ଟୋରୋଣ୍ଟୋରେ ଭାରତୀୟ ଦିବସ ପାଳିତ, ମୁଖ୍ୟ ଆକର୍ଷଣ ସାଜିଲା ଓଡିଆ ପିଠାପଣା
ଟୋରୋଣ୍ଟୋ : ପାନୋରମା ଇଣ୍ଡିଆ ଦ୍ୱାରା ଟୋରୋଣ୍ଟୋରେ ପାଳିତ ହୋଇଛି ଭାରତୀୟ ଦିବସ । ଏହି ଅବସରରେ ଏଠାରେ ଭାରତୀୟ ସଂସ୍କୃତି ଓ ନୃତ୍ୟର ଝଲକ ଦେଖିବାକୁ ମିଳିଛି । ୩୦ ରାଜ୍ୟର ପ୍ରାୟ ୧ ହଜାର ଭାରତୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନାଥନ ସ୍କ୍ୱାୟରରେ ବହୁ ଧୁମଧାମ ସହକାରେ…