Latest Odisha News

BREAKING NEWS

ଅଷ୍ଟ୍ରେଲିଆର ସମୁଦ୍ର ତଟରୁ ମିଳିଲା ରହସ୍ୟମୟୀ ବସ୍ତୁ, ସନ୍ଦେହରେ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ପଶ୍ଚିମ ଅଷ୍ଟ୍ରେଲିଆର ଗ୍ରୀନ୍ ହେଡ୍ ଉପକୂଳରେ ଏକ ରହସ୍ୟମୟ ବସ୍ତୁ ଦେଖିବାକୁ ମିଳିଛି । ଏହି ବସ୍ତୁଟି ଭାରତରୁ ଉତକ୍ଷେପଣ କରାଯାଇଥିବା ଚନ୍ଦ୍ରଯାନ -୩ ସହ ଜଡ଼ିତ ବୋଲି ଅନୁମାନ କରାଯାଉଛି । ରହସ୍ୟମୟ ବସ୍ତୁର ଉଚ୍ଚତା ଏବଂ ଚଉଡ଼ା ପ୍ରାୟ ୨ ମିଟର । ୬୪୨ ଟନ୍, ୪୩.୫ ମିଟର…

ବିଶ୍ୱର ସର୍ବୋତ୍ତମ ଷ୍ଟ୍ରିଟ୍ ଫୁଡ୍ ମିଠା ତାଲିକାରେ ସ୍ଥାନ ପାଇଲା ୩ ଟି ଭାରତୀୟ ମିଠା

ନୂଆଦିଲ୍ଲୀ: ଭାରତୀୟ ମିଠା ପ୍ରସଙ୍ଗରେ ଯେତେବେଳେ ଆଲୋଚନା ହୁଏ, କେଉଁ ମିଠା ସବୁଠୁ ଭଲ ତାହା ଚୟନ କରିବା ଟିକେ କଷ୍ଟ ହୋଇପାଡେ। କାରଣ ଭାରତରେ ଏତେ ପ୍ରକାରର ମିଠା ରହିଛି ଯାହାର ସ୍ୱାଦ ସବୁଠାରୁ ଭିନ୍ନ। ପ୍ରତ୍ୟେକ ମିଠାର ଗୁଣବତ୍ତା ଏବଂ ବିବିଧତା ଅନ୍ୟଠାରୁ ସମ୍ପୂର୍ଣ୍ଣ ଅଲଗା। କିନ୍ତୁ…

ସ୍ୱଳ୍ପ ଗଳ୍ପ : ଏକ ବିରଳ ଧାରବାହିକତା, ମଧ୍ୟାନ୍ତର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୬  ଆଗ ଆମର ସ୍ମରଣରେ ରହୁ ଏତକ । ଶିଜୋ କାନାକୁରି ବୋଲି ଗୋଟିଏ ନାଆଁ । ଆଉ ଏହି କାନାକୁରି ନାମବାଚକ ବିଶେଷ୍ୟ ଜଣକ ହେଉଛନ୍ତି ଜଣେ ଧାବକ। ମାରାଥନ୍ ଧାବକ। ମାରାଥନ୍ ଧାବକମାନେ ଯେ ଲକ୍ଷ୍ୟ ପର୍ଯ୍ୟନ୍ତ ଏକ ଦୀର୍ଘପଥକୁ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଡ଼, ଜାଣନ୍ତୁ ଏହାର ଫାଇଦା…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ ଗ୍ରାମ୍ ଗୁଡ଼ସେବନ କରିବା ଉଚିତ। ଉତ୍ତମ ସ୍ୱାସ୍ଥ୍ୟସହ ଗୁଡ଼ ତ୍ୱଚାର ସୁନ୍ଦରତା ପାଇଁ ମଧ୍ୟ ଖୁବ ଉପକାରୀ । ତେବେ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଗୁଡ଼ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା, ନିର୍ବାଚନ ତଦନ୍ତ ବନ୍ଦ କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା। ଟ୍ରମ୍ପଙ୍କ ନିର୍ବାଚନ ଅନୁସନ୍ଧାନକୁ ରୋକିବା ପାଇଁ ଯେଉଁ ଆବେଦନ କରାଯାଇଥିଲା ସେହି ଆବେଦନକୁ ଜର୍ଜିଆ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଓକିଲ ଫନି ୱିଲିସ୍ଙ୍କୁ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ ନକରିବାକୁ…

