Latest Odisha News

BREAKING NEWS

ଭାଷା ଭାଗବତ : ସରଳ ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୋଟି ଗୋଟି ଅକ୍ଷର ଲେଖି ଶୁଦ୍ଧ, ଅଶୁଦ୍ଧ ଆଗ ଦେଖି ବାରଂବାର ସାରି ଶୋଧନ ପାଠକଂକୁ କରିବା ଦାନ ବହିରେ ଥାଏ ବାସି ଜ୍ଞାନ ମନରେ ରହେ ସଜ ଜ୍ଞାନ ନିଜର ସ୍ମୃତିକୁ ଭରସା କଲେ ଉନ୍ନତ ହୁଏ ଭାଷା ଘରେ ଥାଇ କରି ଅଭ୍ୟାସ…

ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ୍; ୩ ମୃତ, ୨୪ ଆହତ

ରାଞ୍ଚି: ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ୍। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ରହିଛି। ଝାଡ଼ଖଣ୍ଡ ଗିରିଡିହ ଜିଲ୍ଲା ବରାକର୍ ନଦୀରେ ଯାତ୍ରୀବାହୀ ବସ୍ ଖସିଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ରୋଷଶାଳ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ପ୍ରସ୍ତୁତି ହେଉଥିବା ପୃଥିବୀର ବୃହତମ ରୋଷଶାଳ ବିଷୟରେ ଆଲୋଚନା ଜାରି ରହିଛି। ଅବଶ୍ୟ ଅନେକ କହିପାରନ୍ତି ବର୍ତ୍ତମାନ ଅନେକ ଧର୍ମାନୁଷ୍ଠାନରେ ଆହୁରି…

ରଜୌରୀ ଏନ୍‌କାଉଣ୍ଟର; ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲା ଖାୱାସ୍ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ। ଏପର୍ଯ୍ୟନ୍ତ ଆତଙ୍କବାଦୀର ପରିଚୟ ସ୍ପଷ୍ଟ ହୋଇପାରିନାହିଁ। ଅନ୍ୟପଟେ ଖାୱାସ୍ ଅଞ୍ଚଳରେ ଜୋରଦାର ଚାଲିଛି ସର୍ଚ୍ଚ…

୧୨ ବର୍ଷ ପୁରୁଣା ମାମଲାରେ ଦୁଇ ବର୍ଷ ପାଇଁ ଦଣ୍ଡିତ ବିଜେପି ସାଂସଦ, ହରାଇବେ ପଦ!

ଲକ୍ଷ୍ନୌ: ଉତ୍ତରପ୍ରଦେଶରର ବିଜେପି ସାଂସଦ ରାମ ଶଙ୍କର କୋଠରିଆ ଆଗ୍ରା କୋର୍ଟରେ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସାଂସଦ-ବିଧାୟକ କୋର୍ଟରେ ସେ ଧାରା ୧୪୭ ଏବଂ ୩୨୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଜେପି ସାଂସଦ ଗଣ୍ଡଗୋଳ କରି ସାକେଟ ମଲରେ ଥିବା ଟୋରେଣ୍ଟ କମ୍ପାନୀର…

ଦୁଇ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଇଞ୍ଜିନିୟର ଗିରଫ

ନୟାଗଡ: ଭୁବନେଶ୍ୱରରେ ଜଣେ ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ସଫ୍ଟଓ୍ୱୟାର ଇଞ୍ଜିନିୟରଙ୍କୁ ଗିରଫ କରିଛି ସାଇବର ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ରଥଗଡାସାହିର ସିଦ୍ଧାର୍ଥ ପାଣିଗ୍ରାହୀ ଓରଫ ସାଗର କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରୁଛନ୍ତି।…

ପଞ୍ଚାୟତରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଦୁର୍ନୀତି ବିରୋଧରେ ଜନ ଆନ୍ଦୋଳନ ପାଇଁ ଶାହ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟର ପ୍ରତ୍ୟେକ ବୁଥ୍ ସଂଗଠନକୁ ସଶକ୍ତ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ କରିବା ସହ ଗୁରୁମନ୍ତ୍ର ଦେଇଛନ୍ତି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀ…

ହାଟେଲ ଭିତରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର: ଦୀପାଳି ନାମକ ବାର ତଥା ହୋଟେଲର ଏକ ରୁମରୁ ଶନିବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଭଦ୍ରକ ଜିଲ୍ଲା କୁଆବାଗ ଗାଁର ଶୁଭଲକ୍ଷ୍ମୀ ସାହୁ। ଶୁକ୍ରବାର ଭୋର୍ ୩ଟା ୨୦ରେ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏହି ହୋଟେଲରେ ଶୁଭଲକ୍ଷ୍ମୀ ସାହୁ ପ୍ରବେଶ…

ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ ଆଇସିସିର ମୁଣ୍ଡ ବ୍ୟଥାର କାରଣ ସାଜିଛି

କୋଲକାତା: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀ ଆଇସିସି ଓ ବିସିସିଆଇର ମୁଣ୍ଡ ବ୍ୟଥାର କାରଣ ସାଜିଛି । ନବରାତ୍ରୀ ନେଇ ଅହମ୍ମଦାବାଦରେ ହେବାକୁ ଥିବା ଭାରତ-ପାକିସ୍ତାନ ହାଇ ଭୋଲଟେଜ ମ୍ୟାଚର କାର୍ଯ୍ୟସୂଚୀ ପରିବର୍ତନ ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି ।…

ଯାଜପୁର ରୋଡ଼ ଓ ଧାମରା ରେଳ ପଥ ନିର୍ମାଣ ବିଚାର କରାଯିବ: ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଯାଜପୁର ରୋଡ଼ ଓ ଧାମରା ମଧ୍ୟରେ ନୂତନ ରେଳପଥ ନିର୍ମାଣ ପ୍ରକଳ୍ପକୁ ବନ୍ଦର ଭିତ୍ତିକ ଯୋଜନା ମଧ୍ୟରେ ସାମିଲ କରାଯିବାକୁ ବିଚାର କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ପ୍ରାକ୍ତନ…