୩୭ ବର୍ଷ ପରେ ବିଶ୍ୱନାଥନଙ୍କୁ ହଟେଇ ଗୁକେଶ ହେଲେ ଭାରତର ଏକ ନମ୍ବର ଚେସ ଖେଳାଳି
ନୂଆଦିଲ୍ଲୀ: ୩୭ ବର୍ଷ ପରେ ଭାରତୀୟ ଚେସର ମହାନ ତାରକା ବିଶ୍ୱନାଥନ ଆନନ୍ଦଙ୍କୁ ହଟେଇ ଡୋମାରାଜୁ ଗୁକେଶ ହୋଇଛନ୍ତି ଭାରତର ଏକ ନମ୍ବର ଖେଳାଳି । ପୂର୍ବରୁ ଏହା ହେବ ବୋଲି ଜଣା ପଡୁଥିଲେ ମଧ୍ୟ ଶୁକ୍ରବାର ଫିଡେ ର୍ୟାଙ୍କିଙ୍ଗରେ ଏହା ଅଫିସିଆଲ ଭାବେ ସ୍ପଷ୍ଟ ହୋଇଛି । ଗୁକେଶ ୨୭୫୮ ରେଟିଂ ପଂଏଟ…