‘ସୋଶିଆଲ ମିଡିଆରେ ଅଶ୍ଳୀଳ ପୋଷ୍ଟ କରି କ୍ଷମା ମାଗିବା ପରେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିପାରିବେନି’
ନୂଆଦିଲ୍ଲୀ: କେବଳ କ୍ଷମାପ୍ରାର୍ଥନା ଜାରି କରି ବ୍ୟକ୍ତିବିଶେଷ ନିଜର ଅଶାଳୀନ ଓ ଅଶ୍ଳୀଳ ସୋସିଆଲ ମିଡିଆ ପୋଷ୍ଟର ପରିଣାମରୁ ବର୍ତ୍ତି ପାରିବେ ନାହିଁ । ଶୁକ୍ରବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏଭଳି ଗୁରୁତ୍ୱାରୋପ କରିଛନ୍ତି।
୭୨ ବର୍ଷୀୟ ଅଭିନେତା ତଥା ତାମିଲନାଡୁର ପୂର୍ବତନ…