Latest Odisha News

BREAKING NEWS

ଯାଜପୁର ରୋଡ଼ ଓ ଧାମରା ରେଳ ପଥ ନିର୍ମାଣ ବିଚାର କରାଯିବ: ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଯାଜପୁର ରୋଡ଼ ଓ ଧାମରା ମଧ୍ୟରେ ନୂତନ ରେଳପଥ ନିର୍ମାଣ ପ୍ରକଳ୍ପକୁ ବନ୍ଦର ଭିତ୍ତିକ ଯୋଜନା ମଧ୍ୟରେ ସାମିଲ କରାଯିବାକୁ ବିଚାର କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ପ୍ରାକ୍ତନ…

ରତ୍ନଭଣ୍ଡାର ଖୋଲିବା ସମୟକୁ ନେଇ ଉଠିଲା ପ୍ରଶ୍ନ, ଭକ୍ତଙ୍କୁ ଭୂଆଁ ବୁଲାଇବାକୁ ଚାହୁଁଛନ୍ତି କି ସରକାର?

ପୁରୀ: ଦୀର୍ଘ ୪୫ ବର୍ଷ ପରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାପାଳ ସମର୍ଥ ବର୍ମା ଏହା କହିବା ପରେ ଜଣାପଡିଛି। କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠିଛି କାରଣ ଏହା ସରକାରଙ୍କ ଭୋଟ୍ ବ୍ଯାଙ୍କ ପଲିଟିକ୍ସ ବୋଲି କୁହାଯାଉଛି। କାରଣ ଯେଉଁ ସମୟରେ…

ଓଡିଆ ଘରର କାହାଣୀକୁ ନେଇ ଆସୁଛି ନୂଆ ଫିଲ୍ମ ‘ତୁମ ବିନା’

ଭୁବନେଶ୍ୱର: ବନ୍ଧୁତ୍ୱରୁ ପ୍ରେମ, ପ୍ରେମରୁ ବାହାଘର । ଆଉ ଖୁସିର ସଂସାର ଭିତରେ ଆସିଛି ଗୋଟେ କୁନି ପରି । ମାନେ ନିଶୀଥ ଓ ଦୀପାଳିଙ୍କ ଝିଅଟିଏ ହେବା ପରେ ଘର ଖୁସିରେ ଭରିଯାଇଛି । ହେଲେ ହଠାତ ଆସିଛି ଏକ ଅପ୍ରତ୍ୟାଶିତ ଝଡ଼ , ଯାହା ପୁରା ସଂସାରକୁ ଓଲଟାଇ ଦେଇଛି । ନିଶୀଥ ନିଜର ଚାକିରି…

ବାର୍ଦ୍ଧକ୍ୟ ଉପରେ ବ୍ରେକ୍‌: ୭୫ ବର୍ଷ ବୟସରେ ସୁପର ମଡେଲ୍

ବ୍ରିଟେନ୍‌: ଯଦି ତୁମେ ହୃଦୟରେ ଯୁବକ, ତାହାହେଲେ ଯେକୌଣସି ବୟସରେ ଗ୍ଲାମରସ୍ ଦେଖାଯିବେ । ତା’ପରେ ବୟସ କେବଳ ଏକ ସଂଖ୍ୟା ପାଲଟିଯିବ । ଆଜି ଆମେ ଆପଣଙ୍କୁ ଏପରି ଜଣେ ବୃଦ୍ଧାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ଦେଖିଲେ ଜଣେ ସୁନ୍ଦରୀ ଯୁବତୀ ଭାବିବେ । ବାସ୍ତବରେ ସେ ୭୫ ବର୍ଷରେ ବି…

ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ୍, ୩ ଜଣଙ୍କ ମୃତ୍ୟୁ

ବାରିପଦା: ଶନିବାର ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରକକୁ ପଛରୁ ପିଟିବା ଫଳରେ ବାଇକରେ ଯାଉଥିବା ୩ ଜଣ ଜୀବନ ହାରିଛନ୍ତି । ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର କରଞ୍ଜିଆ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।…

ଡରାଇ ଚାଲିଛି ଡେଙ୍ଗୁ ମଶା: କଟକ ବଡମ୍ବାରେ ଜଣଙ୍କର ମୃତ୍ୟୁ, ଭୁବନେଶ୍ବରରେ ସ୍ଥିତି ଅଣାୟତ!

