Latest Odisha News

BREAKING NEWS

ଆସୁଛି ଧର୍ମ ମାସ କାର୍ତ୍ତିକ, ଆରମ୍ଭ ହେଲାଣି ପ୍ରସ୍ତୁତି

ପୁରୀ: ଆଗକୁ ଆସୁଛି ଧର୍ମ ମାସ କାର୍ତ୍ତିକ ମାସ । ସେଥିପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ମାସରେ ହବିଶ୍ୟାଳି ମାନଙ୍କ ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ  । ସେଥିପାଇଁ ଆଜିଠୁ ଆରମ୍ଭ ହୋଇଛି…

ଲୋନ ଠକେଇ ଅଭିଯୋଗର ଛାନଭିନ ପାଇଁ ‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟରେ ପଶିଲେ ଇଓଡବ୍ଲୁ ଟିମ

ଭୁବନେଶ୍ୱର: ରସୁଲଗଡ ଶିଳ୍ପାଞ୍ଚଳରେ ଥିବା ଦୈନିକ ଖବରକାଗଜ ‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟରେ ପଶିଲେ ଇଓଡବ୍ଲୁ ଟିମ । ଲୋନ ଠକେଇ ଅଭିଯୋଗର ତଦନ୍ତ କରିବା ପାଇଁ  ଇଓଡବ୍ଲୁ ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟରେ ପଶିଥିବା ଜାଣିବାକୁ ମିଳିଛି । ଇଓଡବ୍ଲୁର ଏକ ୧୨ ଜଣିଆ ଟିମ ଆଜି ମଧ୍ୟାହ୍ନ…

ବୈଜ୍ଞାନିକଙ୍କ ତଥ୍ୟ ସଂଗ୍ରହ କରୁଛି ଆଦିତ୍ୟ ଏଲ୍‌-୧, ସୁପର-ଥର୍ମାଲ୍ ଓ ଶକ୍ତିଶାଳୀ ଆୟନ ମାପିବା ଆରମ୍ଭ

ନୂଆଦିଲ୍ଲୀ: ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲା ଆଦିତ୍ୟ ଏଲ୍‌-୧। ସୋସିଆଲ ମିଡିଆଲରେ ସୂଚନା ଜାରି କଲା ଇସ୍ରୋ। ଆଦିତ୍ୟ ଏଲ୍‌-୧ ମିଶନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଭାରତୀୟ ମହାକାଶ ଗବେଷଣା ସଂଗଠନ ସୋସିଆଲ ମିଡିଆରେ ସେୟାର କରିଛି। ସୂଚନା ଅନୁଯାୟୀ, ଆଦିତ୍ୟ ଏଲ୍‌-୧ ବୈଜ୍ଞାନିକ ତଥ୍ୟ…

ଗୋଟିଏ ଯୁବତୀ ପାଇଁ ୪୨ ବର୍ଷ ଧରି ବନ୍ଦ ପଡିଥିଲା ଏହି ରେଳ ଷ୍ଟେସନ !

କୋଲକାତା: ଭାରତୀୟ ରେଳ ଷ୍ଟେସନ ସହିତ ଜଡିତ ଏପରି କିଛି ଆଶ୍ଚର୍ଯ୍ୟ ଘଟଣା ରହିଛି ଯାହାକୁ ଶୁଣି ଲୋକେ ହୁଏତ କମ ବିଶ୍ୱାସ କରିବେ। ଭାରତର ଏପରି ଏକ ରେଳ ଷ୍ଟେସନ ରହିଛି ଯାହା ଦୀର୍ଘ ୪୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ପଡି ରହିଥିଲା। ବନ୍ଦ ହେବା ପଛର କାହାଣୀ ଗୋଟିଏ ଝିଅ ସହିତ ଜଡିତ। ଏହି ରେଳ…

ଆସୁଛନ୍ତି ମା’, ଖିଲି ଖିଲି ହସିଲାଣି କାଶତଣ୍ଡି

ଡେଲାଙ୍ଗ: ଋତୁଚକ୍ର ପରିବର୍ତ୍ତନର ତାଳେତାଳେ ବଦଳିଥାଏ ପ୍ରକୃତିର ଚିତ୍ର । ଶରତର ଆଗମନରେ ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ ତା’ର ପସରା ମେଲିଥାଏ କାଶତଣ୍ଡି । ପ୍ରକୃତିର ଏଇ ଅମୂଲ୍ୟ ଉପହାର ଦେଖାଦିଏ ବିଲମାଳ, ରାସ୍ତାକଡ, ନଈପଠା ଓ ଖାଲୁଅ ଜମିରେ । ନୀଳ ଆକାଶର ତଳେ ହସୁଥାଏ ଶୁଭ୍ର…

ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ

ଏସିଆ କପ କ୍ରିକେଟ ମାଧ୍ୟମରେ ଭାରତୀୟ ଦଳ ଧିରେ ଧିରେ ବିଶ୍ୱକପ ପାଇଁ ଟିମ କମ୍ବିନେଶନ ପ୍ରସ୍ତୁତ କରି ସାରିଛି । ଇଂଲଣ୍ଡ ରଣନୀତିକୁ ଆପଣାଇ ଟିମ ଇଣ୍ଡିଆ ଏଥର ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛି । ଘରୋଇ ପରିବେଶରେ ମିଳିଥିବା ସୁବର୍ଣ୍ଣ ସୁଯୋଗକୁ ଦଳ ହାତଛଡା କରିବା…

ମହିଳାଙ୍କ ଉପରକୁ ଛେପ ପକାଇ ପଳାଇଲେ ନୱାଜ ସରିଫଙ୍କ ଡ୍ରାଇଭର; ଭିଡିଓ ଭାଇରାଲ

ଲଣ୍ଡନ:ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ଏହି ଭାଇରାଲ ଭିଡିଓ କହୁଛି ପାକିସ୍ତାନୀଙ୍କ ବ୍ୟକ୍ତିତ୍ୱକୁ  । ପାକିସ୍ତାନୀଙ୍କ ଆଚାର ବ୍ୟବହାରକୁ । ଭିଡିଓଟି ସୋନିଆଲ ମିଡିଆରେ ଘୂରି ବୁଲୁଛି । ଏପରିକି ପାକିସ୍ତାନୀ ସୋସିଆଲ ମିଡିଆରେ ବି ବେଶ ଚର୍ଚ୍ଚାର ବିଷୟ ହୋଇଛି । ଭିଡିଓରେ…

ଆଉ ନାହିଁ Z+ ଉପରେ ଭରସା, ଏଣିକି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କରିବ ସ୍ୱତନ୍ତ୍ର ସ୍କ୍ୱାଡ୍

ଭୁବନେଶ୍ଵର: ଏଣିକି ଆଉ ନାହିଁ ଜେଡ୍‍ ପ୍ଲସ୍‍ ସୁରକ୍ଷା ଉପରେ ଭରସା । ଏବେଠାରୁ ମୁଖ୍ୟମନ୍ତ୍ରୀଙ୍କ ଲାଗି କାର୍ଯ୍ୟ କରିବ ସ୍ୱତନ୍ତ୍ର ସ୍କ୍ୱାଡ୍‍ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ହେବେ ୯୧ ଜଣ ସ୍ୱତନ୍ତ୍ର ଅଧିକାରୀ । ଅନ୍ତର୍ଘାତୀ କାର୍ଯ୍ୟ, ଆକ୍ରମଣ ତଥା ଦଳ ଭିତରେ ହେଉଥିବା…

ନିଆରା ଢଙ୍ଗରେ ଶିକ୍ଷକଙ୍କ ପ୍ରତିବାଦ: ଶୋଭାଯାତ୍ରାରେ ଗଲେ, ମନ୍ଦିରରେ ଦୀପ ଜାଳିଲେ

ଯାଜପୁର: ପ୍ରାଥମିକ ଶିକ୍ଷକଙ୍କ ନିଆରା ଢଙ୍ଗରେ ପ୍ରତିବାଦ । ଶୋଭାଯାତ୍ରାରେ ଯାଇ ଯାଜପୁର ବିରଜା ମନ୍ଦିରରେ ଦୀପ ଜାଳି ପ୍ରତିବାଦ କଲେ ପ୍ରାଥମିକ ଶିକ୍ଷକ ସଂଘ  । ସୂଚନା ଅନୁସାରେ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ଵାନ କ୍ରମେ ପ୍ରାଥମିକ ଶିକ୍ଷକମାନେ ୩ ଦଫା ଦାବି ନେଇ…

ବିପଦ ସଙ୍କେତ ଉପରେ ନର୍ମଦା ନଦୀ, ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ୧୧ ଘଣ୍ଟା ପାଇଁ ବନ୍ଦ

ମୁମ୍ବାଇ: ନର୍ମଦା ନଦୀ ଏହାର ବିପଦ ସଙ୍କେତଠାରୁ ଅଧିକ ସ୍ତରରେ ଜଳ ପ୍ରବାହିତ ହେଉଛି। ଗୁଜୁରାଟରେ ପ୍ରବଳ ବର୍ଷା ହେବା ଯୋଗୁଁ ବହୁ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ମୁମ୍ବାଇ-ଅହମଦାବାଦ ରେଲୱେ ମାର୍ଗରେ ମଧ୍ୟ ଜଳମଗ୍ନ ହୋଇଛି। ଗୁଜରାଟର ଭାରୁଚ ଏବଂ ଅଙ୍କଲେଶ୍ୱର…