Latest Odisha News

BREAKING NEWS

ପୁରା ଶରୀରରେ ମହିଳା କଲେ ଟାଟୁ: ସ୍କୁଲ, ପବ୍, ପାର୍ଲର ଯିବାକୁ ବାରଣ

ବ୍ରିଟେନ: ଆଜିକାଲି ଯୁବପିଢୀ ଦେହରେ ବିଭି୍‌ନ୍ନ ପ୍ରକାରର ଟାଟୁ କରିବାକୁ ପସନ୍ଦ କରୁଛନ୍ତି । ନିଜ ସଉକକୁ ପୂରଣ କରିବାକୁ ଯାଇ ଜଣେ ଜଣେ ସେମାନଙ୍କ ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିଥାନ୍ତି । ହେଲେ ବ୍ରିଟେନରେ ରହୁଥିବା ଜଣେ ମହିଳା ନିଜ ଦେହରେ ଟାଟୁ କରିଥିବାରୁ ତାଙ୍କୁ ତାଙ୍କ ପିଲାଙ୍କ…

ଘୋଷଣା ହେଲା କାର୍ତ୍ତିକ ଆର୍ଯ୍ୟନଙ୍କ ଅପ୍‌କମିଂ ଫିଲ୍ମ ଟାଇଟଲ୍ ଓ ରିଲିଜ ଡେଟ୍

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀ ଆଜିକାଲି ସେମାନଙ୍କର ଚଳଚ୍ଚିତ୍ର 'ସତ୍ୟପ୍ରେମ କି କଥା' ପାଇଁ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ଜୁନ୍ ୨୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ୫ ଦିନରେ ମୋଟ ୪୨.୫୦ କୋଟି ଟଙ୍କା ସଂଗ୍ରହ କରିଛି। ପ୍ରାୟ ୬୦ କୋଟି ବଜେଟରେ…

ବିଜେପର ମିଶନ ୨୦୨୪: ଅଧ୍ୟକ୍ଷ ବଦଳାଇ କ’ଣ ହାସଲ କରିବାକୁ ଚାହୁଁଛି ଦଳ ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ବଡ ଧରଣର ଅଦଳବଦଳ । ସଂଗଠନକୁ ମଜବୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ୪ଟି ରାଜ୍ୟରେ ଦଳ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଏହି ରାଜ୍ୟ ଗୁଡିକ ହେଲା ପଞ୍ଜାବ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା । ହେଲେ…

ମହିଳାଙ୍କ ପେଟରେ ତାଲିବାନି ନାତ; ଆଫଗାନିସ୍ତାନରେ ବନ୍ଦ ହେବ ବିଉଟି ପାର୍ଲର

କାବୁଲ:ଆଫଗାନିସ୍ତାନରେ ଦିନକୁ ଦିନ ତାଲିବାନି ଶାସନର ନିର୍ଯାତନା ବଢୁଛି । ବିଶେଷକରି ତାଲିବାନି ଶାସନରେ ମହିଳାମାନଙ୍କ ଜୀବନ ଦୁର୍ବିସହ ହୋଇ ପଡୁଛି । ମହିଳାମାନଙ୍କ ପ୍ରତି ତାଲିବାନି ଶାସକ କଠୋର ମନୋବୃତ୍ତିକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି । ଏବେ ତାଲିବାନି ଶାସନର  ଆଉ ଏକ…

ଖରାପ ରକ୍ତ ସଞ୍ଚାଳନ ଯୋଗୁଁ ହୋଇପାରେ ବିପଦ, ଲକ୍ଷଣ ଜାଣି ହୋଇଯାଆନ୍ତୁ ସତର୍କ

ଶରୀରରେ ଠିକ୍ ଭାବରେ ରକ୍ତ ସଞ୍ଚାଳନ ନହେଲେ ମସ୍ତିଷ୍କ, ଲିଭର୍‌, ହାର୍ଟ, କିଡ୍‌ନୀ ଓ ଅନ୍ୟ ଅଙ୍ଗ ଉପରେ କୁପ୍ରଭାବ ପଡ଼ିଥାଏ। ସେହିଭଳି ଠିକ୍ ରକ୍ତ ସଞ୍ଚାଳନ ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖିଥାଏ। ଏହା ଠିକ୍‌ ଭାବରେ ନହେଲେ ଶରୀର ତାପମାତ୍ରା ହ୍ରାସ ପାଏ। ଖରାପ ରକ୍ତ ସଞ୍ଚାଳନ ଯୋଗୁଁ…

