ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନିକ ପୂଜା ବିଧିର ସମ୍ପୂର୍ଣ ତଥ୍ୟ ଜାଣିବା ଅବସରରେ ଆମେ ଜାଣିଲେ ନିତ୍ୟ -ବିଧି ଗୋଟିଏ ସାଧାରଣ ଦିବସ ପାଇଁ ଯାହା ଗୋଟିଏ ବିଶେଷ ଦିବସ ପାଇଁ ତାହା ନୁହେଁ। ସେହିଭଳି…