Latest Odisha News

BREAKING NEWS

କଂଗ୍ରେସକୁ ନଡ୍ଡାଙ୍କ ଟାର୍ଗେଟ: ମୋହବ୍ବତର ଦୋକାନ ଖୋଲିଛ ହେଲେ ଧର୍ମ ନାଁରେ ଘୃଣାର ସାମଗ୍ରୀ ବିକୁଛ କାହିଁକି ?

ନୂଆଦିଲ୍ଲୀ:ସନାତନ ଧର୍ମ ବିରୋଧୀ ମନ୍ତବ୍ୟକୁ ନେଇ ବିଜେପି କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟକୁ ସିଧାସଳଖ ଆକ୍ରମଣ କରିଛି । ସେତିକି ନୁହେଁ, ବିଜେପି ଅଭିଯୋଗ ଆଣିଛି ମୁମ୍ବାଇରେ ଇଣ୍ଡିଆ ବୈଠକରେ ରଣନୀତି ପରେ ବିପକ୍ଷ ସନାତନ ଧର୍ମକୁ ନେଇ ବୟାନବାଜି ଆରମ୍ଭ କରିଛନ୍ତି । ଏ ନେଇ ଆଜି ଜେପି…

ସରିଲା ଭିତରକନିକା ଦେଶୀୟ ପକ୍ଷୀ ଗଣନା, ଗତବର୍ଷ ତୁଳନାରେ ୭,୭୯୭ଟି ପକ୍ଷୀ ଅଧିକ

ରାଜନଗର: ଭିତରକନିକାରେ ବଢିଲେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତବର୍ଷ ୨୬ହଜାର ୧୧୮ ଟି ବସାରୁ ୧ଲକ୍ଷ ୨୩ହଜାର ୮୬୭ ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୨୪ହଜାର ୬୬୪ ଟି ବସାରୁ ୧ଲକ୍ଷ ୧୬ହଜାର ୭୦ଟି ପକ୍ଷୀ…

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଶ୍ଚା ଜଣେଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗତକାଲି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଇଣ୍ଡିଆ-ପାକିସ୍ତାନ ମ୍ୟାଚରେ ଇଣ୍ଡିଆ ୨୨୮ରନରେ ବିଜୟ ହାସଲ କରିଥିଲା । ଭାରତୀୟ କ୍ରିକେଟ ଦଳର ବିଜୟ ହାସଲ ପରେ ଆଜି ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ…

ମନମୋହୁଛି ଭଳିକି ଭଳି ହସ୍ତତନ୍ତ : ସନ୍ଧ୍ୟା ହେଲେ ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଲାଗୁଛି ଗହଳି

ଭୁବନେଶ୍ବର:  ଚିକମିକ ଆଲୋକମାଳାରେ ଝଲସୁଛି ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡିଆ  । ସନ୍ଧ୍ୟାରେ ଲାଗୁଛି ପ୍ରବଳ ଲୋକଙ୍କ ଗହଳି  । ବିଭିନ୍ନ ରାଜ୍ୟରୁ ଆସିଥିବା ଘର କରଣା ସାମଗ୍ରୀ ସାଙ୍ଗକୁ ପାରମ୍ପରିକ ଖାଦ୍ୟ ଓ ଦୋଳିର ମଜା ଉଠାଉଛନ୍ତି ଲୋକ  । ଗୋଟିଏ ସ୍ଥାନରେ ଲୋକଙ୍କୁ ମିଳିପାରୁଛି…

କେରଳର ‘ସରକାରା ମନ୍ଦିର’ରେ ପ୍ରତିଷ୍ଠା ହେବ ନାହିଁ ଆରଏସଏସ ଶାଖା, ହାଇକୋର୍ଟଙ୍କ ନିର୍ଦ୍ଦେଶ

ଥିରୁବନନ୍ତପୁରମ: କେରଳସ୍ଥିତ ଥିରୁବନନ୍ତପୁରମ 'ସରକାରା ଦେବୀ ମନ୍ଦିର' ପରିସରରେ ଆରଏସଏସ ଶାଖା ପ୍ରତିଷ୍ଠା ହେବ ନାହିଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। 'ସରକାରା ଦେବୀ ମନ୍ଦିର'ରେ ଆରଏସଏସର ତାଲିମକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଶୁଣାଣି ସମୟରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।…

ଅପେକ୍ଷା କର, ପାକ ଅଧିକୃତ କଶ୍ମୀର ଆପେ ଆପେ ଭାରତରେ ମିଶିଯିବ: ପୂର୍ବତନ ସେନା ଅଧିକାରୀ

ନୂଆଦିଲ୍ଲୀ: ‘ପାକ ଅଧିକୃତ କଶ୍ମୀର ଆପେ ଆପେ ଭାରତରେ ସାମିଲ ହୋଇଯିବ । ଏଥିପାଇଁ ଆପଣଙ୍କୁ ଟିକିଏ ଖାଲି ଅପେକ୍ଷା କରିବାକୁ ପଡିବ ।’ ଏମିତି କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବ ସେନା ମୁଖ୍ୟ ଜେନରାଲ ବିକେ ସିଂହ(ଅବସରପ୍ରାପ୍ତ) ୧ ରାଜସ୍ଥାନରେ ଆୟୋଜିତ ପରିବର୍ତ୍ତନ ସଙ୍କଳ୍ପ…

ପ୍ରସ୍ତୁତ ହେଲା ପ୍ରାଥମିକ ସ୍ତରୀୟ ମହାପ୍ରସାଦ ଦରତାଲିକା, ମାଗଣା ମହାପ୍ରସାଦ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଦାବି

ପୁରୀ: ଶ୍ରୀମନ୍ଦିରର ଆନନ୍ଦବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆନନ୍ଦବଜାର ଶୃଙ୍ଖଳା କମିଟି ଓ ସୁଆର ମହାସୁଆର ନିଯୋଗର ମିଳିତ ଉଦ୍ୟମରେ କରାଯାଇଛି ପ୍ରାଥମିକ ସ୍ତରୀୟ ମହାପ୍ରସାଦ ଦରତାଲିକା । ମହାପ୍ରସାଦ ରନ୍ଧାଯିବା ପରେ ହୋଇଥିବା ଖର୍ଚ୍ଚକୁ…

ସରିଲା ଜି-୨୦ ଶିଖର ସମ୍ମିଳନୀ, ସ୍ୱଦେଶ ଫେରି ପାରୁନାହାନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡ଼ୋ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ବିଶ୍ୱର ୨୦ଟି ଅଗ୍ରଣୀ ନେତାମାନେ ସ୍ୱଦେଶ ଫେରିଛନ୍ତି। କିନ୍ତୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତରେ ଏବେବି ଅଟକି ରହିଛନ୍ତି। ରବିବାର ସମ୍ମିଳନୀ ଶେଷ ହେବା ପରେ ଯେତେବେଳେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ…

ପୁଣି ତେଜିଲା ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ: ପୁଣି ତେଜିଲା ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ଦାବି। ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ସପକ୍ଷରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ସମେତ ସେବାୟତ, ବୁଦ୍ଧିଜୀବୀମାନେ ମତ ରଖିଥିବାବେଳେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ତଥା ଚାରି ଦ୍ଵାରରେ ଭକ୍ତଙ୍କ ପ୍ରବେଶ କଟକଣା ଉଠାଇବା ପାଇଁ ଆଜି…

ନୂତନ ସଂସଦ ଭବନ ପାଇଁ ନୂଆ ଡ୍ରେସ୍ କୋଡ୍, ବିଭିନ୍ନ ପୋଷାକରେ ନଜର ଆସିବେ କର୍ମଚାରୀ

ନୂଆଦିଲ୍ଲୀ: ଏଣିକି ନୂତନ ସଂସଦରେ କର୍ମଚାରୀମାନେ ପାଇବେ ନୂଆ ୟୁନିଫର୍ମ। ସେପ୍ଟେମ୍ବର ୧୯ ତାରିଖ ଦିନ ନୂତନ ସଂସଦ ଗୃହରେ ଗଣେଷ ଚତୁର୍ଥୀ ପୂଜା ହେବା ସହ ଗୃହ ପ୍ରବେଶ କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୧୮ ତାରିଖ ଦିନ ପୁରୁଣା ସଂସଦରେ ଏନେଇ ଏକ ବୈଠକ ହେବ। ଏହି ଦିନେ ପୁରୁଣା ସଂସଦର…