Latest Odisha News

BREAKING NEWS

ପଥରରେ ପ୍ରସ୍ତୁତ ଖାଦ୍ୟର ବେଶ୍ ଚାହିଦା

ଚୀନ: ଆପଣ ନିଶ୍ଚିତ ଭାବରେ ଅନେକ ପ୍ରକାରର ଚାଇନିଜ୍ ଖାଦ୍ୟ ଖାଇଥିବେ । ଯେପରି- ଚାଉମେନ୍‌, ରୋଲ,ଚିକେନ ପକୋଡ଼ା, ମଞ୍ଚୁରିଆନ୍ ଏବଂ ସ୍ପ୍ରିଙ୍ଗ୍ ରୋଲ୍ ଇତ୍ୟାଦି । କିନ୍ତୁ ଆପଣ ସେହି ଚାଇନିଜ୍ ଖାଦ୍ୟ ବିଷୟରେ ଜାଣିଛନ୍ତି, ଯାହା ପଥରରେ ପ୍ରସ୍ତୁତ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ…

୮୩୭କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ସୃଷ୍ଟି ହେବ ୨୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଆଜି ଅନୁଷ୍ଠିତ ୧୨୧ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଆଉ ଏକ ଶିଖରରେ ପହଞ୍ଚିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ…

ଏହି ଜନଜାତିର ଲୋକେ ଚୋରୀ କଲେ ମାରି କରି ଖାଇ ଦିଅନ୍ତି

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ଆଧୁନିକ ଓ ଶିକ୍ଷିତ ହେଲେଣି । ତଥାପି ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ଏହି ଆଲୋକ ପଂହଚି ପାରି ନାହିଁ । ପାପୁଆ ନିଉ ଗିନିର କୋରୋବାଇ ସଭ୍ୟତା ଏହାର ଉଦାହରଣ । ଏହି ସଭ୍ୟତା ସମ୍ପର୍କରେ ବିଶ୍ୱ ଏକପ୍ରକାର ଅଜ୍ଞ ଥିଲେ । ଡ୍ରୁ ୱିସ୍କି ନାମକ ଜଣେ ୟୁଟ୍ୟୁବର…

ସଜ୍ଜେଇ ହେଲା ଝିଟିପିଟି: ଭିଡ଼ିଓ ଭାଇରାଲ

ଦୁନିଆରେ ଅନେକ ଜୀବଜନ୍ତୁ ରହିଛନ୍ତି । ସେଥି ମଧ୍ୟରୁ ଏମିତି କିଛି ଜୀବ ଅଛନ୍ତି, ଯାହାକୁ ଆମେ ଭୟ କରିବା ସହ ଘୃଣା କରିଥାନ୍ତି । ସେଥିମଧ୍ୟରେ ଝିଟିପିଟି ଅନ୍ୟତମ । ଯଦି ଭୁଲରେ କେବେ ଝିଟିପିଟି କାହାରି ସାମ୍ନାକୁ ଆସିଯାନ୍ତି, ଲୋକେ ତାକୁ ଦେଖି ଡ଼େଇଁପଡ଼ିବା ସହ ଦୂରେଇ ଯାଆନ୍ତି । ଏହି…

ଚିତ୍ରକୋଣ୍ଡାରେ ୩ଟି ବୃହତ ସେତୁ ନିର୍ମାଣ ପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ରୂପାନ୍ତର ପ୍ରକ୍ରିୟାରେ ଆସିବ ନୂଆ ଗତି। ସ୍ବାଭିମାନ ଅଞ୍ଚଳ ଏବେ ବିକାଶ ପଥରେ କରୁଛି ଦ୍ରୁତ ଅଗ୍ରଗତି। ଗୁରୁପ୍ରିୟା ସେତୁ ନିର୍ମାଣ ପରଠାରୁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ, ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ,…

ବୁଧବାର ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩, କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଲେ ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବୁଧବାର ୨୩ ଅଗଷ୍ଟ ୨୦୨୩ ସନ୍ଧ୍ୟାରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂଗଠନ)ର ଅଧ୍ୟକ୍ଷ ତଥା ମହାକାଶ ବିଭାଗ ସଚିବ ଡ. ଏସ୍ ସୋମନାଥ ଆଜି ନୂଆଦିଲ୍ଲୀରେ ପହଞ୍ଚି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା,…

ପଙ୍କଜ ତ୍ରିପାଠୀଙ୍କ ବାପାଙ୍କ ପରଲୋକ

ମୁମ୍ବାଇ: ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ବାପା ବନାରସ ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ବିହାରର ପୈତୃକ ଗାଁ ବଲସଣ୍ଡରେ ତାଙ୍କର ମୃତ୍ୟୁ ହୋଇଛି । ବୟସାଧିକ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ବାପାଙ୍କ ମୃତ୍ୟୁରେ ପଙ୍କଜ…

ବେକାବୁ ଡେଙ୍ଗୁ, ରାଜ୍ୟ ସରକାର ପଙ୍ଗୁ କହି ରାଜ୍ୟ ସରକାର ଓ ବିଏମସିକୁ ବିଜେପିର କଟାକ୍ଷ

ଭୁବନେଶ୍ୱର: “ଗଲି ଗଲି ମେ ଶୋର୍ ହୈ, ଡେଙ୍ଗୁ ବଡା ଜୋର୍ ହୈ”। ଦୁଃଖ ପରିତାପର ବିଷୟ ରାଜ୍ୟରେ ଡେଙ୍ଗୁ ରୋଗ “ନିୟନ୍ତ୍ରଣହୀନ” ହୋଇପଡିଥିବା ବେଳେ, ମୁକାବିଲାରେ ରାଜ୍ୟ ସରକାର “ପଙ୍ଗୁ” ହୋଇପଡିଛନ୍ତି ବୋଲି କହି ରାଜ୍ୟ ସରାକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ…

ମହିଳାଙ୍କ କୋଳରେ ବସି ମୟୂର କରୁଛି ବିମାନ ଯାତ୍ରା, ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି

ସାଧାରଣତଃ ପୋଷା କୁକୁର, ବିଲେଇକୁ କୋଳରେ ଧରି ଅନେକ ସମୟରେ ଲୋକେ ବିମାନ ଯାତ୍ରା କରିବାର ନଜିର ଅଛି । ଏହା ମଧ୍ୟ ଏକ ସାଧାରଣ କଥା ବୋଲି କୁହାଯାଇପାରେ । କିନ୍ତୁ ବିମାନରେ ପାଳିତ ମୟୁରକୁ କୋଳରେ ଧରି ଯାତ୍ରା କରିବା ହୁଏତ ଆମ ଭିତରୁ ଅନେକ ଦେଖି ନ ଥିବେ । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ…

ଫିଲ୍ମ ଓଏମ୍‌ଜି-୨ର ପ୍ରଭାବ: ମହାରାଷ୍ଟର ଏକ ସ୍କୁଲରେ ଯୌନ ଶିକ୍ଷା ହେଲା ବାଧ୍ୟତାମୂଳକ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଓଏମ୍‌ଜି-୨’ । ଫିଲ୍ମଟି ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ ପ୍ରବେଶ କରିବାରେ ସଫଳ ହୋଇଛି । ଏଥିସହିତ ଏହି ଫିଲ୍ମ ବକ୍ସ ଅଫିସରେ ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ଗଦର-୨ କୁ ଟକ୍କର ମଧ୍ୟ ଦେଉଛି । ଏହି…