Latest Odisha News

BREAKING NEWS

ସୁବର୍ଣ୍ଣ କଳସ ଦାନ ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ନାସିକ୍‌ : ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ । ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ସୁବର୍ଣ୍ଣ କଳସ ଦାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହି ସୁବର୍ଣ୍ଣ କଳସଟି ୭ଶହ ଗ୍ରାମର ସୁନା ଓ ୫କେଜି ରୂପାରେ ନିର୍ମିତ ହୋଇଛି  । ଏହି ସୁବର୍ଣ୍ଣ କଳସର ମୂଲ୍ୟ କୋଟିଏ ଟଙ୍କା  ।…

ବ୍ରିଜ୍‌ ତଳକୁ ଖସିଲା ବସ୍‌; ୨ମୃତ, ଅନେକ ଆହତ

ଢେଙ୍କାନାଳ: ଭାରସମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିଲା ବସ୍‌  । ଚାଲିଗଲା ୨ଜଣଙ୍କ ଜୀବନ  ।  ସୂଚନା ଅନୁଯାୟୀ, ୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁବଟି ନିକଟସ୍ଥ ବ୍ରିଜରୁ ଏକ ବସ୍ ଖସିପଡ଼ିଛି । ଫଳରେ ଘଟଣାସ୍ଥଳରେ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଥିବା ଜଣାପଡ଼ିଛି । ମୃତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାର ନୈଋତ କୋଣରେ ମା ବିମଳାଙ୍କ ମନ୍ଦିରରେ ଆମେ ପ୍ରବେଶ କରିଛେ। ଆସନ୍ତୁ ପ୍ରଥମେ ନାଟ ମଣ୍ଡପରେ ଥିବା ୪୪ ଯୋଗିନୀଙ୍କ ଚିତ୍ର ପ୍ରତିମା ସହ ଷୋଡଶ…

ଏବେ ବି କମିନି କଲମର ଆଦର..

ଭୁବନେଶ୍ବର : ଆଜି ହେଉଛି ‘ହାତଲେଖା ଦିବସ’  । ମଣିଷ କମ୍ପ୍ୟୁଟର ଯୁଗରେ ପହଞ୍ଚିଲାଣି, ‘ଇ-ଦସ୍ତଖତ’ର ପ୍ରଚଳନ ହେବା ସତ୍ତ୍ବେ କଲମର ଆଦର କମିନି । ହାତଲେଖା ଦସ୍ତଖତର ଆବଶ୍ୟକତା ସେହିଭଳି ପୂର୍ବବତ୍ ରହୁଛି। ୟୁରୋପୀୟ ଦେଶଗୁଡ଼ିକରେ ବିଦ୍ୟାଳୟସ୍ତରରୁ ଲ୍ୟାପଟପ୍‌ରେ ଛାତ୍ରଛାତ୍ରୀଙ୍କୁ…

ଓଜନ ହ୍ରାସ କରିବ ଭୃସଙ୍ଗ ପତ୍ର…

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଭୃସଙ୍ଗ ପତ୍ର । ଭୃସଙ୍ଗପତ୍ର ପୋଷକ ତତ୍ତ୍ୱରେ ଭରପୁର। ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟର ଅନେକ ଉପକାର ହୋଇଥାଏ। ଭୃସଙ୍ଗପତ୍ରରେ ଆଇରନ, କ୍ୟାଲସିୟମ, ଫସଫରସ, ଭିଟାମିନ ସି ଭଳି ପୋଷକ ତତ୍ତ୍ୱ ରହିଛି। ସାଧାରଣତଃ ଭୃସଙ୍ଗପତ୍ରର ବ୍ୟବହାର ବ୍ୟଞ୍ଜନର ସ୍ୱାଦକୁ…

ଗାଁ ଗାଁରେ କେନ୍ଦ୍ର ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ବିଜେପି

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ କିଭଳି ନିର୍ବାଚନ ଲଢିହ ସେ ନେଇ ଆଲୋଚନା ହୋଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଏକ ଘରୋଇ ହୋଟେଲରେ ଚାଲିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ନେଇ ଆଲୋଚନା ହୋଇଛି। ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ…

ନବୀନଙ୍କ ଗୋଶାଳା ପରିଦର୍ଶନକୁ କଟାକ୍ଷ କଲେ ସାଂସଦ ବସନ୍ତ ପଣ୍ଡା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଉପକଣ୍ଠ ଜାମୁକୋଳିସ୍ଥିତ ବିଏମସିର ଗୋଶାଳା ପରିଦର୍ଶନ କରିଥିଲେ। ଶନିବାର ସେ ବିଏମସରି ଏହି ଗୋଶାଳ ବୁଲିବା ସହିତ ସେଠାରେ ତିନି ଦିନର ଏକ ବାଛୁରୀର ନାମ କ୍ରୀଷ୍ଣା ଦେଇଥିଲେ। ପରେ ଗୋଶାଳର ନାମ ମଧ୍ୟ କ୍ରିଷ୍ଣା ରଖିଛି ବିଏମସି। ତେବେ…

ଅନ୍ୟର ମନ ପଢ଼ିପାରୁଥିବା ବାବା ବାଗେଶ୍ବରଙ୍କୁ ଶଙ୍କରାଚାର୍ଯ୍ୟଙ୍କ ବଡ଼ ଆହ୍ୱାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନ୍ୟକୁ ଦେଖି ମନ ପଢି ପାରୁଛନ୍ତି ଛତିଶଗଡ ରାୟପୁରରେ ବାବା ବାଗେଶ୍ୱର ଓରଫ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ଏହାକୁ ନେଇ ଏବେ ସେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହାରି ଭିତରେ ବଦ୍ରିକାପୀଠେଶ୍ୱର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ…

ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ତୈଳ କମ୍ପାନୀକୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ

ଲକ୍ଷ୍ନୌ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ରବିବାର ଦିନ ତୈଳ କମ୍ପାନୀମାନଙ୍କୁ ତେଲ ଦର ହ୍ରାସ କରିବାକୁ ଏକ ବିଶେଷ ଅନୁରୋଧ କରିଛନ୍ତି। ଉତ୍ତର ପ୍ରଦେଶ ବାରାଣାସୀ ଗସ୍ତରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ତୈଳ…

ଟ୍ରକ ପଛରେ ପିଟିଲା ବାଇକ୍ , ଆରୋହୀ ମୃତ

ରାୟଗଡ଼ା: ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ପଞ୍ଚାୟତର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରକ ପଛରେ ପିଟି ହେଲା ବାଇକ୍ । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ତାଙ୍କ ଘର ବୃନ୍ଦାବାଡ଼ି ଗ୍ରାମର ବୋଲି ଜଣା ପଡ଼ିଛି…