Latest Odisha News

BREAKING NEWS

ଦୀପାଳି ହୋଟେଲରେ ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ, ବୟଫ୍ରେଣ୍ଡକୁ ପୋଲିସର ଜେରା

ଭୁବନେଶ୍ୱର: ରାଜଧାନୀସ୍ଥିତ ଲକ୍ଷ୍ମୀସାଗରରେ ଥିବା ଏକ ହୋଟେଲରେ ଯୁବତୀ ଶୁଭଲକ୍ଷ୍ମୀଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁ ତଥା ବୟଫ୍ରେଣ୍ଡକୁ ପଚରାଉଚରା କରିଛି। ପ୍ରେମ ସମ୍ପର୍କରେ ତିକ୍ତତା ଆସିବାରୁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥାଇପାରନ୍ତି ସନ୍ଦେହ କରି ତଦନ୍ତ…

କ୍ରିକେଟ ନିଶା..ଅକ୍ସିଜେନ ସିଲିଣ୍ଡର ପିଠିରେ ବାନ୍ଧି ଖେଳିଲେ

ନୂଆଦିଲ୍ଲୀ: କ୍ରିକେଟ ପ୍ରତି ଯାହାର ଭଲ ପାଇବା ଅଛି ସେ ସବୁ କିଛି ବାଧା ଅତିକ୍ରମ କରିଯିବ । ଜଣେ ୮୩ ବର୍ଷୀୟ କ୍ରିକେଟରଙ୍କ ପାଖରେ ଏହି ନିଶା ଦେଖିବାକୁ ମିଳିଛି । ଏକ ପ୍ରଦର୍ଶନୀ ମ୍ୟାଚରେ ସ୍କଟଲାଣ୍ଡର ଆଲେକ୍ସ ଷ୍ଟିଲେ ଗ୍ୟାସ ସିଲିଣ୍ଡର ପିଠିରେ ବାନ୍ଧି ପଡିଆକୁ ଓହ୍ଲାଇଥିଲେ । ୱିକେଟ…

ୟୁପିରେ ଅଖିଲେଶ ବାଣ, ସତ ‘ଯୋଗୀ’ ହୁଅନ୍ତୁ, ମଣିପୁର ପ୍ରସଙ୍ଗରେ କୁହନ୍ତୁ

ଭୁବନେଶ୍ୱର: ମଣିପୁରକୁ ନେଇ ଉତ୍ତରପ୍ରଦେଶରେ ଲଢେଇ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଅଖିଲେଶ ଯାଦବ ବିଧାନସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଗୃହରେ ନିନ୍ଦା ପ୍ରସ୍ତାବ ଆଗତ ପାଇଁ ଦାବି କରିଥିଲେ। ସାରା ଦେଶରେ ଏ…

ଇଲେକ୍ଟ୍ରି ମିଟର ରିଡିଂ ପାଇଁ ଆସିଥିବା ଯୁବକ ହତ୍ୟାର ଶିକାର, ଘର ମାଲିକ ଫେରାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁପଟି ଗାଁରେ ବିଦ୍ୟୁତ୍ ମିଟର ରିଡିଂଙ୍କୁ ନେଇ ଜଣେ ଯୁବକ ଅତି ନିର୍ମମ ଭାବେ ହତ୍ୟାର ଶିକାର ହୋଇଛି। ଏହି ଲୋମହର୍ଷଣକାରୀ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ, ମିଟର ରିଡିଂ କରିବାକୁ ଯବକ ଜଣଙ୍କ…

ଯୌନ ନିର୍ଯାତନା ମାମଲାରେ ମହିଳା ଥାନାରେ ହାଜର ସୌରିନ, କହିଲେ ଅଭିଯୋଗର ସତ୍ୟତା ନାହିଁ

କଟକ: ଯୌନ ନିର୍ଯାତନା ସହିତ ଠକେଇ କରିଥିବା ଅଭିଯୋଗର ସମ୍ମୁଖୀନ ହୋଇଥିବା କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଶେଷରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ଏହି ପ୍ରସଙ୍ଗରେ ନିରବତା ବଜାୟ ରଖିଥିବା ସୌରିନ୍ ଭଟ୍ଟ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସମସ୍ତ ଅଭିଯୋଗ ମିଥ୍ୟା। ସଂପୃକ୍ତ…

