ଜ୍ୱାଳାମୁଖୀରେ ପିଜ୍ଜା ତିଆରି କରି ଖାଇଲେ ଯୁବତୀ
ଗୁଆଟେମାଲା: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳୁଛି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ଗୁଆଟେମାଲାରେ ଜ୍ୱାଳାମୁଖୀ ଆଞ୍ଚରେ ପିଜ୍ଜା ତିଆରି କରି ଖାଇଛନ୍ତି ।
ଆଲେକ୍ଜେଣ୍ଡ୍ରା ବ୍ଲୋଡଗେଟ୍…