Latest Odisha News

BREAKING NEWS

ଘାଟିରେ ସେନା ବସ୍ ଦୁର୍ଘଟଣାରେ ମୃତ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା

ଗାଙ୍ଗଟକ୍ : ସେନା ବସ୍ ଦୁର୍ଘଟଣାରେ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତ ଯବାନଙ୍କ ପରିବାରକୁ ୨ଲକ୍ଷ ଟଙ୍କା…

ରୁଷିଆରୁ ଆସି ଓଡ଼ିଶାରେ ଆଖିବୁଜିଲେ ପର୍ଯ୍ୟଟକ, ସନ୍ଦେହ ଘେରରେ ମୃତ୍ୟୁ

ରାୟଗଡା: ଭାରତ ବୁଲିବା ପାଇଁ ରୁଷିଆରୁ ଆସିଥିଲେ  । ଓଡ଼ିଶା ଦାରିଂବାଡି ବୁଲିବା ପରେ  ରାୟଗଡ଼ା ଯାଇଥିଲେ । ରାୟଗ୍‌ଡ଼ା  ଆସି ଆଖିବୁଜିଲେ ୬୧ ବର୍ଷୀୟ ରୁଷିଆ ପର୍ଯ୍ୟଟକ ।ମୃତ ପର୍ଯ୍ୟଟକଙ୍କ ନା ବ୍ଲାଡ଼ିମିର ବିଦାନୋଭ । ଅତ୍ୟଧିକ ମଦ୍ୟପାନ ହେତୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।…

ଚୟନ କମିଟି ଅଧ୍ୟକ୍ଷ ପାଇଁ ଆବେଦନ କଲେ ସଚିନ, ଧୋନୀ, ସେହ୍ୱାଗ ଓ ହକ !

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ଖରାପ ପ୍ରଦର୍ଶନ ଯୋଗୁ ଚୟନକମିଟି ଚେତନ ଶର୍ମା ଏବଂ ଟିମକୁ ବରଖାସ୍ତ କରିଛି । ଏବେ ବିସିସିଆଇ ଚୟନ କମିଟି ପାଇଁ ଆବେଦନ ପତ୍ର ଆହ୍ୱାନ କରିଛି । ଇତି ମଧ୍ୟରେ ୬୦୦ ଊର୍ଦ୍ଧ୍ୱ ଆବେଦନ ଏ ନେଇ କରି ସାରିଛନ୍ତି । ଆବେଦନକାରୀଙ୍କ ମଧ୍ୟରେ ସଚିନ…

ପୀଡ଼ିତା ଏବେ ଜୀବିତ ନା ମୃତ?

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ଗଲା ବର୍ଷ ୮ ଅକ୍ଟୋବରରେ ବଲାଙ୍ଗୀରର ଉଚ୍ଚଶିକ୍ଷିତା ଝିଅ ତଥା ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ହେଇଯାଇଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରସାରିତ ହେଲା ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ପରେ ପରେ ଯେତେବେଳେ ଅକ୍ଟୋବର…

ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୬ ଯବାନ ମୃତ

ଗାଙ୍ଗଟକ୍: ଉତ୍ତର ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଏଥିରେ୧୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଲାଚେନ ଠାରୁ ୧୫ କିଲୋମିଟର ଦୂର ଲାଚେନ ଠାରେ ଆଜି ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଛି । ୨୦ଜଣ ଯବାନଙ୍କୁ ନେଇ ଆର୍ମିର ଏହି ବସ୍ ସୀମା…

ଗୋଟିଏ ଦୁର୍ଘଟଣା ବଦଳାଇଦେଲା ମହାଦେବଙ୍କ ଜୀବନର ଗତିପଥ,ସଂସାର ଚଳିବ କେମିତି?

