୪୫ ଜଣ ମେଡିକାଲ ଅଫିସର ଇଏସ୍ଆଇ ହସ୍ପିଟାଲରେ ପାଇଲେ ନିଯୁକ୍ତି, ଗଣାତ୍ମକ ଚିକିତ୍ସା ଉପରେ ନବୀନଙ୍କ ଗୁରୁତ୍ବ
ଭୁବନେଶ୍ୱର: ଲୋକସେବା ଭବନରେ ମଙ୍ଗଳବାର ଅନୁଷ୍ଠିତ ନିଯୁକ୍ତି ପର୍ବରେ ୪୫ ଜଣ ମେଡିକାଲ ଅଫିସର ଇଏସ୍ଆଇ ହସ୍ପିଟାଲ ଓ ଡିସପେନସାରିରେ ଯୋଗ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଗୁଣାତ୍ମକ ଓ ମାଗଣା ସ୍ୱାସ୍ଥ୍ୟସେବା ରାଜ୍ୟର ସ୍ୱାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାର…