ଫିଫା ମହିଳା ବିଶ୍ୱକପ : ସ୍ୱୀଡେନକୁ ବ୍ରୋଞ୍ଜ
ମେଲବୋର୍ଣ୍ଣ: ଚଳିତ ମହିଳା ବିଶ୍ୱକପ ଫୁଟବଲ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଶନିବାର ସ୍ୱୀଡେନ ବ୍ରୋଞ୍ଜ ପଦକ ହାସଲ କରିଛି । ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ସ୍ୱୀଡେନ ୨-୦ ଗୋଲରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଫ୍ରେଡଲିନା ରୋଲଫଙ୍କ ଗୋଲ…