Latest Odisha News

BREAKING NEWS

ସୁଟିଂ ସମୟରେ ଅଭିନେତା ବିଜୟ ଆଣ୍ଟୋନି ଆହତ

ମୁମ୍ବାଇ: ଦକ୍ଷିଣ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ବିଜୟ ଆଣ୍ଟୋନି ଆହତ । ବର୍ତ୍ତମାନ ମାଲେସିଆର ଲାଙ୍ଗକାବି ଦ୍ୱୀପରେ ’ ଚଳଚ୍ଚିତ୍ର ‘ପିଚାଇକ୍କରନ’ର ସିକ୍ୱେଲ ପାଇଁ ଶୁଟିଂ ଚାଲିଛି। ଏହି ସମୟରେ ଏକ ଖରାପ ଖବର ସାମ୍ନାକୁ ଆସିଛି ଯେ ଫିଲ୍ମର ଏକ ଆକ୍ସନ ସିନ୍‌ରେ…

ଜାଗ୍ରତିଙ୍କ ପାଇଁ ଅନୁଭବଙ୍କ ବୈବାହିକ ଜୀବନରେ ଉଠିଛି କି ଝଡ଼ ? ଦେଖନ୍ତୁ କଣ କହିଲେ ଜାଗ୍ରତି ଶୁକ୍ଳା

ଭୁବନେଶ୍ୱର:  କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦରେ ଜାଗ୍ରତି ଶୁକ୍ଳାଙ୍କ ଭୂମିକାକୁ ନେଇ ବେଶ୍ ଚର୍ଚ୍ଚା ହୁଏ । ଏମିତିକି ଅଭିଯୋଗ ହୁଏ ଜାଗ୍ରତିଙ୍କ ପାଇଁ ଅନୁଭବ ଓ ବର୍ଷାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଛି । ଅନେକ ସମୟରେ ଜାଗ୍ରତି ଶୁକ୍ଳା…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଓହରିଲେ ଶ୍ରେୟାସ

ନୂଆଦିଲ୍ଲୀ: ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଗତ ବର୍ଷ ଭାରତ ପାଇଁ ଦିନିକିଆରେ ସର୍ବାଧିକ ରନ ସଂଗ୍ରହ କରିଥିବା ଶ୍ରେୟାସ ଆୟାର ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ପିଠି ସମସ୍ୟା…

ପିନ୍ଧିଛି ଡାଇପର, ଧରିଛି ବନ୍ଧୁକ..ଟ୍ରିଗାର ଉପରେ ଆଙ୍ଗୁଠି

ପିନ୍ଧିଛି ଡାଇପର । ଛିଡା ହେବାବେଳେ ଟଳଟଳ ହେଉଛି । ହେଲେ ହାତରେ ଧରିଛି ଏ କ’ଣ ? ଟିକି ହାତରେ ଏତେ ବଡ ଭୟଙ୍କର ଜିନିଷ ? ହଁ, ଆଜ୍ଞା, ଠିକ ଦେଖିଛନ୍ତି । କୁନି ଛୁଆଟି ହାତରେ ଧରିଛି ବନ୍ଧୁକ । ଆଙ୍ଗୁଠି ପୁଣି ପୁରା ଟ୍ରିଗାର ଉପରେ। ଦେଖିଲେ ତ ଛାତି ଥରି ଯାଉଛି । ପିଲାଙ୍କୁ ଚୁପ…

ମାଉସୀ ଘର ଛାଡ଼ି ଦେବା ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଗଣବଳାତ୍କାର

ଜବଲପୁର: ପୁଣି ସାମ୍ନାକୁ ଆସିଲା ଦୁଷ୍କର୍ମ ଘଟଣା । ୧୨ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ। ଏଭଳି ଘଟଣା ମଧ୍ୟପ୍ରଦେଶ ଜବଲପୁରରେ ଘଟିଛି  । ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।…

