ୍ୟ ଏକ ଗ୍ରହର ସନ୍ଧାନ ପାଇଛି ନାସା । ସୁରକ୍ଷିତ ବସବାସ କରି ପାରିବେ ଲୋକେ । ଏଥିସହ ଅମ୍ଲଜାନ ଓ ଜଳ ଗଚ୍ଛିତ ରହିଥିବା ସୂଚନା । ଆରବପତି ଏଲୋନ୍ ମସ୍କ ଚାହୁଁଛନ୍ତି ଯେ ୨୦୫୦ ସୁଦ୍ଧା ଲୋକମାନେ ପୃଥିବୀ ପରି ଅନ୍ୟ ଏକ ଗ୍ରହରେ ଜୀବନ ଅତିବାହିତ କରନ୍ତୁ  । ତେବେ…

କବିତା : ଘର ମୋର ସ୍ୱର୍ଗ

ନିରୂପମା ପତି ସରଗ ଠୁଁ ଵଡ ଏହି ଆମ ଘର ଘର ନୁହେଁ ସେହି ଭାଵର ମନ୍ଦିର ସ୍ନେହ, ଶ୍ରଦ୍ଧା, ପ୍ରୀତି ଥାଏ ନିରନ୍ତର ଶାନ୍ତି ମୈତ୍ରୀ ର ସେ ଏକାନ୍ତ ନିର୍ଝର ସେଘରେ ଜନମ ମୋର ଵାପା,ମା, ଭାଇ, ଭଉଣୀଙ୍କୁ ନେଇ ଏକସୂତ୍ରେ ପରିବାର । ଆକାଶ ଠୁଁ ଵଡ ପୂଜ୍ୟ ପିତା ମୋର ଧର୍ମ,…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଲଳିତା ପଛରେ ସ୍ମିତ ହସନେଇ ଛିଡ଼ା ହୋଇଥିବା ଚନ୍ଦ୍ରଭାନୁଙ୍କୁ ଦେଖି । ତାଳମେଳ ନ ଥିବା ବହୁ ବିଚିତ୍ର ଘଟଣା, ଅଦ୍‌ଭୂତ ଦୃଶ୍ୟ ସ୍ୱପ୍ନ ଇଲାକାରେ ସମ୍ଭବ -ପଦ୍ମିନୀ ଜାଣେ । ହେଲେ ଇଏତ ସ୍ୱପ୍ନ ନୁହେଁ । ଏହା ସମ୍ଭବ…

ଭୟଙ୍କର ଭୂମିକମ୍ପରେ ଥରିଲା ତୁର୍କି ଓ ସିରିଆ; ମୃତ୍ୟୁ ସଂଖ୍ୟା ୯୦ ଟପିଲା

ଇସ୍ତାନବୁଲ: ତୁର୍କି ଏବଂ ସିରିଆରେ ଭୟଙ୍କର ଭୂମିକମ୍ପ । ଥରେ ନୁହେଁ ଦୁଇ ଦୁଇ ଥର ଝଟକାରେ ଥରି ଯାଇଛି ତୁ୍ର୍କି ଓ ସିରିଆ। ରିକ୍ଟର ସ୍କେଲରେ ତୀବ୍ରତା ୭.୮ ରେକର୍ଡ କରାଯାଇଛି । ସରକାରୀ ସୂତ୍ର ଅନୁଯାୟୀ, ଏବେ ସୁଦ୍ଧା ତୁର୍କିରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସିରିଆରେ ୪୨ ଜଣଙ୍କ…

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଫୁଟିଲା ବୋମା, ୩ ଗୁରୁତର

ବରମୁଣ୍ଡା : ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବିସ୍ଫୋରଣ । ରାତି ଅଧରେ ଫୁଟିଲ ବୋମା। ଏହି ବିସ୍ଫୋରଣରେ ୩ଜଣ ଗୁରୁତର । ଖାଦ୍ୟକୁ ନେଇ ବଚସା ହେବାରୁ ହୋଟେଲ କର୍ମଚାରୀଙ୍କ ଉପରକୁ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ଜୟ ଜଗନ୍ନାଥ ହୋଟେଲରେଏହି ବିସ୍ଫୋରଣ ଘଟିଛି…

ସରିଲା ଖଣ୍ଡଗିରି ମେଳା, ମେଲାଣି ନେଲେ ସାଧୁସନ୍ଥ

ଭୁବନେଶ୍ୱର : ସରିଲା ଖଣ୍ଡଗିରି ମେଳା । ସକାଳୁ ସକାଳୁ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇଉଠିଥିଲା ଖଣ୍ଡଗିରି । ଯଜ୍ଞକୁଣ୍ଡ ମାନଙ୍କରୁ ବାହାରୁଥିବା ହୋମ ଧୂଆଁର ମହକରେ ମହକି ଉଠିଥିଲା ପୂରା ଖଣ୍ଡଗିରି । ଜଳୁଥିବା ହୋମ କୁଣ୍ଡ ଖଣ୍ଡଗିରି ପାହାଡ଼କୁ ଆଲୋକିତ କରି ଦେଉଥିଲା। ହୋମଯଜ୍ଞ ସରିବା…

ଭାଷା ଭାଗବତ : ଭାଷାର ମର୍ଯାଦା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ବୋଲାଏ ନିରବତା ତାହା ତ ହୃଦୟର କଥା ଜିଭରୁ ବାହାରେନି ବାଣୀ ତଥାପି ମନ ପାରେ ଶୁଣି ମୁହଁର ବହୁବିଧ ରୂପ ଦେଖାଏ ଭାବର ସ୍ବରୂପ କେବଳ ଉଚ୍ଚାରିତ କଥା ନୁହେ ଭାଷାର ମୂଳାବସ୍ଥା ପଦଟେ କଥା ବି ନ କହି ପାରେ ଯେ ଭାବନା ଜଣାଇ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।   ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ଦୁଇ ଦେବୀଙ୍କ ବିଶେଷ ପ୍ରାଧାନ୍ୟ ଦେଖାଯାଏ। ପ୍ରଥମେ ମା ଲଷ୍ମୀ, ଯାହାଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରାଣବଲ୍ଳଭି ରୂପେ ବିବେଚନା କରାଯାଇଛି।  ଦ୍ଵିତୀୟରେ ମା ବିମଳା, ଯାହାଙ୍କୁ ଶ୍ରୀଜଗନ୍ନାଥଙ୍କ…

କର୍କଟ ରୋଗ ଦୂର କରିଥାଏ ଖଜୁରୀ….ଏକ ସପ୍ତାହ ଖାଅନ୍ତୁ ୩ଟି ଲେଖାଏଁ ଖଜୁରୀ  

ଆମେ ଆମ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ସଚେତନ ରହିଥାଆନ୍ତି । ତେଣୁ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାରର ଫଳ ଖାଇଥାଉ । ସେଥି ମଧ୍ୟରୁ ଖଜୁରୀ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ଖଜୁରୀକୁ ପୁରାତନ ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କିମ୍ବା ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିଲା।…