Latest Odisha News

BREAKING NEWS

ମୁଁ RSS ଅଫିସ୍‌ ଯାଇପାରିବି ନାହିଁ, ତା ପୂର୍ବରୁ ମୋ ବେକ କାଟିବାକୁ ପଡ଼ିବ: ରାହୁଲ ଗାନ୍ଧୀ

ହୋସିଆରପୁର: ମୁଁ ଆର୍‌ଏସ୍‌ଏସ୍‌ ଅଫିସ୍‌କୁ କେବେ ବି ଯାଇପାରିବି ନାହିଁ। ତା ପୂର୍ବରୁ ଆପଣଙ୍କୁ ମୋ ବେକ କାଟିବାକୁ ପଡ଼ିବ। ଆଜି ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାଇ ଭରୁଣ ଗାନ୍ଧୀଙ୍କର ଭାରତ ଯୋଡ଼ ଯତ୍ରାରେ ସାମିଲ୍ ହେବାର ସମ୍ଭାବନା ନେଇ ପ୍ରଶ୍ନ ଉପରେ ଏପରି କହିଛନ୍ତି…

ମୁଁ ବରୁଣ ଗାନ୍ଧୀଙ୍କ ଆଦର୍ଶକୁ ଗ୍ରହଣ କରିପାରିବି ନାହିଁ: ରାହୁଲ ଗାନ୍ଧୀ

ହୋସିଆରପୁର: କଂଗ୍ରେସର ଭାରତ ଯୋଡ଼ ଯାତ୍ରା ବର୍ତ୍ତମାନ ପଞ୍ଜାବରେ ଜାରି ରହିଛି। ରାହୁଲ ଗାନ୍ଧୀ ରାଜ୍ୟରେ ଯାତ୍ରା କରିବା ସହ ସାମ୍ବାଦିକ ସମ୍ମିଳନୀ କରି ଦଳର ଆଭିମୁଖ୍ୟ ରଖୁଛନ୍ତି। ଆଜି ପଞ୍ଜାବର ହୋସିଆପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ବରୁଣ ଗାନ୍ଧୀଙ୍କୁ ନେଇ ରାହୁଲଙ୍କୁ…

ଇଣ୍ଡିଆନ ଓପନ ବ୍ୟାଡମିଂଟନ: ପ୍ରଥମ ରାଉଣ୍ଡରୁ ବିଦା ହେଲେ ସିନ୍ଧୁ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତ ପାଇଁ ୨ ଥର ଅଲିମ୍ପିକ ପଦକ ଜିତିଥିବା ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦା ନେବା ସମସ୍ତଙ୍କୁ ଚକିତ କରିଛି । ଥାଇଲାଣ୍ଡର ସୁପନିନ୍ଦା କଟେଥାଙ୍ଗେ ୨୧-୧୨, ୨୨-୨୦ରେ ସିନ୍ଧୁଙ୍କୁ ପରାସ୍ତ କରି ଟୁର୍ଣ୍ଣାମେଂଟରେ ବଡ…

ଫିଲ୍ମକୁ ନେଇ ଅଯଥା ଟିପ୍ପଣୀ କରିବାରୁ ଦୂରେଇ ରୁହ: ବିଜେପି ନେତାଙ୍କୁ ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଭିନ୍ନ ଫିଲ୍ମ ଉପରେ ବିଜେପି ନେତାଙ୍କର ବେପରୁଆ ଟିପ୍ପଣୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଭଳି ଅଯଥା ଟିପ୍ପଣୀରୁ ଦୂରେଇ ରହିବାକୁ ସେ ବିଜେପି ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଚାଲିଥିବା ଦୁଇ ଦିନିଆ (୧୬-୧୭)…

ହକି ବିଶ୍ୱକପ: ଜାପାନକୁ ହରାଇଲା ଦକ୍ଷିଣ କୋରିଆ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ହକି ବିଶ୍ୱକପର ଏକ ରୋମାଂଚକ ମୁକାବିଲାରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଛି । ଏହି ବିଶ୍ୱକପରେ କୋରିଆର ଏହା ପ୍ରଥମ ବିଜୟ ହୋଇଥିବା ବେଳେ ଜାପାନ କ୍ରମାଗତ ଦ୍ୱିତୀୟ ପରାଜୟବରଣ କରିଛି । ପ୍ରଥମ କ୍ୱାର୍ଟରରେ…

