Latest Odisha News

BREAKING NEWS

ପିକଅପ ଓଲଟି ୧୭ ଗୁରୁତର, ଡ୍ରାଇଭର ଫେରାର

ଭବାନୀପାଟଣା (ରଜନୀକାନ୍ତ ମିଶ୍ର): ପିକଅପ ଓଲଟି ୧୭ ଗୁରୁତର। ଜୁନାଗଡ଼ ଥାନା ଅନ୍ତର୍ଗତ ମୁଣ୍ଡରାଗୁଡା ଛକ ନିକଟରେ ଆଜି ସଂଧ୍ୟାରେ ଏକ ପିକଅପ ଗାଡି ଓଲଟି ପଡିବାରୁ ଦୁର୍ଘଟଣା ଘଟିଛି। ପିକଅପରେ ଥିବା ୧୭ ଜଣ ଯାତ୍ରୀ ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତରଙ୍କ…

ଧର୍ମାନ୍ତରୀକରଣ ଆଇନକୁ ବିରୋଧ କରି ହୋଇଥିବା ଆବେଦର ଶୁଣାଣି ଫେବ୍ରୁଆରୀ ୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ଧର୍ମାନ୍ତରୀକରଣ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଫେବ୍ରୁଆରୀ ୩କୁ ଘୁଞ୍ଚାଇଲେ କୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଆଜି ମାମଲାରେ ମତ ରଖିଥିଲେ।  ଧର୍ମାନ୍ତରୀକରଣ ଆଇନକୁ…

ଦୁର୍ଘଟଣା ପରେ ଟ୍ରକ ସହ ହୁତୁ ହୁତୁ ହୋଇ ଜଳିଗଲେ ଡ୍ରାଇଭର

ଢେଙ୍କାନାଳ (ଆଶୁତୋଷ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନସ୍ଥ ୫୩ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ 12 ଚକିଆ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହାପରେ ଟ୍ରକ ସହ ହୁତୁ ହୁତୁ ହୋଇ ଜଳିଯାଇଛନ୍ତି ଟ୍ରକ ଡ୍ରାଇଭର। ବଡଝରା…

ଏପ୍ରିଲ ପହିଲାରୁ ରାସ୍ତାରେ ଗଡ଼ିବ ନାହିଁ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି: ଗଡକରୀ

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଏପ୍ରିଲ ୧ ରୁ ପନ୍ଦର ବର୍ଷରୁ ଅଧିକ ପୁରୁଣା ହୋଇଥିବା ୯ ଲକ୍ଷ ସରକାରୀ ଗାଡି ରାସ୍ତାରେ ଆଉ ଗଡିବ ନାହିଁ। ଏହି ଗାଡି ସ୍ଥାନରେ ନୂଆ ଗାଡି ଚାଲିବ। ଏହି ଗାଡିଗୁଡିକ କେନ୍ଦ୍ର ଏବଂ ରାଜ୍ୟ ସରକାର, ପରିବହନ…

ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲା: ବିରୋଧୀ ଘେରିବା ପରେ କୋର୍ଟକୁ ସରକାରଙ୍କ ଚିଠି

ଭୁବନେଶ୍ୱର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟକୁ ରାଜ୍ୟ ସରକାର ଏକ ଚିଠି ଲେଖିଛନ୍ତି। ରେଜିଷ୍ଟାରଙ୍କୁ ସରକାର ଚିଠି ଲେଖି ଏହି ମାମଲାର ଚାଲିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ମନିଟରିଂ କରିବାକୁ ନିବେଦନ କରାଯାଇଛି। ତଦନ୍ତର ସ୍ୱଚ୍ଛତା ପାଇଁ ଜଣେ ବିଚାରପତି…

ବିବିସି ଡକ୍ୟୁମେଣ୍ଟାରୀ ବିବାଦ, କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଆଇଏଲ

ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ବିବିସି ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି। ଯେଉଁଥିରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ନେଇ ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହୋଇଛି। କେନ୍ଦ୍ର ସରକାର ଏହି ଡକ୍ୟୁମେଣ୍ଟାରୀ ଉପରେ ରୋକ୍ ଲଗାଇଛି। ହେଲେ ଅନେକ ସ୍ଥାନରେ ବିଜେପି…

ନବ ଦାସଙ୍କୁ ଗୁଳି କରିଥିବା ମାନିଲା ଗୋପାଳ ଦାସ: କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଗୋପାଳ ମାନିଲା ଗୁଳି କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା କଥା ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସ ମାନିଛି । ଏକଥା ଗଣମାଧ୍ୟମକୁ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସୋମବାର ଅପରାହଣରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଗିରଫ…

କିଟ୍‍ ଓ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ୱର: ରଗବୀର ପ୍ରଚାର ଓ ପ୍ରସାର ନିମନ୍ତେ କିଟ୍‍ ଓ କିସ୍‍ ଏବଂ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । କିଟ୍‍ ହେଉଛି ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଯିଏ କି ରଗବୀ ଇଣ୍ଡିଆର ପ୍ରାୟୋଜକ ହୋଇ ପାରିଛି । ପୂର୍ବରୁ ୩ବର୍ଷ ପାଇଁ କିଟ୍‍ ଓ କିସ୍‍ ଏବଂ…

୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶରେ ଭାରତରୁ ୩ ସାମିଲ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପରେ ଭାରତ ଚାମ୍ପିୟନ ହୋଇ ସ୍ୱର୍ଣ୍ଣିମ ଅକ୍ଷରରେ ନିଜ ନାମ ଲିପିବଦ୍ଧ କରିଛି । ସୋମବାର ଆଇସିସି ପକ୍ଷରୁ ଏହି ଟୁର୍ଣ୍ଣାମେଂଟରେ ଶ୍ରେଷ୍ଠ ଏକାଦଶ ଚୟନ କରାଯାଇଛି । ଘୋଷିତ ଦଳରେ ଭାରତ ଅଧିନାୟିକା ଶେଫାଳୀ ବର୍ମା, ଓପନର ଶ୍ୱେତା ସେହେରାୱାତ ଓ…

ଗଣତନ୍ତ୍ର ଦିବସ ପରେଡ୍‌: ଉତ୍ତରାଖଣ୍ଡର ପ୍ରଜ୍ଞାପନୀ ମେଢ଼ ନମ୍ବର ୱାନ୍‌

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପରେଡ୍‌ କରିଥିବା ପ୍ରଜ୍ଞାପନୀ ମେଢ଼ ପାଇଁ ସମ୍ମାନ ଘୋଷଣା ହୋଇଛି। ଉତ୍ତରାଖଣ୍ଡର ପ୍ରଜ୍ଞାପନୀ ମେଢ଼କୁ ଏଥିରେ ପ୍ରଥମ ସ୍ଥାନ ମିଳିଛି। ଏନେଇ ଖୁସୀ ବ୍ୟକ୍ତ କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ସେ ଟ୍ୱିଟ୍‌ କରି…