ଡବ୍ଲ୍ୟୁଏଫଆଇ ନିର୍ବାଚନ: ପ୍ରକାଶିତ ହେଲା ଚୂଡାନ୍ତ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ଅଗଷ୍ଟ ୧୨ ତାରିଖରେ ହେବ । ଏଥିନେଇ ସୋମବାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପୂର୍ବତନ ରେସଲର କର୍ତାର ସିଂଙ୍କ ସମେତ ୪ ଉପସଭାପତି ଓ ୫ ପ୍ରାର୍ଥୀଙ୍କ ନାମ ରହିଛି । କର୍ତାର ୧୯୭୮ ଓ ୧୯୮୬ ଏସିଆନ ଗେମ୍ସରେ ଭାରତ ପାଇଁ…

ଚନ୍ଦନେଶ୍ବର ୟୁନିଅନ ବ୍ୟାଙ୍କ ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ, ଜବତ ହେଲା ୪୯ ଲକ୍ଷ ଟଙ୍କାର ସୁନା

ବାଲେଶ୍ୱର: ଗତ ଏପ୍ରିଲ ୨୬ ତାରିଖରେ ଚନ୍ଦନେଶ୍ୱରସ୍ଥିତ ୟୁନିୟନ ବ୍ୟାଙ୍କରେ ଘଟିଥିବା ଡକାୟତି ଘଟଣାରେ ବାଲେଶ୍ୱର ପୁଲିସକୁ ସଫଳତା ମିଳିଛି। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରୁ ମାଷ୍ଟର ମାଇଣ୍ଡକୁ ପୁଲିସ ଗିରଫ କରିଛି। ବାଲେଶ୍ୱର ଏସପି ସାଗରିକା ନାଥ କହିଛନ୍ତି ଯେ ବ୍ୟାଙ୍କ ଲୁଟରେ…

ଦିଲ୍ଲୀ ସେବା ବିଲକୁ ସମର୍ଥନ କରିବା ଅର୍ଥ ନୁହେଁ, ବିଜେପି ସହ ମେଣ୍ଟ ହେବ: ବିଜେଡି ସାଂସଦ

ଭୁବନେଶ୍ୱର: ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍କୁ ସମର୍ଥନ କରିଛି ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି)। ଦଳ କହିଛି ଯେ ଏହି ବିଲ୍କୁ ସମର୍ଥନ କରିବା ଅର୍ଥ ବିଜେପି ସହ ମେଣ୍ଟ କରିବା ବୋଲି କହିବା ଉଚିତ ନୁହେଁ। ରାଜ୍ୟସଭାରେ ଏହି ବିଲ୍କୁ ସମର୍ଥନ କରି ବିଜେଡିର ରାଜ୍ୟସଭା ସଦସ୍ୟ…

ଜଷ୍ଟିସ ମୁରଲୀଧର ନେଲେ ଅବସର, ମଙ୍ଗଳବାର ଶପଥ ଗ୍ରହଣ କରିବେ ଜଷ୍ଟିସ ତାଳପତ୍ର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ସୋମବାର ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ  ହାଇକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଶୁଭାଶିଷ ତାଳପାତ୍ର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତାକାଲି ସକାଳେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଜଷ୍ଟିସ ତାଳପତ୍ରଙ୍କୁ ପଦ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୀଘ୍ର ମରାମତି ଆବଶ୍ୟକ କରୁଛି: ଏଏସଆଇ

କଟକ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଶୀଘ୍ର ମରାମତି ଆବଶ୍ୟକ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ସୋମବାର ହାଇକୋର୍ଟରେ ଏହା କହିଛି। ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ପୁରୀ ଏଏସ୍ଆଇର ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ଦିବିଷାଦ ଗଡ଼ନାୟକ ସତ୍ୟପାଠ ବାବଦରେ ଉଲ୍ଲେଖ…