ଆହ୍ଲାବାଦ ମୁସଲିମ ବିଶ୍ୱବିଦ୍ୟାଳୟରୁ ଜବତ ହେଲା ବୋମା ସମେତ ଦେଶୀ ବନ୍ଧୁକ ଓ ଗୁଳି
ପ୍ରୟାଗରାଜ: ଉତ୍ତରପ୍ରଦେଶ ପୋଲିସ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ମୁସଲିମ ହଷ୍ଟେଲରେ ଚଢ଼ାଉ କରି ଗୋଟିଏ କୋଠରୀରୁ ୩୦ଟି ଅଫୁଟା ବୋମା, ଦୁଇଟି ବନ୍ଧୁକ ଓ ଦୁଇଟି ଜୀବନ୍ତ ଗୁଳି ଜବତ କରିଛି।
ଛାତ୍ରମାନଙ୍କ ମଧ୍ୟରେ ଗଣ୍ଡଗୋଳ ଅଭିଯୋଗ ହୋଇଥିବା ନେଇ ଖବର ପାଇବା ପରେ ପୋଲିସ ହଷ୍ଟେଲ ଭିତରେ ପଶି…