ଜୋମାଟୋକୁ ଆଉ ଏକ ଝଟକା: ପଦରୁ ଇସ୍ତଫା ଦେଲେ ଗୁଞ୍ଜନ ପାଟୀଦାର
ନୂଆଦିଲ୍ଲୀ: ଜୋମାଟୋ ଲିମିଟେଡ ମ୍ୟାନେଜମେଂଟକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ସୋମବାର କମ୍ପାନୀର ସହ ପ୍ରତିଷ୍ଠାତା ଏବଂ ମୁଖ୍ୟ ଟେକ୍ନୋଲୋଜି ଅଫିସର ଗୁଞ୍ଜନ ପାଟୀଦାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ କେଉଁ କାରଣ ନେଇ ଇସ୍ତଫା ଦେଲେ ତାହା ଜଣାପଡି ନାହିଁ । ପୂର୍ବରୁ କୋ…