Latest Odisha News

BREAKING NEWS

ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ୍

ପୁରୀ: ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଛି । ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିସ୍ କରିଥିବା ବୈଠକ ପରେ…

ଉପବାଚସ୍ପତିଙ୍କ ଘରେ ସାପ; ଜାଲି କାଟି ବାହାର କଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା  ଉପ ବାଚସ୍ପତି ରଜନୀ କାନ୍ତ ସିଂହଙ୍କ ଭୁବନେଶ୍ୱର ୟୁନିଟ ୧  ସ୍ଥିତ ସରକାରୀ ବାସ ଭବନରେ ସାପ । ଉପବାଚସ୍ପତିଙ୍କ   VIIC 9 ର କାର୍ଯ୍ୟାଳୟ ଭିତରେ ଥିବା ଏକ ବାଥରୁମ ଭିତର ଜାଲିରେ ଏଇ କଉଡ଼ିଆ ସାପ (Common Wolf Snake) ଫସି ଯାଇଥିଲା । ସାପଟି ଜାଲିର କଣା…

ରହସ୍ୟ ଘେରରେ ଭାରତର ଏହି ସ୍ଥାନ: ରାତାରାତି ଏଠାରୁ ଲୋକେ ହୋଇଯାଇଥିଲେ ଗାଏବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭୁତ ପ୍ରେତ ଆଦିଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳେ । କେହି ଏହାକୁ ମନର ଭ୍ରମ କହି ଏଡାଇ ଯାଉଥିବାବେଳେ ଆଉ କେହି ଏହା ସତ ବୋଲି ଦାବି କରନ୍ତି । ଏମିତି ଏକ ଗାଁ ଆମ ଦେଶରେ ରହିଛି, ଯାହା ନାଁ ଶୁଣିଲେ, ସମସ୍ତେ ମନାକରନ୍ତି ସେଠାକୁ ଯିବାକୁ । ଆଉ ସେଠାରେ ରାତିରେ…

ଶୁଭେନ୍ଦୁ ଅଧିକାରୀଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁଭେନ୍ଦୁ ଅଧିକାରୀଙ୍କୁ ଆଶ୍ୱସ୍ତି। ଶୁକ୍ରବାର କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଏଥିରେ କୁହାଯାଇଛି ଯେ ପଶ୍ଚିମବଙ୍ଗ ପୋଲିସ ବିଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିପାରିବ। ମୁଖ୍ୟ ବିଚାରପତି ଡି.ୱାଇ…

ଦୁର୍ବଳ ହେଉଛି ଲଘୁଚାପ, ୬ରୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ସକ୍ରିୟ ରହିଛି । ଆଜି ଓ ଆସନ୍ତକାଲି ଓଡ଼ିଶାରେ ବର୍ଷା ଘଡ଼ଘଡ଼ି ନେଇ କୌଣସି ଚେତାବନୀ ଦେଇ ନାହିଁ…

ସର୍ବସାଧାରଣଙ୍କ ପାଇଁ ଅଗଷ୍ଟ ୧୬ରୁ ପୁଣି ଖୋଲିବ ‘ଅମୃତ ଉଦ୍ୟାନ’

ନୂଆଦିଲ୍ଲୀ: ଅଗଷ୍ଟ ୧୬ରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନରେ ଅବସ୍ଥିତ ପ୍ରସିଦ୍ଧ ‘ଅମୃତ ଉଦ୍ୟାନ’। ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅମୃତ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉଦ୍ୟାନ ଉତ୍ସବ-୧ ଅଧୀନରେ ଚଳିତ ବର୍ଷ ଜାନୁୟାରୀ ୨୯ ରୁ…

ସୁପ୍ରିମକୋର୍ଟରେ ମିଳିଲା ରାହୁଲଙ୍କୁ ଆଶ୍ୱସ୍ତି: ସଜା ଉପରେ ଲାଗିଲା ରୋକ

ନୁଆଦିଲ୍ଲୀ: ସୁପ୍ରିମକୋର୍ଟରେ ରାହୁଲଙ୍କୁ ମିଳିଲା ଆଶ୍ୱସ୍ତି । ରାହୁଲଙ୍କ ସଜା ଉପରେ ରୋକ ଲଗାଇଲେ କୋର୍ଟ ।  ମୋଦି ସରନେମ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ରାହୁଲ ଗାନ୍ଧୀଙ୍କ ନିଲମ୍ବନ ମାମଲା ଉପରେ ଶୁଣାଣି କରିଥିଲେ ।  ସୁରତ ତଳ କୋର୍ଟ …

ଜିଓ ଆଣିଲା ଦମଦାର୍ ଫ୍ୟାମିଲି ପ୍ଲାନ୍; ଗୋଟେ ରିଚାର୍ଜରେ ଚାଲିବ ଚାରୋଟି ସିମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜିଓ ୟୁଜର୍ସଙ୍କ ପାଇଁ ବଡ ଖବର । ଜିଓ ଆଣିଛି ୩୦ଦିନିଆ ଫ୍ୟାମିଲି ପ୍ଲାନ୍‌ । ଜିଓ ଫ୍ୟାମିଲି ପ୍ଲାନ୍‌ ୩୯୯ ଟଙ୍କାରୁ ଆରମ୍ଭ ୬୯୯ ପର୍ଯ୍ୟନ୍ତ ରହିଛି । ସମାନ ପ୍ଲାନ୍‌ରେ ଚାରୋଟି ସିମ୍ କାର୍ଡର ବ୍ୟବହାର କରାଯାଇପାରିବ ଉପଭକ୍ତା । ତେବେ ଜାଣନ୍ତୁ ଜିଓ ଫ୍ୟାମିଲି…

ସିସୋଦିଆଙ୍କୁ ପୁଣି ଝଟକା, ସୁପ୍ରିମକୋର୍ଟରୁ ମିଳିଲାନି ଜାମିନ

ନୂଆଦିଲ୍ଲୀ: ପୁଣି ମନୀଷ ସିସୋଦିଆଙ୍କୁ ଝଟକା। ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଜାମିନ। ତାଙ୍କ ପତ୍ନୀଙ୍କ ସ୍ୱାସ୍ଥବସ୍ଥା ଅସୁସ୍ଥତା ଦର୍ଶାଇ…