ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୮)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ସେ ହସୁଥିଲା ଅଧା, କାନ୍ଦୁଥିଲା ବି ସେମିତି ସୁକୁସୁକୁ ହୋଇ । ତା’ପର ରେ ପୁଣି ଗମ୍ଭୀର ହୋଇ ଚାହିଁଲା ଯେବେ ସିଡ଼୍ କହିଲା, “ଦେଖ, ଆମେ ଏବେ ଏସ୍.ଏସ୍. ମାରିନାର ଖୁବ୍ ପାଖରେ ପହଞ୍ଚି ଗଲେଣି ।”
ପାଖାପାଖି…