ନବ ଦାସ ହତ୍ୟା ମାମଲା: ଘୁଞ୍ଚିଲା ଗୋପାଳ ଦାସ ଡିସଚାର୍ଜ ପିଟିସନ୍ ଶୁଣାଣି
ଝାରସୁଗୁଡା: ମନ୍ତ୍ରୀ ନବଦାସ ହତ୍ୟା ମାମଲା । ଆସନ୍ତା ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚିଲା ଅଭିଯୁକ୍ତ ଗୋପାଳ ଦାସର ଡିସଚାର୍ଜ ପିଟିସନ୍ ଶୁଣାଣି । ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ଛୁଟିରେ ଥିବାରୁ ଡିସଚାର୍ଜ ପିଟିସନର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ତେବେ ଡିସଚାର୍ଜ…