ମାଆଙ୍କ କୋକେଇକୁ କାନ୍ଧରେ ବୋହି ଶ୍ମଶାନଘାଟ ନେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅହମ୍ମଦାବାଦ : ମାଆ ହୀରବା ଙ୍କ ପାର୍ଥୀବ ଶରୀରକୁ କାନ୍ଧରେ ବୋହି ଶ୍ମଶାନ ଘାଟ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗାନ୍ଧୀନଗରସ୍ଥିତ ଶ୍ମଶାନ ଘାଟରେ ହୀରାବେନ ଙ୍କ ଶେଷକୃତ୍ୟ ହେବ।
#WATCH | Gandhinagar: Prime Minister Narendra Modi carries the mortal remains of…