Latest Odisha News

BREAKING NEWS

ଅଜବ ଚାକିରି: ଅଫିସରେ କେବଳ ଖେଳିବେ, ଏଥିଲାଗି ମିଳିବ ମୋଟା ଅଙ୍କର ଦରମା

ନ୍ୟୁୟର୍କ: ଯଦି ଆପଣ ଖେଳିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଇଁ ସର୍ବୋତ୍ତମ ଚାକିରି ରହିଛି । ଏମିତି ଏକ ଅଫିସ ଅଛି, ଯେଉଁଠିକି ଆସି ଆପଣ କେବଳ ଖେଳିବା ସହ ମୋଟା ଅଙ୍କର ସାଲାରି ବି ପାଇବେ । ତାହା ପୁଣି ସପ୍ତାହରେ ଚାରି ଦିନ । ଏପରିକି ଦିନସାରା ଖେଳି ନ ଥିଲେ, କେବଳ ୪ ଘଣ୍ଟା…

ନିଶା ଯୋଗୁ ବର୍ବାଦ ହୋଇଗଲା ଏହି କ୍ରିକେଟରଙ୍କ କ୍ୟାରିୟର

ନୂଆଦିଲ୍ଲୀ: ଧନ ଓ ସମ୍ମାନ ମିଳିଲେ ଅନେକଙ୍କ ମୁଣ୍ଡ ଖରାପ ହୋଇଯାଏ । ସେମାନେ ପଥଭ୍ରଷ୍ଟ ହୋଇଯାନ୍ତି । ଆଉ ଶେଷରେ ଯେଉଁଥିପାଇଁ ସେମାନେ ଚର୍ଚ୍ଚାକୁ ଆସିଥିଲେ ତାହା ବି ତାଙ୍କ ହାତରୁ ପଳେଇ ଯାଇଥାଏ । ଆନ୍ତର୍ଜାତୀୟ କ୍ରିକେଟରେ ଏ ଭଳି କେତେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ପାଖରେ ଦକ୍ଷତାର…

ଗଙ୍ଗାରେ ବୁଡ ପକାଇଲେ ତନୁଶ୍ରୀ, ସମାଲୋଚନାର ଶୀକାର ହେଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବେ ପୁଣି ଚର୍ଚ୍ଚାରେ । ନିକଟରେ ସେ ବାରାଣସିର ପବିିତ୍ର ଗଙ୍ଗାରେ ବୁଡ ପକାଇଥିଲେ । ଏହି ସମୟର ଏକ ଭିଡିଓ ଓ ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏହି ଭିଡ଼ିଓ ଦେଖିବା ପରେ ଲୋକମାନେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି ।…

ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ: ଯାଞ୍ଚ ପାଇଁ ୩ ମହିଳା ଜଜଙ୍କୁ ନେଇ କମିଟି ଗଠନ

ନୂଆଦିଲ୍ଲୀ: ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ଧରଣର ହସ୍ତକ୍ଷେପ  । ମଣିପୁର ହିଂସାକାଣ୍ଡର ଯାଞ୍ଚ କରିବା ପାଇଁ ସୁପ୍ରିମ କୋର୍ଟ ୩ ଜଣ ପୂର୍ବ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ପ୍ରଣୋଦିତ ମଣିପୁରରେ ରିଲିଫ, ଥଇଥାନ  ପ୍ରସଙ୍ଗକୁ ନେଇ…

ଅଜବ ରେଷ୍ଟୁରାଣ୍ଟ: ଯେଉଁଠି ନିଜ ପସନ୍ଦର ମାଛ ଧରନ୍ତି ଗ୍ରାହକ, ସେହି ମାଛ ତାଙ୍କୁ ପରଷା ଯାଏ

ଜାପାନ: ସାଧାରଣତଃ ଅଧିକାଂଶ ଲୋକ ଚିକେନ୍‌, ମଟନ ଅପେକ୍ଷା ମାଛ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେଥିଲାଗି ଦୁନିଆରେ ଅନେକ ରେଷ୍ଟୁରାଣ୍ଟଅଛି, ଯେଉଁଠାରେ ସୁସ୍ୱାଦୁ ମାଛ ଖାଇବାକୁ ମିଳିଥାଏ । କିନ୍ତୁ ଜାପାନରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଗ୍ରାହକ ନିଜେ ମାଛ ଧରନ୍ତି ଓ…

ଭାରତରେ କୋଟିପତିଙ୍କ ସଂଖ୍ୟା ବଢୁଛି

ନୂଆଦିଲ୍ଲୀ: ଭାରତରେ କୋଟିପତିଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂ ଡାଟାରୁ ଏହି ତଥ୍ୟ ସମ୍ମୁଖକୁ ଆସିଛି । କରୋନା ମହାମାରୀ ସମୟରେ ଏହାର ହାର କମିଥିବା ବେଳେ ଏବେ ଏହା ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି । ୨୦୨୨-୨୩ ଆଇଟିଆର ଫାଇଲ…

ରାଜ୍ୟ ଗ୍ରନ୍ଥାଗାରରେ ପାଠକମାନଙ୍କୁ ମାର୍ଗଦର୍ଶନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ବିଦ୍ୟାର୍ଥୀମାନେ ସମ୍ମୁଖିନ ହେଉଥିବା ସମସ୍ୟା ଓ ସେମାନେ ପରୀକ୍ଷା ପ୍ରଶ୍ନପତ୍ରର ଉତ୍ତର ପ୍ରଦାନ କଲାବେଳେ କରୁଥିବା ତ୍ରୁଟିର ଅବତାରଣା କରି ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ମାର୍ଗଦର୍ଶନ ପ୍ରଦାନ କରି ସେମାନଙ୍କୁ ବିଭିନ୍ନ ପ୍ରତିଯୋଗିତା…

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଓଡ଼ିଶା ସଂସ୍କୃତି ସମ୍ପର୍କିତ ଚିତ୍ରକଳା ଶିବିର…

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବନ ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ମଦନପୁର ସ୍ଥିତ ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର…

ଆଗୁଆ ହେବ କି ବିଧାନସଭା ନିର୍ବାଚନ ? ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:କେବେ ହେବ ରାଜ୍ୟ ବିଧାନସଭା ନିର୍ବାଚନ ?  ଆଗୁଆ ହେବ ନା ଲୋକସଭା ନିର୍ବାଚନ ସହ ହେବ ? ୨୦୨୪ ନିର୍ବାଚନକୁ ନେଇ ଏମିତି ଅନେକ ପ୍ରଶ୍ନକୁ ନେଇ ଆଲୋଚନା ଜୋର ଧରିଥିବାବେଳେ  ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ…

ମଧୁବାବୁ ଯୋଜନାରେ ଯୋଡି ହେଲେ ଆଉ ୪ ଲକ୍ଷ ହିତାଧିକାରୀ

ଭୁବନେଶ୍ବର : ବଢିଲା ମଧୁବାବୁ ପେନସନ୍ ଯୋଜନା ପରିସର । ମଧୁବାବୁ ଯୋଜନାରେ ଯୋଡି ହୋଇଛନ୍ତି ଆଉ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ । ବିଶେଷ କରି ବୃଦ୍ଧ, ବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଏହି ଭତ୍ତା ମିଳିବ । ଅଗଷ୍ଟ ୧୫ ତାରିଖରେ ଏଥିରେ ସାମିଲ ଥିବା ନୂଆ…