Latest Odisha News

BREAKING NEWS

ଯୋଡା ଡାକ୍ତର ଶୁଭଶ୍ରୀ ମୃତ୍ୟୁ ଘଟଣା, ଆସିଲା ଭିସେରା ରିପୋର୍ଟ; ୭ ଜଣଙ୍କ ନାଁରେ ଏତଲା

କେନ୍ଦୁଝର: ଯୋଡା ଡାକ୍ତର ଶୁଭଶ୍ରୀ କର ମାମଲାରେ ନୂଆ ଟ୍ବିଷ୍ଟ। ଝିଅର ମୃତ୍ୟର ୨୦ ଦିନ ପରେ ଯୋଡା ଥାନାରେ ଏତଲା ଦେଲେ ମୃତକଙ୍କ ବାପା। ମୋଟ୍ ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା। ସେହିପରି ପୋଲିସ ହାତରେ ଲାଗିଛି ଶୁଭଶ୍ରୀଙ୍କ ଭିସୋରେ ରିପୋର୍ଟ। ଯେଉଁଥିରେ ଅତ୍ୟଧିକ…

ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ସରକାର ପ୍ରୟାସ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପର୍ଯ୍ୟଟନର ହଟସ୍ପଟ ବା କେନ୍ଦ୍ର ହେବ ଓଡ଼ିଶା। ସାରା ବିଶ୍ୱରୁ କିଭଳି ଲୋକମାନେ ପର୍ଯ୍ୟଟନ ପାଇଁ ଓଡ଼ିଶା ଆସିବେ ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରୁଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଏପରି କରି ରାଜ୍ୟ ସରକାର ପୁଞ୍ଜି ନିବେଶ ଉପରେ…

ଭୁବନେଶ୍ୱରରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜଗାର ମେଳାର ତୃତୀୟ ସଂସ୍କରଣର ଶୁଭାରମ୍ଭ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୧୨୮ ଜଣ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ନିଯୁକ୍ତି…

ତେଜୁଛି ବାବୁ-ନେତା କଳି, ବୁକ୍ ସର୍କୁଲାର ୪୭ ଉଲ୍ଲଂଘନ କରୁଛନ୍ତି ପ୍ରଶାସନିକ ଅଧିକାରୀ?

ଭୁବନେଶ୍ୱର: ମାସକ ଭିତରେ ବଲାଙ୍ଗୀରରେ ଦେଖିବାକୁ ମିଳିଛି ବାବୁ-ନେତାଙ୍କ କଳି। ନୂଆବର୍ଷ ଆରମ୍ଭରୁ ତିନି ନିର୍ବାଚିତ ପ୍ରତିନିଧି ଏବଂ ବାବୁଙ୍କ କଳିକୁ ନେଇ ଏବେ ପୁଣିଥରେ ଉଷ୍ମ ହୋଇଛି ରାଜ୍ୟରେ ବାବୁ-ନେତା କଳି। ପ୍ରଥମେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ବଲାଙ୍ଗୀର…

ଓଡ଼ିଶାର ଚାଷୀଙ୍କ ଉପରେ କେସିଆରଙ୍କ ନଜର

ଭୁବନେଶ୍ୱର: ଭାରତ ରାଷ୍ଚ୍ର ସମିତି (ବିଆରଏସ) ଓଡ଼ିଶାରେ ପ୍ରବେଶ କରିବା ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି। ଦକ୍ଷିଣ ଓଡ଼ିଶାର ନେତାଙ୍କୁ ବିଆରଏସ ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଭେଟିବା ପରେ ଏବେ ସାମ୍ନାକୁ ଆସିଛି ଆଉ ରାଜ୍ୟରେ ନବ ନିର୍ମାଣ ସଂଗଠନର ବିଆରଏସ ଲିଙ୍କ୍। ଆଉ…

