ଆଜି ଭାରତ- ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍, ପ୍ରତ୍ୟାବର୍ତ୍ତନ ଆଶାରେ ଟିମ୍ ଇଣ୍ଡିଆ
ତ୍ରିନିବାଦ: ଆଜି ଭାରତ- ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ । ପ୍ରଥମ ମ୍ୟାଚରେ ୪ ରନରେ ପରାସ୍ତ ହେବା ପରେ ୨ୟ ମ୍ୟାଚ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷରେ ରହିଛି ଟିମ ଇଣ୍ଡିଆ । ସେପଟେ ଘରୋଇ ଦଳ ମଧ୍ୟ ଲଗାତର ୨ୟ ମ୍ୟାଚ ଜିତି ସିରିଜରେ ଆଗେଇବା ଲକ୍ଷରେ ରହିଛି ।
ପ୍ରଥମ ମ୍ୟାଚରେ…