Latest Odisha News

BREAKING NEWS

ଫାଇଭ ଟି ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, କେନ୍ଦ୍ରକୁ ଚିଠି ଲେଖିଲେ କଂଗ୍ରେସ ନେତା

ଭୁବନେଶ୍ୱର: ତେଜୁଛି ସଚିବଙ୍କୁ ନେଇ ବିବାଦ। ଆଇଏଏସ ଅଧିକାରୀ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଲା କଂଗ୍ରେସ। ଗଜପତି ଜିଲ୍ଲା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭିକେ ପାଣ୍ଡିଆନ୍ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିରୋଧୀ…

ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଧାୟକଙ୍କ ସମ୍ପର୍କୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଚାନ୍ଦବାଲି: ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଶଳା ଓ ଶ୍ୱଶୁର ଚାନ୍ଦବାଲି ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ବିଡିଓ । ଅନ୍ୟପଟେ ଶାସକ ବିଜୁ ଜନତା ଦଳକୁ ସମାଲୋଚନା କରିଛି ବିଜେପି। ବିଧାୟିକଙ୍କ…

ମଶାଣିରୁ ଗାଏବ ହୋଇଯାଉଛି ଶବ, ଲୋକେ ହତବାକ

ଭଦ୍ରକ: ଭଣ୍ଡାରୀପୋଖରୀ ମଣିନାଥପୁର ଗାଁର ମଶାଣିରେ ସମାଧି ଦିଆଯାଇଥିବା ଶବଗୁଡିକ ନିଖୋଜ ହୋଇଯାଉଛନ୍ତି। ବର୍ଷେ ପରେ ପୁଣିଥରେ ସମାନ ଘଟଣାର ପୁନରାବୃତି ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଜବ ଏବଂ ଉଦବେଗଜନକ ସ୍ଥିତି ଉପୁଜିଛି। ମୃତଦେହ ଗୋଟିଏ ପରେ ଗୋଟିଏ ନିଖୋଜ ହୋଇଯିବା ପରେ…

ନ୍ୟୁୟର୍କ ସିଟିରେ ପବ୍ଲିକ୍ ସ୍କୁଲ ହଲିଡେ ତାଲିକାରେ ସାମିଲ ହେଲା ଦୀପାବଳି

ଓଡି଼ଶା ସମ୍ବାଦ ବ୍ୟୁରୋ: ଆଲୋକର ପର୍ବ ଦୀପାବଳି। ଏହି ପର୍ବ ସାରା ଦେଶରେ ପାଳନ କରାଯାଉଥିଲେ ହେଁ ବିଦେଶରେ ମଧ୍ୟ ଦୀପାବଳିକୁ ଭାରତୀୟମାନେ ଧୁମଧାମର ସହ ପାଳନ କରନ୍ତି। ବର୍ତ୍ତମାନ ନ୍ୟୁୟର୍କ ସିଟିରେ ଦୀପାବଳିକୁ ପବ୍ଲିକ ସ୍କୁଲ ହଲିଡେ ତାଲିକାରେ ସାମିଲ କରାଯାଇଛି। ଯାହାକୁ ନେଇ ଖୁସି…

ଦେଶରେ ଗଡ଼ିଲା ଆଉ ୫ ବନ୍ଦେ ଭାରତ ଏକ୍ସପ୍ରେସ; ସବୁଜ ପତାକା ଦେଖାଇ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶରେ ଗଡିଛି ୫ ନୂଆ ବନ୍ଦେ ଭାରତ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଅଛନ୍ତି ଏବଂ ସେଠାରେ ସେ ସବୁଜ ପତାକା ଦେଖାଇ ଏହି ବନ୍ଦେ ଭାରତ ଟ୍ରେନର…

ଭିଜିଲାନ୍ସ ଗିରଫ କରିବା ପରେ ଅତିରିକ୍ତ ଉପ ଜିଲ୍ଲାପାଳଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲା

ଭୁବନେଶ୍ୱର: ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପୂର୍ବତନ ନବରଙ୍ଗପୁର ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଜୁନ୍ ୨୩ରେ ଭିଜିଲାନ୍ସ ଏହି ମାମଲାରେ ତଦନ୍ତ ଜାରି ରଖିଛି। ଏହି ସମୟରେ ଭୁବନେଶ୍ୱର…

ଦିଗପହଣ୍ଡି ବସ୍ ଦୁର୍ଘଟଣା: ଗିରଫ ହେଲେ ବସ୍ ଡ୍ରାଇଭର ମାନସ ପ୍ରଧାନ

ବ୍ରହ୍ମପୁର : ଗିରଫ ହେଲେ OSRTC ବସ୍ ଡ଼୍ରାଇଭର ମାନସ ପ୍ରଧାନ । ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଘଟିଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିବା ପରେ ଫେରାର ହୋଇ ଯାଇଥିଲେ  ଡ଼୍ରାଇଭର ମାନସ ପ୍ରଧାନ । ତାଙ୍କୁ ଆଜି ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ । ପୋଲିସ ଗିରଫ କରିବା ପରେ…

ଗାଡି ଚାଳକକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ଶିକାର ଯାତ୍ରୀବାହୀ ବସ, ୧୫ରୁ ଅଧିକ ଆହତ

ବରିପଦା: ମଙ୍ଗଳବାର ଆଉ ଏକ ଦୁର୍ଘଟଣା ଘଟିଛି। ମୟୂରଭଞ୍ଜ ଜିଲ୍ଲାର ରଙ୍ଗାମାଟିଆ ଛକରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ପରେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘରୋଇ ବସଟି ବାଲେଶ୍ବର ଜିଲ୍ଲାର ଚନ୍ଦନଶ୍ୱରରୁ ବରିପଦା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସୂତ୍ରରୁ ପ୍ରକାଶ…

ସଫ୍ଟୱେର୍ ଡେଭଲପରରୁ ରାପିଡୋ ଡ୍ରାଇଭର, ଭାଇରାଲ ହେଉଛି ଯୁବକଙ୍କ ଚାକିରି ଖୋଜିବାର ନୂଆ ଉପାୟ

ବେଙ୍ଗାଲୁରୁ: ଆଇଟି, ଦେଶର ଅନ୍ୟତମ ବୃହତ୍‌ କର୍ମଯୋଗାଣ କ୍ଷେତ୍ର। କିନ୍ତୁ କିଛି ମାସ ହେବ ଆଇଟି କମ୍ପାନୀଗୁଡ଼ିକ ନିଜର କର୍ମଚାରୀଙ୍କୁ ଲେ-ଅଫ୍ କରିବା ଆରମ୍ଭ କରିଛନ୍ତି। ଯେଉଁଥିପାଇଁ ବିଶ୍ୱର ବହୁ ଇଞ୍ଜିନିୟରମାନେ ଏବେ ଚାକିରି ହରାଇଛନ୍ତି। କିଛି ଇଞ୍ଜିନିୟରମାନେ ଅନ୍ୟାନ୍ୟ କମ୍ପାନୀରେ…

ଦିଗପହଣ୍ଡି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ଏଥର ସ୍କାନରରେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦିଗପହଣ୍ଡିରେ ତାଙ୍କର ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ବ୍ରହ୍ମପୁର ଘରେ…