Latest Odisha News

BREAKING NEWS

ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସିଟ୍ ସଂରକ୍ଷଣ ଦାବି

ଭୁବନେଶ୍ୱର: ନାମଲେଖାରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସିଟ୍ ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏନେଇ ଓଡିଶା ପଛୁଆବର୍ଗ କମିଶନଙ୍କୁ ଦାବିପତ୍ର ଦିଆଯାଇଛି। ରାଜ୍ୟ ଜନସଂଖ୍ୟାର ୫୪ ପ୍ରତିଶତ ପଛୁଆବର୍ଗ ତଥା ଓବିସି ଓ ଏସଇବିସି ଲୋକ ରହିଛନ୍ତି।…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲିଜିୟମ । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି ଅଛନ୍ତି ଏସ୍. ମୁରଲୀଧର । ଜଷ୍ଟିସ ଏସ୍ ମୁରଲୀଧର ଆସନ୍ତା ମାସରେ ଅବସର ନେବେ ।…

ବିଷାକ୍ତ ଗ୍ୟାସ ନେଲା ୧୬ ଜୀବନ

ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ବକ୍ସବର୍ଗ ଉପକଣ୍ଠ ନିକଟରେ ଥିବା ଏକ ବସ୍ତିରେ ଗ୍ୟାସ୍ ଲିକ୍ ହେବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ବେଆଇନ୍ ଖନନ ପାଇଁ ବ୍ୟବହାର ବେଳ ଗ୍ୟାସ୍‌ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି । ପ୍ରଥମେ ଗ୍ୟାସ୍‌ ଲିକ୍‌ ଯୋଗୁ ୨୪ ଜଣଙ୍କ ମୃତ୍ୟୁ…

ରାଜ୍ୟରେ ଆଜିଠୁ ବଢିବ ବର୍ଷା; ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ  । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାରି ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଅତି ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ…

ଆଜି ବାହାରିବ ଯୁକ୍ତ ୨ର ପ୍ରଥମ କଟ୍‌ଅଫ୍ ତାଲିକା, ଅଗଷ୍ଟ ୧ରୁ ପାଠପଢା ଆରମ୍ଭ

ଭୁବନେଶ୍ୱର: ଆଜି ପ୍ରକାଶିତ ହେବ ଯୁକ୍ତ ୨ ନାମଲେଖାର ପ୍ରଥମ କଟ୍ଅଫ୍ ତାଲିକା। ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇବ ମେରିଟ ଲିଷ୍ଟ। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୭ ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ୮ ରୁ ୧୪ ହେବ ସ୍ଲାଇଡ୍‌ ଅପ୍‌…

୫-ଟି ସ୍କୁଲରେ ଉପକରଣ ସ୍ଥିତି ଅନୁଧ୍ୟାନ କରିବ ଓସେପା, ୧୩ ସୁଦ୍ଧା ଦାଖଲ ହେବ ରିପୋର୍ଟ

ଭୁବନେଶ୍ୱର: ୫-ଟି ସ୍କୁଲରେ ଉପକରଣ ସ୍ଥିତି ଅନୁଧ୍ୟାନ କରିବ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ। ଏନେଇ ୩୦ ଜିଲ୍ଲା ପାଇଁ ଗଠନ ହେଲା ଟିମ୍। ଗୁଣାତ୍ମକ ପାଠପଢାକୁ ଧ୍ୟାନରେ ରଖି ସରକାର ହାଇସ୍କୁଲ ରୂପାନ୍ତରଣରେ ୫-ଟି ସ୍କୁଲ କରାଯାଇଛି। ଏଥିରେ ସ୍ମାର୍ଟ କ୍ଲାସରୁମ୍,…

ଭଲ ବିଚାର

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜଣେ ଧନୀ ଲୋକ ଥିଲେ । ସେ ଦାନ ପୂଣ୍ୟ କରୁଥିଲେ । କିନ୍ତୁ ଧନୀକଙ୍କର ଉଦ୍ଦେଶ୍ୟ ଯେମିତି ସମସ୍ତେ କୁହନ୍ତୁ, ମୁଁ ଦାନ ପୂଣ୍ୟ କରୁଛି । ଏହା ଚାରିଆଡେ ପ୍ରଚାର ଓ ପ୍ରସାର ହେଉ । ଦିନେ ଏହାର ସୁଯୋଗ ପାଇ ଧନୀକଟି ଜଣେ ସାଧୁଙ୍କ ସହିତ…

ୟୁଜିସିର ନୂଆ ନିୟମ, ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତିରେ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ। ନିୟମ ପରିବର୍ତ୍ତନ କରିଛି ୟୁନିଭରସିଟି ଗ୍ରାଣ୍ଟ କମିଶନ। କଲେଜରେ ପ୍ରଫେସର ହେବା ପାଇଁ ଆଉ ଏବେ ପିଏଚଡି କରିବାର ଆବଶ୍ୟକ ନାହିଁ। ନୂଆ ନିୟମ ୧…

ଅନୁବାଦ କବିତା : ଗୋଟିଏ ହାତ

ମୂଳ ବଙ୍ଗଳା: ବୁଦ୍ଧଦେବ ବସୁ  ଆକାଶରେ ମେଘ ଭର୍ତ୍ତି ଜନଶୂନ୍ୟ ରାସ୍ତା ଘାଟ ଚାରିଦିଗ ନୀରବ ନିଥର ରାସ୍ତାକଡ ଘର ସବୁ ନିବିଡ ଅନ୍ଧାର ନିଦ୍ରିତ ସହର। ମୋ ଦେହରେ କ୍ଳାନ୍ତି ଭରା ଅସୁମାରି ନିଦ ମୋ ଆଖିରେ ଚାଲିଚାଲି ଫେରୁଛି ଘରକୁ ଲାଗୁଛି ଆସିବ ବର୍ଷା ଖୁବ୍ ଶୀଘ୍ର ପହୁଣ୍ଡ…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦର ଗମନାଗମନ ଚାଲିଛି ଯେଣୁ ପ୍ରତି କ୍ଷଣ କିଏ ଗ୍ରହଣ କରେ କ'ଣ ? ତାହା ତାହାର ଇଚ୍ଛାଧୀନ ପୂରା ଭାଷାକୁ ନିୟଂତ୍ରଣ କରିବା ଚେଷ୍ଟା ଆସ୍ଫାଳନ ଯାହାର ଯେତେ ପ୍ରୟୋଜନ କରଂତି ସେପରି ଲିଖନ ସବୁ ପଦରେ ଖୋଜି ଖୁଣ…