ଆବାସ ଯୋଜନାରେ ରାଜ୍ୟର ଦାବି ମୁତାବକ ଅଧିକ ଘର ଦେଇଛି କେନ୍ଦ୍ର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକାଶ ପାଇଥିବା ଯୋଗ୍ୟ ହିତିଧିକାରୀ ତାଲିକା ଏବଂ ବଢୁଥିବା ଅସନ୍ତୁଷ୍ଟଙ୍କ ନେଇ ଚେତାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ କହିଛନ୍ତି, ଆବସ ଯୋଜନାରେ ପୂର୍ବ ଅପେକ୍ଷା ଅଧିକ ଘର ଏବଂ ଟଙ୍କା ଦେଇଛନ୍ତି କେନ୍ଦ୍ର ସରକାର। ତେଣୁ…

ଡଟ୍ ଫେଷ୍ଟର ଷଷ୍ଠ ସନ୍ଧ୍ୟା: ଦର୍ଶକଙ୍କୁ ହସାଇ ବେଦମ କଲେ ସୁନିଲ ଗ୍ରୋଭର

ଭୁବନେଶ୍ୱର: ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡ଼ଟ୍ ଫେଷ୍ଟର ଶୁକ୍ରବାର ଥିଲା ଷଷ୍ଠ ଦିନ । ସନ୍ଧ୍ୟା ୭ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖି ପାରିଥିଲା ଭରପୂର ମନୋରଞ୍ଜନ କାର୍ଯ୍ୟକ୍ରମ । ପ୍ରଥମେ ଓଡ଼ିଆ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ମଞ୍ଚକୁ ଆସି…

ବ୍ଲକ ଅଧ୍ୟକ୍ଷାଙ୍କ ଭଣଜାକୁ ଖଣ୍ଡାରେ ହାଣି ହତ୍ୟା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ଭଣଜାକୁ ଛକ ମଝିରେ ନିର୍ମମ ଭାବେ ହତ୍ୟା କରାଯାଇଛି । ସେ ହେଲେ ବ୍ଳକ ଅଧ୍ୟକ୍ଷା ରେଣୁ ଗୌଡ଼ଙ୍କ ଭଣଜା ପଙ୍କଜ ଗୌଡ଼ । ଶୁକ୍ରବାର ସନ୍ଧ୍ୟାରେ ପଙ୍କଜ ତାଙ୍କ ଭାଇ ବିରଞ୍ôଚଙ୍କ ସହ ବେଗୁନିଆପଡ଼ାରୁ ତାଙ୍କ ଘର ଭାବିନିପୁରକୁ ଫେରୁଥିଲେ ।…

ମୋଦୀଙ୍କ ଉପରେ ବିବିସି ରିପୋର୍ଟ: ଗଭୀର ଗବେଷଣା କରି ରିପୋର୍ଟ କରିଛୁ ବୋଲି କହିଲା ମିଡିଆ ହାଉସ୍

ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜୁରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି କରିଥିବା ଏକ ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ଦେଖାଦେଇଛି। ବ୍ରିଟେନ୍‌ ସଂସଦରେ ମଧ୍ୟ ଏହାକୁ ଉଦ୍ଦେଶ୍ୟପ୍ରଣୋଦିତ ରିପୋର୍ଟ କହି ନିନ୍ଦା କରାଯିବ ସହ ଭାରତରେ ମଧ୍ୟ ଏହାକୁ କଡ଼ା ନିନ୍ଦା…

ଶାଶୁ-ବୋହୁର ନୂଆ କାହାଣୀକୁ ନେଇ ଆସୁଛି ନୂଆ ଫିଲ୍ମ ‘କନ୍ୟାଦାନ’

ଭୁବନେଶ୍ୱର: ସାଧାରଣତଃ ଅନେକ ଫିଲ୍ମରେ ଶାଶୁ- ବୋହୂଙ୍କର ଝଗଡ଼ାକୁ ନେଇ କାହାଣୀ ଦେଖିବାକୁ ମିଳେ । କିନ୍ତୁ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଜୀ ସାର୍ଥକ ଫିଲ୍ମସର ନୂଆ ମୁଭିି ଯେଉଁଥିରେ ଶାଶୁ-ବୋହୁ ଭିତରେ ଝଗଡ଼ା ନାହିଁ । ବରଂ କାହାଣୀ ଅନୁସାରେ ଶାଶୁ କିପରି ନିଜ ବୋହୂର କନ୍ୟାଦାନ…