Latest Odisha News

BREAKING NEWS

ବିଶ୍ୱ ଶାନ୍ତି ପାଇଁ ସନ୍ଦେଶ ଦେଲା ସାଇମୁନ୍ ୨୦୨୩

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଆୟୋଜିତ ୨ ଦିନିଆ ସମ୍ମିଳନୀ ସାଇମୁନ୍ ୨୦୨୩ ଉଦଯାପିତ ହୋଇଛି । ଉଦଯାପନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସାଇ ଟ୍ରିବୁନର ଉନ୍ମୋଚନ…

କଫି ଦୋକାନ ତଳୁ ମିଳିଲା ଅଦ୍ଭୁତ ଜୀବ: ଯାହାର ରହିଛି ୫୦୦ ଗୋଡ଼ , ବୈଜ୍ଞାନିକମାନେ ଦେଖି ଆଶ୍ଚର୍ଯ୍ୟ

ଲସ୍ ଆଞ୍ଜେଲ୍ସ: ଦୁନିଆରେ ଅନେକ ପ୍ରକାରର ଜୀବ ବାସ କରନ୍ତି । ସାଧାରଣତଃ ବୈଜ୍ଞାନିକମାନେ ଏହି ଜୀବମାନଙ୍କର ପ୍ରଜାତି ଏବଂ ସେମାନଙ୍କର ଗୁଣ ଉପରେ ନଜର ରଖିଥାନ୍ତି । କିନ୍ତୁ ଏହା ସହିତ ବିଶ୍ୱର ବିଭିନ୍ନ ସ୍ଥାନରୁ ଜୀବବିଜ୍ଞାନୀମାନେ ନୂତନ ପ୍ରଜାତିର ଜୀବ ସନ୍ଧାନ କରିବାରେ ନିୟୋଜିତ…

ପ୍ରବଳ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ୨ ଜିଲ୍ଲାର ୧୮ ଗାଁ

ଭୁବନେଶ୍ୱର: ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୮ ଗାଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ କନ୍ଧମାଳ ଓ ଗଜପତି ଜିଲ୍ଲାରେ ୧୮ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି । ଅନେକ ସ୍ଥାନରେ ଧୋଇ ଯାଇଛି ଆପ୍ରୋଚ୍ ରୋଡ୍ । ସୂଚନା ଅନୁସାରେ, ଶୁକ୍ରବାର ଠାରୁ ହେଉଥିବା ଲଗାଣ…

‘ବୱାଲ’ର କିଛି ସିନ୍‌କୁ ନେଇ ଉଠିଲା ବିବାଦ

ମୁମ୍ବାଇ: ନିକଟରେ ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ବରୁଣ ଧୱନଙ୍କ ଅଭିନିତ ଫିଲ୍ମ ‘ବୱାଲ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି । ଏବେ ଏହାର କିଛି ସିନ୍‌କୁ ନେଇ ବିବାଦ ଦେଖାଦେବା ସହ ଆପତ୍ତି ଉଠାଇଛିି ଇସ୍ରାଏଲ ଦୂତାବାସ । ଏହି ଫିଲ୍ମରେ ଉଭୟ ଜାହ୍ନବୀ ଓ ବରୁଣଙ୍କ…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ସ୍କୁଲ୍ ଅଫ୍ ଲ୍ ଉଦଘାଟିତ

ଭୁବନେଶ୍ୱର: ଭାରତର ସର୍ବଶ୍ରେଷ୍ଠ ବେସରକାରୀ ଦକ୍ଷତା ବିଶ୍ୱବିଦ୍ୟାଳୟ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଜଟଣୀ କ୍ୟାମ୍ପସରେ ସ୍କୁଲ୍ ଅଫ୍ ଲ’ ର ଉଦଘାଟନ କରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମ ଆର ଶାହା, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଦୀନେଶ ମହେଶ୍ୱରୀ ଏବଂ ଓଡ଼ିଶାର…

