Latest Odisha News

BREAKING NEWS

ସୁଧୁରିନି ଦିଲ୍ଲୀର ବନ୍ୟାସ୍ଥିତି; ବନ୍ୟାଜଳରେ ଭାସିଯାଇ ୩ ନାବାଳକ ମୃତ

ନୂଆଦିଲ୍ଲୀ: ଯମୁନାର ଯନ୍ତ୍ରଣାରେ ଜାତୀୟ ରାଜଧାନୀ ଦିଲ୍ଲୀ ଉବୁଟୁବୁ । ବନ୍ୟା ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି ରାଜଧାନୀ ଦିଲ୍ଲୀରେ । ଯମୁନା ଜଳସ୍ତର ହ୍ରାସ ପାଇଥିଲେ ହେଁ ଦିଲ୍ଲୀ ମହାନଗରୀର ସ୍ଥିତି ବଦଳିନି । ଆଜି ସକାଳ ୮ଟା ସୁଦ୍ଧା ଯମୁନାରେ ବନ୍ୟା ଜଳ ୨୦୮.୪୮ ମିଟରରେ ବହୁଥିଲା ।…

ରହସ୍ୟ ଘେରରେ ଦ୍ୱିତୀୟ ବରମୁଡା ଟ୍ରାଙ୍ଗେଲ୍

ଓଡ଼ିଶା ସମ୍ବାଦ: ଭାରତରେ ଏପରି ଅନେକ ସ୍ଥାନ ଅଛି ଯାହା ବିବିଧତାରେ ପରିପୂର୍ଣ୍ଣ ଯାହା ଅତ୍ୟନ୍ତ ରହସ୍ୟମୟ । ଯାହା ବିଷୟରେ ବିଜ୍ଞାନ ମଧ୍ୟ ସଠିକ୍ ଉତ୍ତର ଦେବାକୁ ସକ୍ଷମ ନୁହେଁ । ଭାରତର ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ମଧ୍ୟରେ ଏପରି ଏକ ସ୍ଥାନ ଅଛି ଯାହାକୁ ବିଶ୍ୱର ଦ୍ୱିତୀୟ ‘ବରମୁଡା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୭୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଫୋନ୍ ଉଠାଇବାମାତ୍ରେ ହିଁ ରୋହାନ୍ ଜାଣିଗଲା ଯେ ଏ ଫୋନ୍ କଲ୍‌ଟି ତା' ମା’ଙ୍କର । କାନରେ ରିସିଭର୍ ଦେଇ ସେ ତାଙ୍କ କୋହଭରା କାନ୍ଦ ଶୁଣିପାରୁଥିଲା । ତା' ମା’, ମିସେସ୍ ସୁରେଖା ସୁମନ୍‌, ଜଣେ ଖୁବ୍ ଟାଣୁଆ…

ଘୋଷଣା ହେଲା ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ

ନୂଆଦିଲ୍ଲୀ:୨୦୨୩-୨୪ ଶିିକ୍ଷାବର୍ଷ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ତାରିଖ ଘୋଷଣା । ସିବିଏସଇ ଦଶମ ଓ ଦ୍‌:ାଦଶ ପରୀକ୍ଷା ୨୦୨୪ ଫେବୃଆରୀ ୧୫ରୁ ଆରମ୍ଭ ହେବ । ଏ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସଇ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଫେବୃଆରୀ ୧୫ରୁ ଆରମ୍ଭ ହୋଇ…

ଭାଷା ଭାଗବତ : ଭାଷାର ଗତିରୋଧ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାରେ ଥିଲେ ବି ବିଚ୍ୟୁତି ତ୍ରୁଟି ଓ ବିଭିନ୍ନ ବିକୃତି ସ୍ଥଗିତ ହୁଏନାହିଁ ଗତି ବିଲୁପ୍ତ ହୁଏନାହିଁ ସ୍ଥିତି ଭାଷାର ଏହି ମୁଖ୍ଯ ଗୁଣ କରୁଛି ନିଶ୍ଚୟ ପ୍ରମାଣ ଭାଷା ଚଳଇ ନିରଂତର କ୍ଷତି ବି ହୁଏନି ତହିଁର ଭାଷାର…

ଗପ : ଉପଦ୍ରବ

ଅମିତ୍ ଜେନା                                                                    ହରିପୁର ଗାଁ ମଝିରେ ନରି ଅଜା ର ଘର । ପୁଅ ମାନେ ସହର ଗଲା ପରଠୁ ନରି ଅଜା ଆଉ ଫୁଲ ଆଈ ଟିକେ ଏକଲା ପଡିଯାଇଛନ୍ତି । ପୁଅ ମାନଙ୍କ ପାଖକୁ ବୁଲି ଯିବାକୁ ବୁଢ଼ାବୁଢ଼ୀ ଅନେକ ଦିନରୁ ମନ ବଳେଇଲେଣି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବେଣ୍ଟ ବା ଶିକାର ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଭିତରେ ଏକ ବିଚିତ୍ର ବିଧି ହେଉଛି ବେଣ୍ଟ ବା ଶିକାର ନୀତି। ଏହି ନୀତି ପାଳନର ବୈଦିକ ତାତ୍ପର୍ଯ୍ୟ ସେଭଳି କିଛି ଥିବାର ଅନୁମାନ ହୁଏନି। କେବଳ ପୁରାତନ…

ଶିବସେନା ବନାମ ଶିବସେନା, ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ବିରୋଧରେ ବିଚାରଧୀନ ଅଯୋଗ୍ୟତା ମାମଲାରେ ବାଚସ୍ପତିଙ୍କୁ…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶିବସେନା ବନାମ ଶିବସେନା ମାମଲାରେ ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ବିରୋଧରେ ବିଚାରାଧୀନ ଅଯୋଗ୍ୟତା ମାମଲାର ସୁପ୍ରିମକୋର୍ଟ ଯାଞ୍ଚ କରିବେ। ଏ ସମ୍ପର୍କରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ନୋଟିସ ଜାରି କରିଛନ୍ତି। ଏହା ସହିତ ଦୁଇ…

ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ରିଙ୍କୁ ସିଂ, ରୁତୁରାଜ ଗାଇକୱାଡ

ମୁମ୍ବାଇ: ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ଏସୀୟ ଗେମ୍ସରେ ଭାଗ ନେବାକୁ ଯାଉଛି। ଏଥିପାଇଁ ଶୁକ୍ରବାର ରାତିରେ ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ରୁତୁରାଜ ଗାଇକୱାଡଙ୍କୁ ନିଯୁକ୍ତ କରି ବୋର୍ଡ…

ତିନି ଦିନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଜିତିଲା ଭାରତ, ଅଶ୍ୱୀନଙ୍କ ଦମଦାର ବୋଲିଂ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଇନିଂସ ୧୪୧ ରନରେ ବିଜୟୀ ହୋଇଛି ଭାରତୀୟ ଦଳ। ତୃତୀୟ ଦିନରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଘାତକ ବୋଲିଂ ଆଧାରରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିଛି। ଏହା ସହ ଟିମ୍ ଇଣ୍ଡିଆ ସିରିଜରେ ୧-୦ରେ ଅଗ୍ରଣୀ…