ବିଶ୍ୱକପ ପାଇଁ ଚୟନ ହେଲା ଟିମ ଇଣ୍ଡିଆ: କଣ ରହିଛି ପଜିଟିଭ ଓ ନେଗେଟିଭ
ମୁମ୍ବାଇ: ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ କ୍ରିକେଟ ଦଳ ଚୟନ କରାଯାଇଛି । ଟିମର ପଜିଟିଭ ଓ ନେଗେଟିଭ ଦିଗପ୍ରତି ଆସନ୍ତୁ ନଜର ପକାଇବା ।
ପଜିଟିଭ
ଶ୍ରେଷ୍ଠ ଟପ ଅର୍ଡର: ରୋହିତ ଶର୍ମା, ବିରାଟ କୋହଲି ଓ ଶୁଭମନ ଗିଲଙ୍କୁ…