୩୨ ଲକ୍ଷ ଟଙ୍କାର ଚକୋଲେଟ ଚୋରି କରି ନେଲେ ମହିଳା, ଭୋଗିଲେ ୧୮ ମାସ ଜେଲ

ଲଣ୍ଡନ: ସାଧାରଣତଃ ଛୋଟପିଲାଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ଅଧିକାଂଶ ଚକୋଲେଟ ଖାଇବା ବହୁତ ପସନ୍ଦ କରିଥାନ୍ତି । ସେଥିଲାଗି ଯେତେ ଦାମ୍ ହେଲେ ବି ସେମାନେ ଚକୋଲେଟ୍ ଖାଇବା ଛାଡ଼ନ୍ତି ନାହିଁ । ସେହିପରି ଚକୋଲେଟ୍‌କୁ ଏତେ ଭଲ ପାଉଥିବା ଜଣେ ମହିଳା ଏମିତି କିଛି କରି ବସିଛନ୍ତି, ଯାହାକୁ ନେଇ…

କାହା ପ୍ରେମରେ ପଡିଛନ୍ତି ମହିଳା କ୍ରିକେଟର ସ୍ମୃତି ମାନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ଖେଳାଳି ସ୍ମୃତି ମାନ୍ଧାନା ଏବେ ପ୍ରେମରେ ପଡିଛନ୍ତି । ଏବେ ସେ ତାଙ୍କ ବୟଫ୍ରେଣ୍ଡ ସହ ଇଂଲଣ୍ଡରେ ଛୁଟି କାଟୁଛନ୍ତି । ଅବଶ୍ୟ ସ୍ମୃତି ନିଜ ଆଡୁ ଏ ସମ୍ପର୍କରେ କିଛି କହି ନ ଥିଲେ ସୋସିଆଲ ମିଡିଆରେ ଏ ନେଇ ଖବର ପ୍ରକାଶ ପାଇଛି । ତାଙ୍କ…

‘ଇଣ୍ଡିଆ’କୁ ନେଇ ଛାନିଆଁ, ଦେଶର ନାଁ ବଦଳାଇବ ବିଜେପି !

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆକୁ ନେଇ ବିଜେପି ଲଗାତର ବିରୋଧୀଙ୍କ ଉପରେ ଆକ୍ରମଣ ଜାରି ରଖିଛି। ଏଭଳି ସ୍ଥିତିରେ ବିଜେପିର ସାଂସଦ ନରେଶ ବଂଶଲ ଭାରତୀୟ ସମ୍ବିଧାନରୁ ଭାରତର ନାଁ ହଟାଇ ଦେବାକୁ କହିଛନ୍ତି। ଇଣ୍ଡିଆ ନାଁ ଉପନିବେଶବାଦ ଗୋଲାମୀର ପ୍ରତୀକ ହୋଇଥିବାରୁ ଏହାକୁ ସମ୍ବିଧାନରୁ…

ମହାକାଶକୁ ପ୍ରଥମ ଥର ଏକାଠି ଯିବେ ମା-ଝିଅ, ସୃଷ୍ଟି ହେବ ଇତିହାସ

ମହାକାଶ ଜଗତ ଅତ୍ୟନ୍ତ ରୋମାଞ୍ଚକର ଅଟେ । ଯେଉଁମାନେ ଏଥିପ୍ରତି ଆଗ୍ରହୀ, ସେମାନଙ୍କ ପାଇଁ ଏହା ଏକ ସ୍ୱପ୍ନ ପରି ଲାଗିଥାଏ । ଜ୍ୟୋତିଷ୍କ, ତାରା, ମାଧ୍ୟାକର୍ଷଣ ଏବଂ ମହାକାଶରେ ମହାକାଶଚାରୀଙ୍କ ଚାଲିବା ସେମାନଙ୍କୁ ଆକର୍ଷିତ କରିଥାଏ । ସେଠାରେ ଯାହା ଘଟେ, ଏହା ଇତିହାସର ପୃଷ୍ଠାରେ ରେକର୍ଡ…

କଂଗ୍ରେସ ପାଇଁ କଣ୍ଟା ଦଳୀୟ ବିଧାୟକ, ଦେଲେ ଇସ୍ତଫା ଧମକ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ତ୍ରୀ ମାନେ ବିଧାୟକଙ୍କ କଥା ଶୁଣୁ ନ ଥିବାରୁ ବିଧାୟକ ମାନେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଯେଉଁଥିପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ କରାଯିବା ସହ କୌଣସି ସମସ୍ୟା ନ ଥିବା ମୁଖ୍ୟମନ୍ତ୍ରୀ…