ନବରଙ୍ଗପୁର : ଗୋଟିଏ ଦୁର୍ଘଟଣା ବଦଳାଇଦେଲା ସବୁକିଛି । ଆଉ ଉଜାଡ଼ି ଦେଲା ଗୋଟିଏ ହସଖୁସିର ସଂସାର । ସ୍ତ୍ରୀ ଛାଡି ଚାଲିଗଲା ଆରପାରିକୁ, ପୁଅ,ଝିଅ ଅଧାରୁ ପାଠ ଛାଡିଲେ, ବିକଳାଙ୍ଗ ହୋଇଗଲେ ମହାଦେବ, ଆଉ କଷ୍ଟ ହୋଇଯାଇଛି ଘର ଚଳିବା, ସମ୍ପର୍କୀୟ ଓ ପଡ଼ୋଶୀ ଦୟାକଲେ ପେଟ ଚାଖଣ୍ଡକୁ ମିଳୁଛି…

ମାଲଖମ୍ବ ରାଜ୍ୟସ୍ତରୀୟ ଚୟନ ଶିବିର ଅନୁଷ୍ଠିତ

ପୁରୀ: ପୁରୀ ଜିଲ୍ଲା ସ୍କୁଲ ପରିସରରେ ଆଜି ଦିନିକିଆ ମାଲଖମ୍ବ ରାଜ୍ୟସ୍ତରୀୟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ମନୋନୀତ ହୋଇଥିବା ଖେଳାଳିମାନେ ମଧ୍ୟପ୍ରଦେଶରେ ଜାନୁୟାରୀ ୩୦ରୁ ଫେବୃୟାରୀ ୧୧ପର୍ଯ୍ୟନ୍ତ ହେବାକୁ ଥିବା ଖେଲୋ ଇଣ୍ଡିଆ…

ସନ୍ଧ୍ୟାରେ ସରକାର ଜାରି କରିବେ କୋଭିଡକୁ ନେଇ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ବିଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସରକାର ସଜାଗ ଅଛନ୍ତି । ବିଶେଷକରି ଚୀନରେ ତାଣ୍ଡବ ରଚିଥିବା କରୋନାର ବିଏଫ୍.୭ ଭାରିଆଣ୍ଟ ଆକ୍ରାନ୍ତ ଓଡ଼ିଶାରେ ଚିହ୍ନଟ ପରେ ଚିନ୍ତା ବଢ଼ିଛି । ଦିନକ ପରେ ବଡ଼ଦିନ ଏବଂ ପରେ ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି…

ଆଇପିଏଲ୍ ନିଲାମରେ ରେକର୍ଡ: ସାମ କୁରେନଙ୍କୁ ୧୮.୫୦କୋଟି ଟଙ୍କାରେ କିଣିଲା ପଞ୍ଜାବ

କୋଚି: କୋଚିରେ ଆରମ୍ଭ ହେଲା ଆଇପିଏଲ ୨୦୨୩ ନିଲାମ । ସବୁଠୁ ଅଧିକ ଦାମରେ ବିକ୍ରିହେଲେ ଇଂଲଣ୍ଡ ଖେଳାଳି ସାମ୍ କୁରେନ୍ । ପଞ୍ଜାବ କିଙ୍ଗସ୍ ତାଙ୍କୁ ୧୮.୫୦ କୋଟି ଟଙ୍କାରେ କିଣିଛି । ଯାହା ଆଇପିଏଲ୍ ନିଲାମ ଇତିହାସରେ ରେକର୍ଡ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିଲା । ପ୍ରଥମ ନିଲାମ…

ଉଠା ଦୋକାନୀଙ୍କ ପ୍ରତିବାଦ ପରେ ନରମିଲା ବିଏମସି, କାଲିଠୁ ଉଚ୍ଛେଦ ବନ୍ଦ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ବିଏମସି ରାସ୍ତାକଡ଼ରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି । ଯାହାକୁ ନେଇ ଆଜି ପ୍ରତିବାଦ ଶାଣିତ ହେବା ପରେ ବିଏମସି ଉଚ୍ଛେଦ ବନ୍ଦ କରିଛି । ଆଜି ପଟିଆ ଓ ଡମଣା ଅଞ୍ଚଳର ଶତାଧିକ ଉଠା ଦୋକାନୀ ଉଚ୍ଛେଦର ପ୍ରତିବାଦ କରି ବିଏମସି ନର୍ଥ ଜୋନ୍ ଅଫିସ୍ ଘେରାଉ…