ଗୁଗୁଲ୍ ମ୍ୟାପ୍ ଅନୁସରଣ କରି ପୋଖରୀରେ ପଶିଗଲା ଲରି
ତେଲେଙ୍ଗାନା : ଆଜିକାଲି ଅଧିକାଂଶ ଲୋକ ଗୁଗୁଲ ମ୍ୟାପ୍ ଉପରେ ନିର୍ଭର କରୁଛନ୍ତି । କାରଣ ଏବେ ଗୁଗୁଲ୍ ମ୍ୟାପ୍ ସହର ଠାରୁ ଗାଁ ପର୍ଯ୍ୟନ୍ତ ଯେ କୌଣସି ସ୍ଥାନ ଖୋଜିବାରେ ବହୁତ ସାହାଯ୍ୟ କରୁଛି । ତଥାପି, ବେଳେବେଳେ ଗୁଗୁଲ୍ ମ୍ୟାପ ଉପରେ ନିର୍ଭର କରିବା ମଧ୍ୟ ଭୁଲ ପ୍ରମାଣିତ ହୋଇଥାଏ । ଏବେ…