ମହିଳାଙ୍କ ଜୀବନ ବଞ୍ଚାଇଲେ ଟ୍ରାଫିକ୍‌ ପୋଲିସ

କଟକ : କଥାରେ ଅଛି ରଖେ ହରି  ତ ମାରେ କିଏ ।   ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ବା ମାରିବ । ଏଇ ଦେଖୁ ନାହାନ୍ତି ଠିକ୍ ସେହି ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଏକ କେନେଷ୍ଟବଳ ଦେବଦୂତ ସାଜି ବଞ୍ଚାଇଲେ ମହିଳାଙ୍କ ଜୀବନ ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ଶାହରୁଖ ଖାନ୍‌ ବିଶ୍ବର ୪ର୍ଥ ଧନୀ ଅଭିନେତା

ନୂଆଦିଲ୍ଲୀ : ବଲିଉଡ୍‌ର ଲୋକପ୍ରିୟ କଳାକାର ଶାହରୁଖ ଖାନ୍‌ ସବୁବେଳେ ଚର୍ଚ୍ଚାରେ ରହନ୍ତି । ଯାହାଦ୍ବାରା ତାଙ୍କର ୪ବର୍ଷ ହେବ କୌଣସି ଫିଲ୍ମ ରିଲିଜ୍‌ ହୋଇ ନ ଥିଲେବି  ତାଙ୍କ ଷ୍ଟାର୍‌ଡମ୍‌ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁସ୍‌, ଜର୍ଜ କ୍ଲୁନି, ଜ୍ୟାକି…

ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ ଲାଇନଚ୍ୟୁତ

କୋରାପୁଟ: ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ ଲାଇନଚ୍ୟୁତ । ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ ଆଜି ଲାଇନଚ୍ୟୁତ ହୋଇଛି। କୋଟାୱାଲସା-ଆରକୁ ଶିବଲିଙ୍ଗପୁରମ୍ ନିକଟରେ ଏହି ଅଘଟଣ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହଠାତ ବଡ ଶବ୍ଦ ହେଲା ଏବଂ ତା ପରେ ଟ୍ରେନଟି…

୯୦୦ ପେଟି ମଦ ଚୋରାଇ ଅୟସ କରୁଥିଲେ, ପହଞ୍ଚିଗଲା ପୋଲିସ

ଭୁବନେଶ୍ୱର:ଏକ ମଦ କମ୍ପାନିର ୯୦୦ ପେଟି ମଦ ହରଣଚାଲ କରିନେଲେ। ୭୫୦ ପେଟି ମଦ ବିକି ଅୟସ କରୁଥିଲେ। ଶେଷରେ ପୁଲିସ ହାତରେ ଧରା ପଡ଼ିଗଲେ। ପରିବହନ ଆଳରେ ଲକ୍ଷ ଲକ୍ଷ ଟଙ୍କାର ମଦ ହରଣଚାଲ କରିଥିବା ଜଣେ ହତ୍ୟା ଅପରାଧୀ ସମେତ ୩ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ସେମାନେ ହେଲେ…

ସାମ୍ବାଦିକ ସମ୍ମିଳନୀରେ କାହିଁକି ଭୋ ଭୋ କାନ୍ଦିଲେ କେନ୍ଦ୍ର ମନ୍ତ୍ରୀ

ପାଟନା: କେନ୍ଦ୍ର ମନ୍ତ୍ରୀ ପ୍ରେସ ମିଟରେ କାନ୍ଦିଲେ । ନିଜ ସାଥୀଙ୍କୁ ମନେ ପକାଇ ଭୋ ଭୋ କାନ୍ଦିଲେ । କାନ୍ଦୁ କାନ୍ଦୁ କଥା କହି ପାରିଲେନି । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ସୋମବାର । କେନ୍ଦ୍ର ମନ୍ତ୍ରୀ ତଥା ବିହାର ବକ୍ସରର ସାଂସଦ ଅଶ୍ୱିନୀ ଚୌବେ ସୋମବାର ମିଡିଆ ସାମ୍ନାରେ…