Latest Odisha News

BREAKING NEWS

ସରିଲା ଆଡପ ଦର୍ଶନ, କାଲି ବାହୁଡା ଯାତ୍ରା; ଜାଣନ୍ତୁ, କେତେବେଳେ ହେବ ଛେରାପହରା ଓ ରଥଟଣା

ପୁରୀ: ଆଡ଼ପମଣ୍ଡପ ମଣ୍ଡପରେ ଚଳିତବର୍ଷର ଶେଷ ଦର୍ଶନ ଦେଲେ ମହାପ୍ରଭୁ ।ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କ ସନ୍ଧ୍ୟାଦର୍ଶନ କଲେ ଲକ୍ଷାଧିକ ଭକ୍ତ,ଶ୍ରଦ୍ଧାଳୁ । ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଆସନ୍ତାକାଲି ବାହୁଡା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ସେପଟେ…

ସ୍କୁଲ କ୍ୟାଣ୍ଟିନ ଥାଳିରେ ମୂଷା ମୁଣ୍ଡ, ଭିଡ଼ିଓ ଭାଇରାଲ ପରେ ମୁହଁ ଖୋଲିଲା ମ୍ୟାନେଜମେଣ୍ଟ

ଚୀନ୍‌: ଚୀନର ଖାଦ୍ୟ ଏବଂ ପାନୀୟକୁ ନେଇ ଖୁବ୍ କୁଖ୍ୟାତି ରହିଛି । ଏଠାରେ କୁକୁର ମାଂସ ମେଳା ଆୟୋଜନ ହେଉଥିବାରୁ ଏହା ବହୁ ଚର୍ଚ୍ଚିତ ହୋଇଛି । ଯେତେବେଳେ ସାରା ବିଶ୍ୱରେ କରୋନା ବ୍ୟାପିଲା, ଚୀନ୍ ମଧ୍ୟ ଏଥିପାଇଁ ଦାୟୀ ଥିଲା । ଏହି ଭୂତାଣୁ ବାଦୁଡ଼ି ମାଂସରୁ ମଣିଷକୁ ସ୍ଥାନାନ୍ତର ହେବାର…

ଖୁବଶୀଘ୍ର ରିଲିଜ ହେବ ‘ଦ ନାଇଟ୍ ମ୍ୟାନେଜର୍ ୨’, ଉତ୍ସାହର ସହିତ ଅପେକ୍ଷାରେ ଅଛନ୍ତି ଦର୍ଶକ

ମୁମ୍ବାଇ: ଆଦିତ୍ୟ ରୟ କପୁର ଏବଂ ଅନିଲ କପୁରଙ୍କ ୱେବ୍ ସିରିଜ୍ 'ଦ ନାଇଟ୍ ମ୍ୟାନେଜର୍' ଦର୍ଶକଙ୍କଠାରୁ ବହୁ ପ୍ରଶଂସା ଲାଭ କରିଥିଲା। ବର୍ତ୍ତମାନ ଦର୍ଶକ ଏହାର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଡିଜନି ପ୍ଲସ୍ ହଟଷ୍ଟାରରେ ଜୁନ୍ ୨୩ ତାରିଖରେ ୟୁଟ୍ୟୁବରେ 'ଦ ନାଇଟ୍…

ଜରୁରୀକାଳୀନ ଅବତରଣ କଲା ମମତା ବାନାର୍ଜୀଙ୍କ ହେଲିକପ୍ଟର, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କୋଲକାତା : ଜରୁରୀକାଳୀନ ଅବତରଣ କଲା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର । ଖରାପ ପାଗ ଯୋଗୁଁ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରାଯାଇଥିବା ସୂଚନା । ଜରୁରୀକାଳୀନ ଅବତରଣ ସମୟରେ ସିଏମ ମମତା ବାନାର୍ଜୀ ସାମାନ୍ୟ ଆହତ ହୋଇଛନ୍ତି । ଆହତ କାରଣରୁ ତାଙ୍କୁ ତୁରନ୍ତ…

ଖୁବଶୀଘ୍ର ୟୁଟ୍ୟୁବ ଆଣିବ ଅନଲାଇନ୍ ଗେମ୍ସ

ଓଡିଶା ସମ୍ବାଦ ବ୍ୟିରୋ: ସର୍ବଭାରତୀୟ ସ୍ତରରେ ଲୋକପ୍ରିୟ ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଆଣିବାକୁ ଯାଉଛି ଅନଲାଇନ୍ ଗେମ୍। ଏଥିପାଇଁ ଏକ ପ୍ରଡକ୍ଟ ଟେଷ୍ଟ କରିବା ଆରମ୍ଭ କରିଛି। 'ପ୍ଲେଏବଲ୍ସ'(Playables) ନାମକ ଏକ ନୂତନ ପ୍ରଡକ୍ଟ ଟେଷ୍ଟିଂ କରିବାକୁ କମ୍ପାନୀ କର୍ମଚାରୀମାନଙ୍କୁ…

ବଢ଼ିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ: ସରକାରୀ ବଙ୍ଗଳା ନବୀକରଣର ଅଡ଼ିଟ୍ କରୁଛି CAG

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣରେ ଆର୍ଥିକ ଅନିୟମିତତା ଅଭିଯୋଗର ଅଡିଟ୍ ଆରମ୍ଭ କରିଛି କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧିକାରୀମାନେ । ଏହି…

ମୌସୁମୀ ଆରମ୍ଭରୁ ପ୍ରଳୟ : ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ

ହିମାଚଳ ପ୍ରଦେଶ : ମୌସୁମୀ ଆରମ୍ଭରୁ ଦେଶରେ ଦେଖାଦେଲାଣି ପ୍ରଳୟର ଚିତ୍ର । ଉତ୍ତର ଭାରତରେ ଜାରି ରହିଛି ବର୍ଷା ବିତ୍ପାତ । ହିମାଚଳ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳ ଏମିତିକି ମେଟ୍ରୋ ସିଟି ଦିଲ୍ଲୀରେ ମଧ୍ୟ ଦେଖାଦେଇଛି ବର୍ଷା ବିତ୍ପାତ । କେଉଁଠି ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହେଲାଣି…