କବିତା : ଅଚିହ୍ନା ଲାଗୁଛି
ବିନୋଦିନୀ ଦାଶ
ଦୁନିଆର ଗତି ବଦଳି ଯାଇଛି
ଚିହ୍ନା ମୁହଁସବୁ ଅଚିହ୍ନା ଲାଗୁଛି
ଚିହ୍ନନ୍ତି କେବଳ ନିଜର ସ୍ବାର୍ଥକୁ
ଚଢ଼ି ତା' ଉପରେ ଉର୍ଦ୍ଧ୍ବେ ଉଠିବାକୁ ।
ଏପରି ମାନବ ସମ୍ପର୍କର ମଧୁ
ଚାଖିବ କେମିତି ତା' ଅନ୍ତର ମଧ୍ୟୁ
ସେ ପରା ମୁଁ ମୋ ଭିତରେ ଆବଦ୍ଧ
ହୃଦୟ କୋଠରି କପଟରେ…