ଆବର୍ଜନା ଦେଲା ରୋଜଗାର; ମାସିକ ଆୟ ୫ଲକ୍ଷ

ବାରାଣସୀ : ବାରାଣସୀର ଶିଖା ଶାହା । ବି ଟେକ ପରେ ଭଲ ଦରମାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କରୁଥିଲେ କାମ । ହେଲେ ଚାକିରୀ ତାଙ୍କୁ ଦେଇ ପାରିନଥିଲା ଆତ୍ମତୃପ୍ତି । ଦିଲ୍ଲୀରୁ ପରିବେଶ ବିଜ୍ଞାନରେ ସ୍ନାତକ ହାସଲ କରିବା ପରେ ଶିଖା ଅନୁଭବ କଲେ ଯେ ଅନେକ ଲୋକ ପରିବେଶ ପ୍ରତି ଧ୍ୟାନ…

୨୦୨୪ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି, ବଦଳିଲେ ୪ ରାଜ୍ୟ ସଭାପତି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ ସଂଗଠନରେ ପରିବର୍ତ୍ତନ କରିଛି । ବଦଳିଛନ୍ତି ୪ ରାଜ୍ୟର ବିଜେପି ମୁଖ୍ୟ । ପଞ୍ଜାବ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ନୂତନ ରାଜ୍ୟ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ।…

ଭାରତରେ ଅଛି ଦୁନିଆର ସବୁଠାରୁ ବଡ଼ କବାଟ, ଉଚ୍ଚତା ୧୭୩ ଫୁଟରୁ ଉର୍ଦ୍ଧ୍ୱ

ଓଡିଶା ସମ୍ବାଦ ବ୍ୟୁରୋ: ଆମ ଦେଶରେ ଏପରି ଅନେକ ଜିନିଷ ଅଛି, ଯାହା ବିଷୟରେ ଆମେ କେହି ସମ୍ପୂର୍ଣ୍ଣ ଜାଣି ନଥାଉ। ଭାରତ ସହ ଜଡ଼ିତ ଆଶ୍ଚର୍ଯ୍ୟଜନକ କଥା ଜାଣିଲେ ଦେଶର ଗର୍ବ ବଢ଼ିଥାଏ। ହିମାଳୟଠାରୁ ନୀଳଗିରି ଏବଂ ଗୁଜରାଟରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଆଜି ଦେଶର ସମସ୍ତ ଆଶ୍ଚର୍ଯ୍ୟଜନକ ଘଟଣା…

କର୍କଟ ରୋଗ ଚିକିତ୍ସାର ନୂଆ ଅଧ୍ୟାୟ: ଏହି ଜିଲ୍ଲାରେ ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ

ମାଲକାନଗିରି: ଦୁର୍ଗମ ମାଲକାନଗିରି ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସ୍ୱାସ୍ଥ୍ୟସେବା । ଗରିବ ଆଦିବାସୀ ରୋଗରେ ପଡିଲେ ଖର୍ଚ୍ଚକୁ ଡରି ଚିକିତ୍ସା କରୁନାହାନ୍ତି । ବିଶେଷ କରି କର୍କଟ ପରି ଦୁରାରୋଗ୍ୟ ରୋଗ ହେଲେ କେବଳ ଭଗବାନଙ୍କ ଭରସାରେ ହିଁ ବଞ୍ଚୁଛନ୍ତି । ଏପରି ସ୍ଥିତିରେ   …