Latest Odisha News

BREAKING NEWS

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆଗକୁ ବଢିବ ଭାରତ; ଗବେଷଣା ପାଇଁ ସ୍ଥାପନା ହେବ ୩ ସେଣ୍ଟର ଫର୍‌ ଏକ୍ସିଲେନ୍ସ

ନୂଆଦିଲ୍ଲୀ: ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ବି ଗୁରୁତ୍ୱ ଦିଆଯାଇଛି।  ସାରା ବିଶ୍ୱରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବହୁତ ଆଗକୁ ଗଲାଣି। ଆମେରିକା ଓ ଅନ୍ୟାନ୍ୟ…

ବଜେଟ ୨୦୨୩-୨୪: ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ବ୍ୟବସ୍ଥା ନାହିଁ। ଏଥିସହ ଅର୍ଥମନ୍ତ୍ରୀ ନୂଆ ଟିକସ ବ୍ୟବସ୍ଥାରେ ଛାଡ ସୀମାକୁ ୨.୫ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି କରିଛନ୍ତି। ଅର୍ଥାତ୍ ଯେଉଁମାନଙ୍କର ଆୟ…

ବଜେଟରେ ଅର୍ଥମନ୍ତ୍ରୀଙ୍କ ପ୍ରତିଶ୍ରୁତି: ସବୁ ଗରିବଙ୍କୁ ମିଳିବ ଘର

 ଭୁବନେଶ୍ୱର: କେନ୍ଦ୍ର ବଜେଟକୁ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ମୋଦି ସରକାରଙ୍କ ୨ୟ ପାଳିର ଶେଷ ବଜେଟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟ ଆଗାମୀ ବର୍ଷର ବ୍ଲୁ ପ୍ରିଣ୍ଟ ହେବ ବୋଲି କହିଛନ୍ତି ନିର୍ମଳା । ଅର୍ଥମନ୍ତ୍ରୀ…

ଫିଫା ମହିଳା ବିଶ୍ୱକପ: ଉଦଘାଟନୀ ମ୍ୟାଚର ଭେନ୍ୟୁ ବଦଳିଲା

ମେଲବୋର୍ଣ୍ଣ: ଫିଫା ମହିଳା ବିଶ୍ୱକପର ଉଦଘାଟନୀ ମୁକାବିଲାର ଭେନ୍ୟୁ ବଦଳା ଯାଇଛି । ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ମଧ୍ୟରେ ଏହି ମ୍ୟାଚ ପ୍ରଥମେ ନ୍ୟୁ ଆଲିଏଞ୍ଜ ଷ୍ଟାଡିୟମରେ ଖେଳାଯିବା ପାଇଁ ସ୍ଥିର ହୋଇଥିଲା । ଏହାର ଦର୍ଶକ କ୍ଷମତା ୪୨,୫୦୦ ଥିଲେ ମଧ୍ୟ ଏହି ମ୍ୟାଚ ପ୍ରତି ଫୁଟବଲପ୍ରେମୀଙ୍କ…

ବଜେଟ ୨୦୨୩-୨୪: କଣ ମହଙ୍ଗା ହେବ, କଣ ଶସ୍ତା ହେବ

ନୂଆଦିଲ୍ଲୀ: ମୋଦୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରୁଛନ୍ତି। ତେବେ ଚଳିତ ଆର୍ଥିକ ବର୍ଷରେ କଣ ମହଙ୍ଗା ହେବ ଏବଂ କଣ ଶସ୍ତା ହେବ ସେ ନେଇ ସଂସଦରେ ବଜେଟ ଉପସ୍ଥାପନ ବେଳେ କହିଛନ୍ତି…

ବେଲ୍ ଟଙ୍କା ଦେଇ ନ ପାରି ସଜା କାଟୁଥିବା ଗରିବ କଏଦୀଙ୍କୁ ଆର୍ଥିକ ସହଯୋଗ ଦେବେ ସରକାର: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଜେଲ୍‌ରେ ସଜା କାଟୁଥିବା ଗରିବ କଏଦୀମାନଙ୍କୁ ସରକାରୀ ସହାୟତା କଥା କହିଛନ୍ତି। ବେଲ୍ ନ ପାଇ ହଇରାଣ ହେଉଥିବା କଏଦୀମାନଙ୍କୁ ସରକାର ସହାୟତା ଯୋଗାଇ ଦେବେ। ଏନେଇ ମନ୍ତ୍ରୀ…

ବଜେଟ୍‌ ୨୩-୨୪: ୧୦ମ ସ୍ଥାନରୁ ଉଠି ବିଶ୍ୱର ୫ମ ବୃହତ ଅର୍ଥନୀତିର ଦେଶ ହୋଇଛି ଭାରତ, ୨ଗୁଣା ବଢ଼ିଛି ମୁଣ୍ଡପିଛା ଆୟ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ର ଆରମ୍ଭ ଭାଷଣରେ ଅର୍ଥମନ୍ତ୍ରୀ ଦେଶର ଆର୍ଥିକ ପରିସ୍ଥିତିକୁ ପ୍ରଶଂସା କରିଛନ୍ତି। ମୋଦୀ ସରକାରରେ ଗତ ୯ ବର୍ଷରେ ଭାରତର ଅର୍ଥନୀତି ୧୦ମ ସ୍ଥାନରୁ ଉଠି ୫ମ ସ୍ଥାନରେ ପହଞ୍ଚିଛି।…

Live Updates ବଜେଟ ୨୦୨୩ : କ’ଣ ରହିଛି ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ

ନୂଆଦିଲ୍ଲୀ: ଫେବୃଆରୀ ୧  । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିଛନ୍ତି  ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ବଜେଟ ଉପସ୍ଥାପନ ଆରମ୍ଭରୁ ନିର୍ମଳା କହିଛନ୍ତି ଆମର ଆର୍ଥିକ ଏଜେଣ୍ଡା ନାଗରିକଙ୍କୁ ସବୁ କ୍ଷେତ୍ରରେ ସୁବିଧା ଦେବା ପାଇଁ, ବିକାଶ ଏବଂ…

ଆମେରିକା ଭ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିମନ୍ତ୍ରଣ: ରିପୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ। ଖରାଦିନରେ ଦେଶ ବୁଲିଯିବାକୁ ନିମନ୍ତ୍ରଣ ଦେଲେ ରାଷ୍ଟ୍ରପତି ଜୋ ବାଇଡେନ। ଖବର ସରବରାହ ସଂସ୍ଥା ପିଟିଆଇରେ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ…

ବଜେଟ ପୂର୍ବରୁ ଚମକିଲା ସେୟାର ମାର୍କେଟ

ନୂଆଦିଲ୍ଲୀ:  ଆଜି ଫେବୃୟାରୀ ୧  । ସଂସଦରେ ଆଗତ ହେବ ସାଧାରଣ ବଜେଟ । ଏହାର ପ୍ରଭାବ ସେୟାର ମାର୍କେଟ ଉପରେ ବି  ପଡିଛି ।   ଆଜି ସକାଳୁ ସକାଳୁ ସବୁଜ ସଙ୍କେତ ଦେଇ ଖୋଲିଛି ସେୟାର ମାର୍କେଟ । ବୃଦ୍ଧିକୁ ନେଇ  ବୁଧବାର  ସକାଳୁ ଖୋଲିଛି ଭାରତୀୟ ବେଞ୍ଚ ମାର୍କ, ସେନ୍ସେକ୍ସ ଓ ନିଫ୍ଟି  ।…