Latest Odisha News

BREAKING NEWS

ଶ୍ରୀ ସମ୍ମେଦ ଶିଖରଜୀ ବିବାଦ: ଝାଡଖଣ୍ଡ ନିଷ୍ପତି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜୈନ ସମ୍ପ୍ରଦାୟର ଧର୍ମପୀଠ ଶ୍ରୀ ସମ୍ମେଦ ଶିଖରଜୀ ବିବାଦରେ କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଝାଡଖଣ୍ଡ ସରକାରଙ୍କ ପର୍ଯ୍ୟଟନସ୍ଥଳର ମାନ୍ୟତା ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ପୂର୍ବରୁ ଝାଡଖଣ୍ଡ ସରକାରଙ୍କ ନିଷ୍ପତିକୁ ବିରୋଧ କରି ଜୈନ…

ଦିଲ୍ଲୀ-ଏନସିଆରରେ ୫.୯ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ଥରିଲା ଦିଲ୍ଲୀ । ଆଜି ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ଝଟକା ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୯ ରହିଛି । କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି ଜଣା ପଡ଼ିଛି । ତେବେ ଭୂମିକମ୍ପରେ କୌଣସି…

ମଦୁରା ଫାଇନାନ୍ସ କମ୍ପାନୀର ୮ ଲକ୍ଷ ଠକେଇ ଘଟଣା:ଗିରଫ ହେଲେ ମ୍ୟାନେଜର

ବ୍ରହ୍ମପୁର: ବ୍ରହ୍ମପୁର ସହର ଗାନ୍ଧୀନଗର ୪ର୍ଥ ଲେନରେ ଥିବା ମଦୁରା ମାଇକ୍ରୋଫାଇନାନ୍ସ କମ୍ପାନୀରେ ୮ ଲକ୍ଷ ଟଙ୍କା ଠକେଇ ଘଟଣାରେ ଏହାର ମ୍ୟାନେଜର ରଶ୍ମୀତା ବେହେରା(୩୫)ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଏହି ଠକେଇ ଘଟଣାରେ ଅନ୍ୟତମ ଅଭିଯୁକ୍ତ ଥିବା ତଥା ବ୍ରହ୍ମପୁର ଶାଖାର କେନ୍ଦ୍ର…

ଅମିତାଭଙ୍କ ନାତିଙ୍କୁ ଡେଟ କରୁଛନ୍ତି କି ଶାହାରୁଖଙ୍କ ଝିଅ !

ମୁମ୍ବାଇ: ଶାହାରୁଖ ଖାଁଙ୍କ ଝିଅ ସୁହାନା ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦା ପରସ୍ପରକୁ ଡେଟ କରୁଥିବା ଖବାର ଏବେ ସବୁଠି ଚର୍ଚ୍ଚା ସାଉଁଟିଛି । କେତେକ ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ କ୍ରିସମାସ ପାର୍ଟିରେ ସୁହାନଙ୍କୁ ଅଗସ୍ତ୍ୟା ଅନ୍ୟମାନଙ୍କ ସହ ପାର୍ଟନର ଭାବେ ପରିଚିତ…

ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ, ଏହି ରାଜ୍ୟ ଉପରେ ଫୋକସ

ନୂଆଦିଲ୍ଲୀ: ଜାନୁଆରୀ ୧୬ ଏବଂ ୧୭ ରେ ନୂଆଦିଲ୍ଲୀରେ ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବ। ବିଜେପିର ଏହି ବୈଠକରେ ଚଳିତ ବର୍ଷ ନଅଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ରଣନୀତି ପ୍ରସ୍ତୁତ କରାଯିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଭୁଲ UPI ଆକାଉଣ୍ଟକୁ ଟଙ୍କା ଯାଇଛି? ଆରବିଆଇ କହିଲା କେମିତି ଫେରସ୍ତ ପାଇବେ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ UPI ମାଧ୍ୟମରେ କାହାକୁ ଅନଲାଇନରେ ଟଙ୍କା ପଠାନ୍ତି କିମ୍ବା QR କୋଡ୍ ସ୍କାନ୍ କରି ଟଙ୍କା ପଠାନ୍ତି ଏବଂ ଯଦି ଟଙ୍କା ଏକ ଭୁଲ ଆକାଉଣ୍ଟକୁ ଯାଏ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଆପଣ Paytm, Google Pay ଏବଂ PhonePe ପରି ସର୍ଭିସର ସାହାଯ୍ୟ…

୨୦୨୪ ଜାନୁଆରୀ ପହିଲାରେ ଉଦଘାଟିତ ହେବ ଅଯୋଧ୍ୟା ରାମ ମନ୍ଦିର: ଅମିତ ଶାହ

ନୂଆଦିଲ୍ଲୀ: ନିର୍ବାଚନ ବର୍ଷରେ ବିଜେପି ପୁଣି ଖେଳିବ ହିନ୍ଦୁତ୍ୱ କାର୍ଡ । ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ସେହିବର୍ଷ ଜାନୁଆରୀ ପହିଲାରେ ଅଯୋଧ୍ୟା ରାମ ମନ୍ଦିରର ଲୋକାର୍ପଣ କରାଯିବ । ଆଜି ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି । ଶାହ…

ହକି ବିଶ୍ୱକପ…ପାଦ ଥାପି ଥାପି ଆସୁଛି: ଭାରତୀୟ ହକି ପ୍ରେମୀଙ୍କ ୪୮ ବର୍ଷର ଅପେକ୍ଷାର ଅନ୍ତ ଘଟିବ

ଭୁବନେଶ୍ୱର: ହକି ବିଶ୍ୱକପର ୧୫ତମ ସଂସ୍କରଣ ୧୩ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଏହା ଓଡିଶାରେ ଖେଳାଯିବ । ଭୁବନେଶ୍ୱର ଓ ରାଉରକେଲାରେ ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଭୁବନେଶ୍ୱର ଦ୍ୱିତୀୟ ଥର ପାଇଁ ଏହି ସୌଭାଗ୍ୟ ଅର୍ଜନ କରିଛି । ୨୦୧୮ରେ ସଫଳତାର ସହ ଏହାକୁ ଆୟୋଜନ କରାଯାଇଥିଲା ।…

ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ୫ ଜଣ ପରାମର୍ଶଦାତା ନିୟୋଜିତ କଲେ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୫ ଜଣ…

ବନ୍ଦେ ଭାରତ ଏକ୍ସପ୍ରେସକୁ ମମତାଙ୍କ କଟାକ୍ଷ, ‘ପୁରୁଣା ଟ୍ରେନରେ ନୂଆ ଇଞ୍ଜିନ’

କୋଲକାତା: ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଶ୍ଚିମବଙ୍ଗରେ ଦ୍ବିତୀୟ ଥର ଲଗାତର ପଥର ମାଡ଼ ହୋଇଛି। ଏହି ଘଟଣା ପରେ ବିରୋଧୀ ବିଜେପି ରାଜ୍ୟରେ ମମତା ସରକାରକୁ ଘେରିଛି। ପରେ ପ୍ରଥମ ଥର ପାଇଁ ମମତା ବାନାର୍ଜୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ବିଜେପି ଅଯଥାରେ ମିଥ୍ୟା ଆରୋପ ଲଗାଉଛି।…