ନେହରୁ ସଂଗ୍ରହାଳୟର ନାମ ବଦଳି ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ; ତାତିଲା କଂଗ୍ରେସ
ନୂଆଦିଲ୍ଲୀ:ସ୍ୱାଧୀନତା ଦିବସ ଅବସରରେ ନେହରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ସୋସାଇଟି ନାମରେ ନାମିତ କରାଯାଇଛି । ବିଜେପି ସରକାରର ଏପରି ଉଦ୍ୟମକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ ।
ନେହେରୁ ମେମୋରିଆଲ୍…