ବିଶ୍ୱକପରେ ଖେଳାଳିଙ୍କ ସୁରକ୍ଷା ନେଇ ଆଇସିସିକୁ ଲିଖିତ ଆଶ୍ୱସନା ମାଗିଲା ପିସିବି
ଲାହୋର: ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଗୁରୁବାର ପାକିସ୍ତାନ ସରକାର ଓ ବୋର୍ଡ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲକୁ ଖେଳାଳିମାନଙ୍କ ସୁରକ୍ଷା ନେଇ ଲିଖିତ ଆଶ୍ୱସନା ମାଗିଛି । ନକଆଉଟ ପୂର୍ବରୁ ପାକିସ୍ତାନ ଟିମ ଭାରତରେ ୯ଟି ମ୍ୟାଚ ଖେଳିବ । ପ୍ରଧାନମନ୍ତ୍ରୀ…