ଖୁବଶୀଘ୍ର ଓଡ଼ିଶାକୁ ମିଳିବ ପ୍ରଥମ ବିମାନ ଚଳାଚଳ ପ୍ରଶିକ୍ଷଣ ଇନଷ୍ଟିଚ୍ୟୁଟ
ଭୁବନେଶ୍ୱର: ଓଡ଼ିଶାକୁ ପ୍ରଥମ ଥର ପାଇଁ ଆଭିଏସନ୍ ସିକ୍ୟୁରିଟି ବା ବିମାନ ଚଳାଚଳ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ଏଏସଟିଆଇ) ମିଳିବ। ଏଥିରେ ପୁଲିସ କର୍ମଚାରୀଙ୍କ ସମେତ ବିମାନ ଚଳାଚଳ ଶିଳ୍ପରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଢେଙ୍କାନାଳର ବିରାଶାଳ ଏୟାରଷ୍ଟ୍ରିପ ସ୍ଥିତ ସରକାରୀ…