Latest Odisha News

BREAKING NEWS

ଅଗଷ୍ଟ ୮ରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା, ୧୦ରେ ପ୍ରଧାନମନ୍ତ୍ରୀ ରଖିବେ ଜବାବ; ପ୍ରସ୍ତାବକୁ ବିରୋଧ…

ନୂଆଦିଲ୍ଲୀ: ବିରୋଧି ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଅଗଷ୍ଟ ୮ ତାରିଖ ଆଲୋଚନା ଆରମ୍ଭ ହେବ । ଏହା ପରେ ଅଗଷ୍ଟ୯ କିମ୍ବା ୧୦ରେ  ଚର୍ଚ୍ଚା ହେବ । ଅଗଷ୍ଟ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଜବାବ ରଖିବେ । ସଂସଦରେ ବିରୋଧୀ ଦଳର ନୋ-ଟ୍ରଷ୍ଟ ମୋସନ ଆଣିଲେ…

ମଣିପୁର ହିଂସା ମାମଲା: ପୀଡିତାଙ୍କ ବୟାନ ରେକର୍ଡ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଣିପୁର ଭାଇରାଲ ଭିଡିଓ ମାମଲାରେ ଯୌନ ଉତ୍ପୀଡନ ପୀଡିତା ଏବଂ ଉଲଗ୍ନ କରି ବୁଲାଇଥିବା ମହିଳାଙ୍କ ବୟାନ ରେକର୍ଡ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାପୂର୍ବରୁ ମହିଳାଙ୍କ ବିବୃତ୍ତି ରେକର୍ଡ ନ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। କାରଣ…

୨ ଦିନ ଅତିପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ୨ ଦିନ ଅତି ପ୍ରବଳ ବର୍ଷା ହେବ । ଆଜି ପାଇଁ ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ,…

ଦିଲ୍ଲୀରେ ସମ୍ବଲପୁରୀ ଛିଟା: ସମ୍ବଲପୁରୀ ପୋଷାକ ପିନ୍ଧି ଶୁଭେଚ୍ଛା ଜଣାଇଲେ ବିଜେପି ନେତା

ଭୁବନେଶ୍ୱର:ଆଜି ସମ୍ବଲପୁର ଦିବସ । ଖାଲି ସମ୍ବଲପୁର ନୁହେଁ,  ଦିଲ୍ଲୀ ବି ଦେଖିବାକୁ ମିଳିଛି ଆଜି ସମ୍ବଲପୁରୀ ଛିଟା । ଆଜି ତିନି ଜଣ ବରିଷ୍ଠ  ମନ୍ତ୍ରୀଙ୍କୁ ସମ୍ବଲପୁରୀ ପରିଧାନରେ ଦେଖିବାକୁ ମିଳିଛି । ଏହି ତିନି ମନ୍ତ୍ରୀ ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ, ଶିକ୍ଷାମନ୍ତ୍ରୀ…

ଘରେ ରଖିଛନ୍ତି କି ଶଙ୍ଖ ? ତେବେ ଜାଣନ୍ତୁ ଏହାର ମହତ୍ଵ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଘରେ ପ୍ରତିଦିନ ଶଙ୍ଖ ଧ୍ୱନି ଶୁଣାଯାଏ, ତେବେ ଆପଣଙ୍କ ଘରେ ବଡ ପରିବର୍ତ୍ତନ ଦେଖିବାକୁ ମିଳେ। ଦୈନିକ ଦୁଇରୁ ଚାରିଥର ଶଙ୍ଖ ବାଜିବା ଦ୍ୱାରା ଆପଣଙ୍କ ଘର ପରିବେଶ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରହିଥାଏ। ସେଥିପାଇଁ ଘରେ ଶଙ୍ଖ…

ବିଶ୍ୱର ଧନୀ ବ୍ୟକ୍ତିଙ୍କୁ ବଡ ଝଟକା: ଟୁଇଟର ହେଡକ୍ୱାର୍ଟରରୁ ହଟାଇ ଦିଆଗଲା ‘X’ ଲୋଗୋ

ସାନ ଫ୍ରାନସିସ୍କୋ : ପୁଣି ଚର୍ଚ୍ଚାରେ ଟୁଇଟର । ଟୁଇଟର ମାଲିକ ଏଲନ ମସ୍କ କିଛି ଦିନ ଦଳେ ଟୁଇଟରରୁ ଏହାର ଲୋଗୋ ନୀଳ ଚଢେଇକୁ ହଟାଇ X ରଖିଥିଲେ । ଏହା ପରଠାରୁ  କମ୍ପାନୀର ପ୍ରତି ଜାଗାରେ X ଲୋଗୋ ଲଗାଇବା ପାଇଁ ପ୍ରୋସେସିଂ ଜାରି ରହିଥିଲା । ଏହି ପ୍ରୟାସ ଭିତରେ ଟୁଇଟରର ପୂର୍ବ ହେଡ…

ତୁଟିଲା ବନକଲାଗି ନୀତି ବିବାଦ, ଆସନ୍ତା ୯ରେ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆସନ୍ତା ୯ତାରିଖରେ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି। ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ ନୀତି ଥିବାରୁ କାଲି ବନକଲାଗି ହେବନି । ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ନିଆଯାଇଛି । ଖବର ଅନୁଯାୟୀ, ଦୀର୍ଘ ଏକ ମାସ ଧରି…

ସ୍ୱଳ୍ପ ଗଳ୍ପ : ଜଣେ ବନ୍ଧୁକ ବିକ୍ରେତା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୮ ଜଣେ ବନ୍ଧୁକ ବିକ୍ରେତା ଉପରେ ଏମିତିରେ ଅଧିକ କିଛି ଲେଖିବାର ଆବଶ୍ୟକତା ନାହିଁ । ଆଜିକାଲି ଅନେକେ ହାତରେ ଅଥବା ମଥାରେ ଗୋଟିଏ ଗୋଟିଏ ବନ୍ଧୁକ ଧରି ପ୍ରାୟତଃ ଆତଯାତ ହେଉଛନ୍ତି । ଉପଯୁକ୍ତ ଗରାଖ ପାଇଲେ ତାହାକୁ…

ଫିଲ୍ମ ‘ହେ ରାମ୍’ର ଶୁଭ ମହୁରତ

ଭୁବନେଶ୍ଵର: ବିଦିଶା କ୍ରାଫ୍ଟ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ହେ ରାମ୍’ର ଶୁଭମହୁରତ୍ l ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭମହୁରତ୍ ଅନୁଷ୍ଠିତ ହୋଇଯାଇଛି l ଏହି ଶୁଭମହୁରତରେ ବିଦିଶା କ୍ରାଫ୍ଟର ପ୍ରଯୋଜକ ବିଜୟ କାଣ୍ଡୋଇ, ନିର୍ଦେଶକ ବାସୁଦେବ ବରାଡ଼,…

କଲଭର୍ଟ ଭୁଶୁଡି ୫ ମୃତ୍ୟୁ ମାମଲା: ୩ ଯନ୍ତ୍ରୀ ନିଲମ୍ବିତ, ଠିକାଦାରଙ୍କ ନାଁରେ ମାମଲା

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ ଉପରସଜା ଗ୍ରାମରେ କଲଭର୍ଟ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣାରେ ଗ୍ରାମ୍ୟ ନିର୍ମାଣ ବିଭାଗର ତିନି ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ସେମାନେ ହେଲେ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ…