Latest Odisha News

BREAKING NEWS

ଶାହରୁଖ କିଏ ମୁଁ ଜାଣିନି ବୋଲି କହିବା ପରେ ରାତି ୨ଟାରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ଅଭିନେତା

ନୂଆଦିଲ୍ଲୀ: ଆସାମ ଥିଏଟରେ ଲାଗିଥିବା ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନର ପୋଷ୍ଟର ଚିରିବା ଓ ନିଆଁ ଲଗାଇବା ଘଟଣାରେ ଗତକାଲି ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ଶାହରୁଖ ଖାନ୍ କିଏ ମୁଁ ଜାଣିନି। ତାଙ୍କ ଫିଲ୍ମ ବିଷୟରେ ବି ମୋତେ ଜଣା…

କୂଅରେ ପଡ଼ି ନାବାଳକର ମୃତ୍ୟୁ

ଖୋର୍ଦ୍ଧା : ସାଇକେଲ ଚଲାଇବା ବେଳେ ଅଘଟଣ ।କୂଅରେ ପଡ଼ି ନାବାଳକର ମୃତ୍ୟୁ। ଅସାବଧାନତା କାରଣରୁ ନାବାଳକ ଜଣଙ୍କ ସାଇକଲ ସହ ପଡ଼ି ଯାଇଥିଲେ କୂଅରେ । ଏଭଳି ଅଭାବନୀୟ ଘଟଣା ଘଟିଛି ଘଟଣା ଖୋର୍ଦ୍ଧା ଥାନା ପୁବୁସାହି ଓଲସିଂ ଗାଁରେ । ମୃତ ନାବାଳକ ହେଲେ ଦିବ୍ୟଜ୍ୟୋତି ବେହେରା । ସୂଚନା…

ମୋଦୀଙ୍କ ଉପରେ ବିବିସିର ୱେବ୍‌ ସିରିଜ୍: ଶେୟାର ହୋଇଥିବା ୟୁଟ୍ୟୁବ୍ ଭିଡିଓ ଓ ଟ୍ୱିଟର ବ୍ଲକ୍‌ କଲେ ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବ୍ରିଟିସ୍ ମିଡିଆ ବିବିସି କରିଥିବା ୱେବ୍‌ ସିରିଜ୍‌କୁ ଭାରତ ସରକାର ବ୍ଲକ୍‌ କରିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ନେତା ମନ୍ତ୍ରୀ ଓ ଅମଲାମାନେ ଏହାର ତୀବ୍ର ନିନ୍ଦା କରିଛନ୍ତି। ବିବିସି ୟୁଟ୍ୟୁବ୍‌ରେ ଛାଡ଼ିଥିବା ଏହି…

ପ୍ରେସମିଟ୍‌ରେ ଶ୍ରେୟା ମିଶ୍ରଙ୍କ ବଡ଼ ଖୁଲାସା, ବିବାଦରେ ତୃତୀୟ ଲୋକର ସମ୍ପୃକ୍ତି

ଭୁବନେଶ୍ୱର: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପାରିବାରିକ ବିବାଦ ମାମଲା। ସମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ମିଶ୍ର । ପ୍ରେସମିଟରେ ଶ୍ରୀୟା ପୁଣି ଥରେ ପୂର୍ବ କଥା ଦୋହରାଇଛନ୍ତି । କହିଲେ ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା ।…

ଝାରସୁଗୁଡା ଉପକାରାଗାରରେ ପୁଣି ଜଣେ କଏଦୀର ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡା ଉପକାରାଗାରରେ ପୁଣି ଜଣେ କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀର ନାଁ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲି। ଗତକାଲି ଭୋର ୪ଟା ବେଳେ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହାଇଛି ୪୨ ବର୍ଷୀୟ ସୁଶାନ୍ତ। ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରିରେ ୨.୩୦…

ରେସଲର ଆନ୍ଦୋଳନ: କ୍ରୀଡ଼ାମନ୍ତ୍ରାଳୟର ହସ୍ତକ୍ଷେପ ପରେ WFI ଜେନେରାଲ କାଉନ୍‌ସିଲ ବୈଠକ ରଦ୍ଦ

ନୂଆଦିଲ୍ଲୀ: ଜେନେରାଲ କାଉନ୍‌ସିଲ ବୈଠକ ରଦ୍ଦା କଲା ଭାରତୀୟ କୁସ୍ତି ସଂଘ(WFI)।  ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ସହ ଅନ୍ୟାନ୍ୟ ଅଭିଯୋଗ ଲାଗିବା ପରେ ସଂଘ ପକ୍ଷରୁ ଜାନୁଆରୀ ୨୨ ରବିବାର ଜେନେରାଲ୍ କାଉନସିଲ୍ ବୈଠକ ଡକାଯାଇଥିଲା। ଏଥିରେ ସମସ୍ୟା ସମ୍ପର୍କରେ…

ଚୀନରେ ୮୦% ଲୋକ ବର୍ତ୍ତମାନ କରୋନା ସଂକ୍ରମିତ: ଦ୍ୱିତୀୟ ଲହର ଆଶଙ୍କା କମ୍‌ ବୋଲି କହିଲେ ବୈଜ୍ଞାନିକ

ବେଜିଂ: ଚୀନରେ ୮୦ ପ୍ରତିଶତ ଲୋକ ବର୍ତ୍ତମାନ କରୋନା ସଂକ୍ରମିତ। ତେଣୁ ଆସନ୍ତା ଦୁଇ-୩ ମାସ ମଧ୍ୟରେ କରୋନା ସଂକ୍ରମଣ ଭୟାବହତା କ୍ଷୀଣ ଦେଖାଯାଉଛି। ଶନିବାର ଚୀନର ଜଣେ ସରକାରୀ ବୈଜ୍ଞାନିକ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ଏହି ସୂଚନା ଦେଇଛନ୍ତି। ତେବେ ଲୁନାର ନ୍ୟୁ ଇୟର ଚାଲିଥିବାରୁ…

ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆଜି ବିଜେପିର ମାନସ ମନ୍ଥନ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବ । ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ ବସିବାକୁ ଥିବା ବେଳେ ଏଥିରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମାନେ ଉପସ୍ଥିତ ରହିବେ । ଆଗାମୀ ନିର୍ବାଚନରେ ବିଜେପି…

ଆକାଶମାର୍ଗରୁ ବୋମା ବର୍ଷାକଲା ଆମେରିକା: ୩୦ ଆତଙ୍କବାଦୀ ମୃତ

ମୋଗାଦିଶୁ: ଆତଙ୍କବାଦ ସହ ଯୁଝୁଥିବା ସୋମାଲିଆରେ ଆମେରିକାର ଆତଙ୍କବାଦୀ ସଫେଇ ଅଭିଯାନ। ଆକାଶମାର୍ଗରୁ ଆତଙ୍କବାଦୀଙ୍କ ଠିକଣା ଉପରେ ବୋମା ବର୍ଷାଇଲା ଆମେରିକା ସେନା। ଏଥିରେ ଅଲ୍‌ ଶବାବ ଆତଙ୍କବାଦୀ ସଂଗଠନ ୩୦ ଆତଙ୍କବାଦୀଙ୍କୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର(୨୦ ଜାନୁଆରି)…

ମହାପ୍ରଭୁଙ୍କୁ ଦର୍ଶନ କଲେ ପାକିସ୍ତାନରୁ ଆସିଥିବା ଭକ୍ତ

ପୁରୀ: ଓଡିଶା ଆସି ଜଗା ଦର୍ଶନ କଲେ ପାକିସ୍ତାନୀ ହିନ୍ଦୁ। ପାକିସ୍ତାନ କରାଚିରେ ରହୁଥିବା ୪୫ ଜଣ ହିନ୍ଦୁ ପୁରୀ ଆସି ଜଗନ୍ନାଥ ଦର୍ଶନ କରିଛନ୍ତି। ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଏମାନଙ୍କୁ ପୁରୀ ଆସିବାରେ ସହଯୋଗ କରାଯାଇଥିଲା। ଶନିବାର ସନ୍ଧ୍ୟାରେ ଏମାନେ ପୁରୀରେ ପହଞ୍ଚି…