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଘର ସମାଲୋଚକ ନଥିଲେ: RSS ନେତା

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର(RSS)ର ସମାଲୋଚକ ନଥିଲେ। ବରଂ ସଂଘର ପ୍ରତିଷ୍ଠାତାଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା। ଏଥିପାଇଁ ସଂଘ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଧୁମ୍‌ଧାମରେ ପାଳନ କରେ ବୋଲି ଆର୍‌ଏସ୍‌ଏସ୍‌ର ପୂର୍ବ କ୍ଷେତ୍ର ସଂଘ ଚାଳକ…

ପଦ ଛାଡ଼ିବାର ୩ ମାସ ପରେ କଂଗ୍ରେସ ଛାଡ଼ିଲେ ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ୱର: ଅସନ୍ତୋଷ ବଖାଣି କଂଗ୍ରେସ ପଦରୁ ୩ ମାସ ତଳେ ଇସ୍ତଫା ଦେଇଥିଲେ ସତ୍ୟପ୍ରକାଶ ନାୟକ । ଆଜି ମଙ୍ଗଳବାର ହାତ ଛାଡ଼ିଛନ୍ତି ସତ୍ୟପ୍ରକାଶ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ସତ୍ୟ ପ୍ରକାଶ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ଦେବା ସହ ସତ୍ୟପ୍ରକାଶ ଦଳର…

ସୀମା ନିକଟରେ ୬୦ ହଜାର ମେଗାୱାଟ୍‌ କ୍ଷମତା ସମ୍ପନ୍ନ ଡ୍ୟାମ୍‌  ତିଆରି କରୁଛି ଚୀନ; ଭାରତ ପାଇଁ ଚିନ୍ତା ବଢ଼ିଲା

ବେଜିଂ: ଅରୁଣାଚଳ ଦେଇ ପ୍ରବାହିତ ୟାରଲଙ୍ଗ ସାଙ୍ଗପୋ ନଦୀ(ବ୍ରହ୍ମପୁତ୍ରର ଚୀନ ନାଁ) ଉପରେ ୬୦ ହଜାର ମେଗାୱାଟ୍‌ କ୍ଷମତା ସମ୍ପନ୍ନ ଡ୍ୟାମ୍‌  ତିଆରି କରୁଛି ଚୀନ। ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିପାରେ। କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅରୁଣାଚଳ ନିକଟସ୍ଥ…

ଚୀନରୁ ମିଳିଲା ଅଦ୍ଭୁତ ଜୀବାଶ୍ମ: ଶରୀର ପକ୍ଷୀ ପରି, ମୁଣ୍ଡ ଡାଇନୋସର ସଦୃଶ

ବେଜିଂ: ଯଦି ମଣିଷର ବଂଶଜ ମାଙ୍କଡ ହୁଏ ତେବେ ସମସ୍ତ ପକ୍ଷୀ ଡାଇନୋସର ପରିବାରର କି ? ପ୍ରାଣୀବିଜ୍ଞାନୀ ମାନେ ଏହି ପ୍ରଶ୍ନର ଉତର ଖୋଜୁଛନ୍ତି । ଏହା ମଧ୍ୟରେ ୧୨ କୋଟି ବର୍ଷ ତଳର ଏକ ଜୀବାଶ୍ମ ସେମାନଙ୍କୁ ପୁନର୍ବାର ଚିନ୍ତାରେ ପକାଇ ଦେଇଛି । ଚୀନରେ ମିଳିଥିବା ଏହି ଜୀବାଶ୍ମକୁ ଅନୁଧ୍ୟାନ କଲେ…

ପିଏମ ଆବାସ ଯୋଜନା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ବଣ୍ଟନ କରାଯାଉ ଦାବିରେ ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ । ପିଏମ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରିବାକୁ…