ବାଂଲାଦେଶ ବିପକ୍ଷରେ ଭାରତକୁ ପ୍ରଥମ ଇନିଂସ ଅଗ୍ରଣୀ
ମୀରପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୮୭ ରନର ଅଗ୍ରଣୀ ହାସଲ କରିଛି । ଜବାବରେ ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ କୌଣସି ୱିକେଟ ନ ହରାଇ ୭ ରନ ସଂଗ୍ରହ କରିଛି । ଭାରତର ଦୁଇ ଷ୍ଟାର ଖେଳାଳି ରିଷଭ ପନ୍ତ ଓ ଶ୍ରେୟାଶ ଆୟାର ପ୍ରଥମ…