ଭୁବନେଶ୍ୱର/କଟକ: ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏଭଳି ସ୍ଥିତି ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ୨୪ଟି ଜିଲ୍ଲାରେ ଏହି ରୋଗ ତା'ର ଭୟଙ୍କର ରୂପ ନେଇଛି। ଅଗଷ୍ଟ ୩ ସୁଦ୍ଧା ୧୧୫୪…

ପରିତ୍ୟକ୍ତ ପାଚେରୀର ମୂଲ୍ୟ ୪୧ ଲକ୍ଷ, ଗ୍ରାହକ ତଟସ୍ତ

ୱାଶିଂଟନ: ଆମେ ଦୁନିଆର କେଉଁଠାରେ ରହିଥାଉ ନା କାହିଁକି, ସମସ୍ତେ ସର୍ବଦା ଭଲ ସ୍ଥାନରେ ଘର ଖଣ୍ଡିଏ କରିବାକୁ ଇଛା କରିଥାନ୍ତି । କିଛି ଲୋକ ସେମାନଙ୍କ ବଜେଟ୍ ଅନୁଯାୟୀ ସମ୍ପତ୍ତି କ୍ରୟ କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ସହରର ଏମିତି ଅଞ୍ଚଳରେ ସମ୍ପତ୍ତି କିଣିବାକୁ…

ସିବିଆଇସିର ସଦସ୍ୟ ଭାବେ ନିଯୁକ୍ତ ହେଲେ ସୁରଜିତ୍ ଭୁଜବଳ

ଭୁବନେଶ୍ୱର: କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡର ସଦସ୍ୟ ଭାବେ ଓଡ଼ିଆ ପୁଅ ସୁରଜିତ୍ ଭୁଜବଳଙ୍କୁ ନିଯୁକ୍ତି ମିଳିଛି । କେନ୍ଦ୍ର ସରକାରଙ୍କ ଚିଠି ଅନୁସାରେ, ୧୯୮୯ ବ୍ୟାଚର ଭାରତୀୟ ରାଜସ୍ୱ ଅଧିକାରୀ ସୁରଜିତଙ୍କୁ ସିବିଆଇସି ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ସେ ଏବେ…

ଅନାସ୍ଥା ଭୋଟ୍ ପୂର୍ବରୁ ଶାହ-ନବୀନ ଭେଟ, ବଢିଲା ଇଣ୍ଡିଆ ମେଣ୍ଟର ଚିନ୍ତା

ଭୁବନେଶ୍ୱର: କେବେ ପୋଡା ଟ୍ରାନ୍ସଫର ତ ଆଉ କେତେବେଳେ ଚିଟଫଣ୍ଡ ଭଳି ପ୍ରସଙ୍ଗ ଉଠାଇ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି କହି ଭରା ସଭାରେ ନବୀନ ସରକାରଙ୍କୁ ସମାଲୋଚନା କରିଥିବା ତତ୍କାଳୀନ ବିଜେପି ସଭାପତି ତଥା ଏବେର ଗୃହମନ୍ତ୍ରୀ ଅମିତ ଶାହ ଆଜି ସରକାରୀ କାର୍ଯ୍ୟକ୍ରମ ଜରିଆରେ…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଭୁବନେଶ୍ୱର: ସ୍ତନ୍ୟପାନ ଶିଶୁ ପାଇଁ ସବୁଠାରୁ ଉପକାରୀ । ଏହାର ମହତ୍ୱ ଦର୍ଶାଇବା ନିମନ୍ତେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁରୋଗ ବିଭାଗ ପକ୍ଷରୁ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଇଣ୍ଡିଆନ୍ ଆସୋସିଏସନ୍ ଅଫ୍…