ସମ୍ପର୍କ
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ସମ୍ପର୍କ କେବଳ ରକ୍ତରୁ ହିଁ ସୃଷ୍ଟି ହୁଏ ନାହିଁ । ବିଶ୍ୱାସ ସ୍ନେହ ଶ୍ରଦ୍ଧା ଆଉ ଭରଷାରୁ ସମ୍ପର୍କ । ବେଳେ ବେଳେ ଗୋଟିଏ ଛୋଟ ମଞ୍ଜିରୁ ବିରାଟ ସମ୍ପର୍କର ବୃକ୍ଷଟିଏ ସୃଷ୍ଟି ହୋଇଥାଏ । ଛୋଟିଆ ପିଲାଟି ଅଭାବରେ ପଡି ଅଳ୍ପ ବୟସରେ…