ପୁସ୍ତକ ପରିଚୟ : ଅୟୁତସ୍ବପ୍ନା

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା କବିତା ସଙ୍କଳନ : ଅୟୁତ ସ୍ବପ୍ନା କବି : ମନୋଜ ମିଶ୍ର ପ୍ରକାଶକ ‐ ସତ୍ୟମ ବୁକ୍ ଏଜେନ୍ସୀ, ଭୁବନେଶ୍ବର ପୃଷ୍ଠା ‐ ୧୨୮, ମୂଲ୍ୟ ‐ ଟ୧୨୦/ କବିତା ଓ ଗୀତର ଫ୍ୟୁଜନରେ ବନ୍ଧା କବି ମନୋଜ ମିଶ୍ର ଖୁବ୍ କମ୍ ଶବ୍ଦରେ କବିତାର କଳେବର ଗଢ଼ନ୍ତି । ସଂସାରର…

ପ୍ରତିଶ୍ରୁତି ରକ୍ଷା କଲା ଆମେରିକା, ଭାରତକୁ ଫେରାଇଲା ୧୦୫ଟି ପ୍ରାଚୀନ ମୂର୍ତ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକା ଭାରତକୁ ଫେରାଇଲା ୧୦୫ଟି ଚୋରି ହୋଇଥିବା ପ୍ରାଚୀନ ମୂର୍ତ୍ତି। ଖୁବ ଶୀଘ୍ର ଭାରତକୁ ଅଣାଯିବ ଏହି ଐତିହାସିକ ପ୍ରତୀମା। ଏହି ସମସ୍ତ ମୂର୍ତ୍ତି ପ୍ରାଚୀନ କାଳର। ଶହ ଶହ ବର୍ଷ ପୂର୍ବେ ଏହି ମୂର୍ତ୍ତିଗୁଡ଼ିକ ଭାରତରୁ ଚୋରି ହୋଇ ଆମେରିକାକୁ ସ୍ଥାନାନ୍ତର…

ସାହାରା ନିବେଶକଙ୍କୁ ଫେରସ୍ତ ମିଳିବ ଟଙ୍କା: ରିଫଣ୍ଡ ପୋର୍ଟାଲରେ କେମିତି କରିବେ ଆବେଦନ, ଜାଣନ୍ତୁ

ନୂଆଦିଲ୍ଲୀ: ସାହାରା ଜମାକାରୀଙ୍କ ପାଇଁ ଖୁସି ଖବର । ସାହାରାରେ ଟଙ୍କା ଜମା କରିଥିବା ହିତାଧିକାରୀ ଫେରି ପାଇବେ ନିଜ ନିଜ ଟଙ୍କା । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସାହାରା ରିଫଣ୍ଡ ପୋର୍ଟାଲର ଲଞ୍ଚ କରିଛନ୍ତି । ଆଜି ଦିଲ୍ଲୀର ଅଟଳ ଉର୍ଜା ଭବନରେ ଗୃହମନ୍ତ୍ରୀ ଅମିତ ଶାହ…

ଆଦି ଶକ୍ତିପୀଠ ତାରାତାରିଣୀ ମନ୍ଦିର, ଜାଣନ୍ତୁ ଏହି ମନ୍ଦିରର ମାହାତ୍ମ୍ୟ…

ଗଞ୍ଜାମ: ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରୂପିଣୀ ଦେବୀ, ପୂର୍ଣ୍ଣେଶ୍ୱରୀ ମା' ତାରାତାରିଣୀଙ୍କ ଶକ୍ତିପୀଠ । ଆମ ଦେଶରେ ଥିବା ବିଭିନ୍ନ ୫୧ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬: ଆୟୋଜନ କରିବା ନେଇ ଅକ୍ଷମତା ପ୍ରକାଶ କଲା ଭିକ୍ଟୋରିଆ

ମେଲବୋର୍ଣ୍ଣ: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ନେଇ ସଙ୍କଟ ଦେଖା ଦେଇଛି । ଏହାର ବଜେଟ ବଢ଼ିବା ଯୋଗୁ ଭିକ୍ଟୋରିଆ ଆୟୋଜନ କରିବା ନେଇ ଅକ୍ଷମତା ପ୍ରକାଶ କରିଛି । ମେଲବୋର୍ଣ୍ଣ, ଜିଲଙ୍ଗ, ବେଲାର୍ଟ ଓ ଜିପ୍ସଲ୍ୟାଣ୍ଡରେ ଏହା ଆୟୋଜିତ ହେବାକୁ ଥିଲା । ଯେତେବେଳେ ଆମକୁ ଏହାର ଆୟୋଜନ ଅଧିକାର…