ବନ ବିଭାଗ ଜାରି କରିଥିବା ସାପ ଉଦ୍ଧାର ଗାଇଡଲାଇନ ତ୍ରୁଟିପୂର୍ଣ୍ଣ ! ସଂଶୋଧନ ପାଇଁ ଦାବି
ଭୁବନେଶ୍ୱର: ଗତ ୯ ଅଗଷ୍ଟ ୨୦୨୩ ତାରିଖରେ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ରାଜ୍ୟରେ ଜନବସତି ମଧ୍ୟକୁ ପଶି ଆସୁଥିବା ସାପ ମାନଙ୍କର ଉଦ୍ଧାର ଓ ଥଇଥାନ ନିମନ୍ତେ ନୂଆ ଗାଇଡଲାଇନ ପ୍ରବର୍ତ୍ତନ କରାଯାଇଛି। ସେହି ଗାଇଡଲାଇନ ଆଭିମୁଖ୍ୟ ଏବଂ ନିୟମାବଳୀ ବିଷୟରେ ରାଜ୍ୟର…